Browsing Category
Breaking News
ଚଳିତ ମାସରେ ଛୋଟ ପିଲାଙ୍କୁ ଦିଆଯିବ ଟିକା ! ଖୁବ୍ଶୀଘ୍ର ଆରମ୍ଭ ହେବ ପ୍ରକ୍ରିୟା
ନୂଆଦିଲ୍ଲୀ,: ଚଳିତ ମାସର ଶେଷ ସପ୍ତାହରେ ଛୋଟ ପିଲାମାନଙ୍କୁ କୋଭିଡ୍ ୧୯ ଟିକା ଦିଆଯାଇ ପାରେ । ପ୍ରାଥମିକ ପର୍ଯ୍ୟାୟରେ ୪ରୁ ୬କୋଟି ପିଲା ଅର୍ଥାତ ଯେଉଁ ପିଲାମାନେ କିଛି ଗୁରୁତର ରୋଗରେ ପୀଡିତ ସେମାନଙ୍କୁ ଆଗେ ଟିକା…
ଆସନ୍ତା ୨୪ ଘଣ୍ଟାରେ ବାତ୍ୟାର ରୂପା ନେଇପାରେ “ଜୱାଦ’, ମୁକାବିଲା ନେଇ ପ୍ରସ୍ତୁତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ: ବାୟୁସେନା…
ନୂଆଦିଲ୍ଲୀ/ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍): ଅବପାତ ଦକ୍ଷିଣପୂର୍ବ ବଙ୍ଗୋପସାଗର ଉପରେ ସକ୍ରିୟ ରହିଛି । ଏହା ଉତ୍ତରପଶ୍ଚିମ ଆଡ଼କୁ ଗତି କରି ପରବର୍ତ୍ତୀ ୨୪ ଘଣ୍ଟାରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟାରେ ପରିଣତ…
ବାତ୍ୟା ଜୱାଦ ଅପଡେଟ୍: ଉପକୂଳବର୍ତ୍ତୀ ୧୦ ଜିଲ୍ଲାର ଦମକଳ କେନ୍ଦ୍ରକୁ ହାଇ ଆଲର୍ଟ
ଭୁବନେଶ୍ୱର: ବାତ୍ୟା ମୁକାବିଲା ପାଇଁ ଅଗ୍ନିଶମ ବିଭାଗ ଜାରି କରିଛି ସ୍ୱତନ୍ତ୍ର ନିର୍ଦ୍ଦେଶ । ଉପକୂଳବର୍ତ୍ତୀ ୧୦ ଜିଲ୍ଲାର ସବୁ ଦମକଳ କେନ୍ଦ୍ରକୁ ହାଇଆଲର୍ଟ । କମ୍ ପ୍ରଭାବିତ ହେବାକୁ ଥିବା ଜିଲ୍ଲାରୁ ଅଗ୍ନଶମ ଟିମ୍…
ରାମ ଗୋପାଳ ବର୍ମା ସେୟାର କଲେ ୫୮ ବର୍ଷ ପୁରୁଣା ଓମିକ୍ରନ ଫଟୋ, ଜାଣନ୍ତୁ ଏହା ପଛର ରହସ୍ୟ
କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ ସମଗ୍ର ବିଶ୍ୱକୁ ଭୟଭୀତ କରିଛି । ସୋସିଆଲ ମିଡିଆରେ ଏହାକୁ ନେଇ ଅନେକ ଖବର ମଧ୍ୟ ଦେଖିବାକୁ ମିଳୁଛି । ଏହାରି ମଧ୍ୟରେ ଫିଲ୍ମ ନିର୍ମାତା ରାମ ଗୋପାଲ ବର୍ମା ଏମ ଏଭଳି ପୋଷ୍ଟର ସେୟାର…
ବାତ୍ୟା ଜୱାଦ ଅପଡେଟ୍: କୋରାପୁଟରେ ସରକାରୀ ଅଫିସରଙ୍କ ଛୁଟି ବାତିଲ
ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ କୋରାପୁଟରେ ସରକାରୀ ଅଫିସରଙ୍କ ଛୁଟି ୩ ଦିନ ପାଇଁ ବାତିଲ । ୩ରୁ ୫ ତାରିଖ ଯାଏଁ ଅଫିସରଙ୍କ ଛୁଟି ବାତିଲ । ପୂର୍ବରୁ ଖୋର୍ଦ୍ଧା, ନୟାଗଡ଼ ଏବଂ ପୁରୀର ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି…
