Browsing Category
Breaking News
ନୁପୁର ଶର୍ମା ପୁରା ଦେଶ ପାଇଁ ବିପଦ, ଟିଭି ସାମ୍ନାକୁ ଆସି ମାଗନ୍ତୁ କ୍ଷମା: ସୁପ୍ରିମକୋର୍ଟ
ନୁଆଦିଲ୍ଲୀ(ଓଡ଼ିଶା ଭାସ୍କର): ପ୍ରଫେଟ୍ ମହମ୍ମଦଙ୍କ ଉପରେ ଦେଇଥିବା ବିବାଦୀୟ ମନ୍ତବ୍ୟ ପାଇଁ ନୁପୂର ଶର୍ମାଙ୍କୁ ସୁପ୍ରିମକୋର୍ଟ କଡ଼ା ଭାଷାରେ ଭତ୍ସନା କରିଛନ୍ତି। ଏହା ସହିତ ଟିଭି ସାମ୍ନାରେ ଆସି ସେ ପୂରା ଦେଶକୁ କ୍ଷମା…
ଏକନାଥ ସିନ୍ଦେଙ୍କ ବିରୋଧରେ ପୁଣି ସୁପ୍ରିମକୋର୍ଟରେ ଟିମ୍ ଉଦ୍ଧବ
ନୁଆଦିଲ୍ଲୀ(ଓଡ଼ିଶା ଭାସ୍କର): ମହାରାଷ୍ଟ୍ରରେ ରାଜନୈତିକ ଡ୍ରାମା ବନ୍ଦ ହେବାର ନାଁ ନେଉନାହିଁ। ଆଜି ବିଦ୍ରୋହୀ ବିଧାୟକଙ୍କ ବିରୋଧରେ ଶିବସେନା ସୁପ୍ରିମକୋର୍ଟ ପହଞ୍ଚିଛି। ୧୬ ବିଦ୍ରୋହୀ ବିଧାୟକଙ୍କୁ ସସ୍ପେଣ୍ଡ…
ଏହି ବ୍ୟକ୍ତିଙ୍କୁ ହେଲା ଅଜବ ରୋଗ: ପ୍ରାଇଭେଟ ପାର୍ଟ ସହ ଜଡ଼ିତ ମାମଲା
ନୂଆଦିଲ୍ଲୀ: ଆପଣ ଦୁନିଆରେ ଅନେକ ପ୍ରକାରର ରୋଗ ବିଷୟରେ ଶୁଣିଥିବେ । କିଛି ରୋଗ ଅନେକ ପୁରୁଣା ହୋଇଥିବା ବେଳେ କିଛି ନୂଆ । କିନ୍ତୁ ବେଳେବେଳେ ଏପରି କିଛି ରୋଗ ଦେଖିବାକୁ ମିଳିଥାଏ, ଯାହାକୁ ଶୁଣି ଡାକ୍ତରମାନେ ବି…
ମହାପ୍ରସାଦରେ ମିଶାଯାଏ କାଙ୍କଣ, ଜାଣନ୍ତୁ କାହିଁକି ?