ତପସ୍ୱିନୀଙ୍କୁ ମିଳିଲା ନ୍ୟାୟ: ସୁମିତଙ୍କ ସହ ଏକାଠି ରହିବା ପାଇଁ କୋର୍ଟ ଦେଲେ ନିର୍ଦ୍ଦେଶ
ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଶ୍ୱଶୁର ଘର ସାମ୍ନାରେ ଆନ୍ଦୋଳନରେ ବସିଥିବା ତପସ୍ୱିନୀ ଦାସ ଓରଫ ଡିମ୍ପଲଙ୍କୁ ଶେଷରେ ନ୍ୟାୟ ମିଳିଛି । ଡିମ୍ପଲଙ୍କ ଆନ୍ଦୋଳନ ୧୨ ତମ ଦିନରେ ପହଞ୍ଚିଥିବା ବେଳେ ଉଭୟ ପତି ପତ୍ନୀଙ୍କୁ…
ପିପେଡ୍ ପ୍ଲାନ ପରେ ବଢ଼ିଲା JioPhone ପ୍ଲାନ୍: ଜାଣନ୍ତୁ ନୂଆ ଦାମ୍
ନୂଆଦିଲ୍ଲୀ: ଟେଲିକମ କମ୍ପାନୀ ରିଲାଏନ୍ସ ଜିଓ ନିକଟରେ ଏହାର ସବୁ ପିପେଡ୍ ପ୍ଲାନକୁ ବଢ଼ାଇବାର ଘୋଷଣା କରିଥିଲା । ଏହା ଡିସେମ୍ବର ୧ରୁ ଲାଗୁ ମଧ୍ୟ ହୋଇଛି । ଏବେ ପୁଣି ଥରେ ଜିଓ ତରଫରୁ ଏକ ନୂଆ ନିଷ୍ପତ୍ତି ନେଇ ଘୋଷଣା…
ଅଭିନେତା ବ୍ରହ୍ମା ମିଶ୍ରାଙ୍କ ପରଲୋକ; ମିର୍ଜାପୁର ରେ ‘ଲଳିତ’ ଭୂମିକାରେ ଅଭିନୟ କରି ଜିତିଥିଲେ ହୃଦୟ
ମୁମ୍ବାଇ: ଲୋକପ୍ରିୟ ୱେବ୍ ସିରିଜ ‘ମିର୍ଜାପୁର’ରେ ଲଳିତ ଭୂମିକାରେ ଅଭିନୟ କରି ଦର୍ଶକଙ୍କ ମନ ଜିଣିଥିବା ଅଭିନେତା ବ୍ରହ୍ମା ମିଶ୍ରାଙ୍କ ଦେହାନ୍ତ । ବ୍ରହ୍ମାଙ୍କ ମୃତ୍ୟୁର ଖବର ‘ମିର୍ଜାପୁର’ରେ ମୁନ୍ନା ତ୍ରିପାଠୀ…
ବାତ୍ୟା ଜୱାଦ ଅପଡେଟ: ଅବପାତର ରୂପ ନେଲା ଲଘୁଚାପ
ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଅବପାତର ରୂପ ନେଲା । ଗୋପଳପୁରଠାରୁ ଏହା ୧୦୨୦ କିମି ଦୂରରେ ରହିଛି । ପାରାଦୀପ ଠାରୁ ୧୦୬୦ କିମି ଦୂରରେ ରହିଛି । ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଲଘୁଚାପର ରୂପ ନେଲା…
ସୁନ୍ଦରତା ପାଇଁ ଖାଇବାକୁ ପଡ଼େ ୫୦ ଚାପୁଡ଼ା ! ଜାଣନ୍ତୁ କେଉଁଠି ରହିଛି ଏଭଳି ଥେରାପୀ
ସୁନ୍ଦରତା ପାଇଁ ଅନେକ ଉପାୟ ଗ୍ରହଣ କରାଯାଏ । କିନ୍ତୁ କ’ଣ ଆପଣ ଜାଣନ୍ତି ସୁନ୍ଦରତା ବଢ଼ାଇବା ପାଇଁ ଦୁନିଆରେ ଏକ ଅଦ୍ଭୁତ ଥେରାପୀ ରହିଛି ଯାହା ସ୍ଲାପ୍ ଥେରାପୀ ବା ଚାପୁଡ଼ା ଥେରାପୀ ବୋଲି ଭାବରେ ଜଣା । ଏଥିର ଚାପୁଡ଼ା…