ପୁରୀ: ମହାପ୍ରଭୁଙ୍କ ମହାପ୍ରସାଦରେ କାଙ୍କଣ ମିଶିଥାଏ । କାଙ୍କଣର ବି ରହିଛି ମାହାତ୍ମ୍ୟ । ୧୭୩୧ ମସିହାରେ ଚିଲିକା କୂଳରେ ନଇରୀ ଗାଁରେ ମହାପ୍ରଭୁ ଥାନ୍ତି । ୧୭୩୨ ମାର୍ଚ୍ଚ ମାସ ଶେଷ ବେଳକୁ ସେଠାରେ ତକି ଖାଁର ଆକ୍ରମଣ…
ମଣିପୁର ଭୂସ୍ଖଳନରେ ସେନାର ୭ ଯବାନ ସମେତ ୧୪ ଜଣଙ୍କର ମୃତ୍ୟୁ, ୨୫ ଯବାନ ନିଖୋଜ: ଏବେ ବି ଚାଲିଛି ଉଦ୍ଧାର କାମ
ନୂଆଦିଲ୍ଲୀ: ମଣିପୁରର ନୋନି ଜିଲ୍ଲାର ଏକ ସେନା ଶିବିରରେ ଭୂସ୍ଖଳନରେ ସେନାର ୭ ଯବାନଙ୍କ ସମେତ ୧୪ ଜଣଙ୍କର ମୃତ୍ୟୁ ଘଟିଛି । ଏବେ ବି ୨୫ ଜଣ ଯବାନ ତଳେ ଚାପି ହୋଇ ରହିଥିବା ଜଣାପଡିଛି । ଉଦ୍ଧାର କାର୍ଯ୍ୟ ଜାରି…
ପାକିସ୍ତାନ ସହିତ କାଶ୍ମୀରକୁ ନେଇ ଭାରତର ଏହି ପଦକ୍ଷେପ ଉପରେ ଆପତ୍ତି ଉଠାଇଲା ଚୀନ୍
ନୁଆଦିଲ୍ଲୀ(ଓଡ଼ିଶା ଭାସ୍କର): ଆଗାମୀ ବର୍ଷ ଭାରତରେ ଅନୁଷ୍ଠିତ ହେବାକୁ ଯାଉଛି ଜି-୨୦ ସମ୍ମିଳନୀ। ଏହାକୁ ଭାରତ ଜାମ୍ମୁ-କାଶ୍ମୀରରେ ଅୟୋଜିତ କରିବାକୁ ଯୋଜନା କରିଛି। ବର୍ତ୍ତମାନ ଚୀନ୍ ପାକିସ୍ତାନ ସହ ଏହାର ସ୍ୱର ମିଶାଇ…
ଓଡ଼ିଶାରେ କରୋନାର ସାଙ୍ଘାତିକ ପରିସ୍ଥିତି: ୨୦୦ ଟପିଲା ଦୈନିକ ସଂକ୍ରମଣ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ?
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶାରେ କରୋନା ଭାଇରସ୍ ପୁଣି ଥରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି । ରାଜ୍ୟରେ ଆଜି ଦୈନିକ କରୋନା ସଂକ୍ରମଣ ୨୦୦ ଟପିଛି । ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୨୦୪ କରୋନା ସଂକ୍ରମିତ ଚିହ୍ନଟ…
ପୁରୀ ହେଲା ଶେଷ ଯାତ୍ରା: ଦୁର୍ଘଟଣାରେ ଫଟୋ ସାମ୍ବାଦିକ ଅଶୋକ ପଣ୍ଡାଙ୍କ ପରଲୋକ
ପୁରୀ(ଓଡ଼ିଶା ଭାସ୍କର): ଆଜି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ହୋଇଥିବା ବେଳେ ଚଳଚଞ୍ଚଳ ହୋଇପଡିଛି ସାରା ଓଡ଼ିଶା । ଏହାରି ମଧ୍ୟରେ ସାମ୍ନାକୁ ଆସିଛି ଏକ ଦୁଃଖଦ ଖବର । ଦୁର୍ଘଟଣାରେ ଫଟୋ ସାମ୍ବାଦିକ ଅଶୋକ ପଣ୍ଡାଙ୍କ ପରଲୋକ…
କମିଲା ଏଲପିଜି ଦର: ଜାଣନ୍ତୁ ଏବେ କେତେରେ ମିଳିବ ଗ୍ୟାସ ସିଲିଣ୍ଡର
ନୂଆଦିଲ୍ଲୀ: ଏଲପିଜି ସିଲଣ୍ଡରର ଦର କମିବାରୁ ସାଧାରଣ ଲୋକଙ୍କ ମହଙ୍ଗା ମାଡ଼ରୁ ସାମାନ୍ୟ ଆସ୍ୱସ୍ଥି ମିଳିଛି । ଅଏଲ ମାର୍କେଟିଂ କମ୍ପାନୀମାନେ ୧ ଜୁଲାଇରୁ ଏଲପିଜି ସିଲିଣ୍ଡରର ନୂଆ ଦର ଲାଗୁ କରିଛନ୍ତି ।…
ଶନିବାରଠୁ ବିଧାନସଭା ମୌସୁମୀ ଅଧିବେଶନ: ପ୍ରଥମ ଦିନରେ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, ସୁରକ୍ଷା…
ଭୁବନେଶ୍ୱର (ଭାସ୍କର ନ୍ୟୁଜ୍) : ଆସନ୍ତା ୨ ତାରିଖରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଅଧିବେଶନର ପ୍ରଥମ ଦିନରେ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ଚଳିତ…