
Browsing Category
Breaking News
ରାଶିଫଳ(ରବିବାର,୧୯ ଜୁନ,୨୦୨୨)
ମେଷ - ଆଜି ମନ ଚାହୁଁଥିବା କାମ କରିବାରେ ପ୍ରତିବନ୍ଧକ ସୃଷ୍ଟିହେବ। ଅବଶ୍ୟ ନିକଟ ସମ୍ପର୍କୀୟ୍ରିୟଜନଙ୍କ ଆଶ୍ୱାସନା ମନକୁ ଲାଘବ କରିଦେଇପାରେ। ବ୍ୟବସାୟ, ପରିବହନରେ ଉନ୍ନତି ଘଟିବ। ଶ୍ରବଣା ନକ୍ଷତ୍ର ଅନ୍ୟର ବିନା…
ଧନୀ ରାଷ୍ଟ୍ରଙ୍କ ଠାରୁ ଭାରତ ଆଦାୟ କରିବ ବାର୍ଷିକ ୭ଲକ୍ଷ କୋଟି!
ବୋନ୍: ଦିନକୁ ଦିନ ପାଣିପାଗର ଅସ୍ୱାଭାବିକ ପରିବର୍ତ୍ତନ ଯୋଗୁଁ ବିଶେଷଭାବେ ଭାରତୀୟମାନେ ଏହାର ଶିକାର ହୋଇଚାଲିଛନ୍ତି । ଏଥିପାଇଁ ଗ୍ରୀଷ୍ମଦିନେ ଭାରତରେ ପାଖାପାଖି ୮୩ହଜାର ଲୋକ ମୃତ୍ୟୁବରଣ କରୁଥିବାବେଳେ ପ୍ରବଳ…
ପତ୍ନୀର ଇଜ୍ଜତ ନିଲାମ କଲା ସ୍ୱାମୀ, ସ୍ତ୍ରୀଙ୍କ ପୁରୁଷ ବନ୍ଧୁୁ ସହ ମିଶି ଅଶ୍ଳୀଳ ଭିଡିଓ ଭାଇରାଲ କରିଥିବା ଥାନାରେ ଅଭିଯୋଗ କଲେ ପୀଡିତା
ଧାମନଗର, (ଭାସ୍କର ନ୍ୟୁଜ୍) : ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଯେଉଁ ପବିତ୍ର ସମ୍ପର୍କ ୭ଜନ୍ମ ପାଇଁ ହେଲେ ସେହି ସମ୍ପର୍କ ବେଳେ ବେଳେ ଏପରି ପୁର୍ଣ୍ଣଚ୍ଛେଦ ପଡ଼େ ଯାହାକି ସବୁଦିନ ପାଇଁ ବିଚ୍ଛେଦ ଘଟେ । ଏମିତିଏକ ଘଟଣା…
ପୁଣି ଚମକିଲେ ନୀରଜ, ପୁଣି ଜିତିଲେ ସ୍ୱର୍ଣ୍ଣ ପଦକ (Video)
ନୂଆଦିଲ୍ଲୀ: ଭାରତୀୟ ଅଲିମ୍ପିକ ଗୋଲ୍ଡ ମେଡାଲିଷ୍ଟ ନୀରଜ ଚୋପ୍ରା ପୁଣି ଥରେ ଚମକିଛନ୍ତି । ଫିନଲ୍ୟାଣ୍ଡଠାରେ ଆୟୋଜିତ କୁଆର୍ତାନେ ଗେମ୍ସରେ ଜାଭେଲିନ୍ ଥ୍ରୋରେ ସେ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି । ଟୋକିଓ ଅଲିମ୍ପିକ…
ମହାପ୍ରଭୁଙ୍କ ଅନବସର ବାସ ଷଷ୍ଠ ଦିବସ, ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି ହେବ ଫୁଲରୀ ତେଲ
ପୁରୀ (ଓଡ଼ିଶା ଭାସ୍କର): ଆଜି ମହାପ୍ରଭୁଙ୍କ ଅନବସର ବାସ ଷଷ୍ଠ ଦିବସ। ଦେବସ୍ନାନ ପୂର୍ଣ୍ଣିମା ଦିନ ୧୮୦ ସୁବାଷିତ ଜଳରେ ସ୍ନାନ ପରେ ଚତୁର୍ଦ୍ଧାମୂର୍ତ୍ତି ଅସୁସ୍ଥ ହୋଇ ଅନବସର ପିଣ୍ଡିରେ ବିଶ୍ରାମ ନେଇଛନ୍ତି। ସେଠାରେ…
ଆସାମ ବନ୍ୟାସ୍ଥିତି ସାଂଘାତିକ: ୧୯ ଲକ୍ଷ ପ୍ରଭାବିତ, ୫୪ ମୃତ
ଗୌହାଟୀ, ଗତ ୩ ଦିନ ଧରି ଲଗାଣ ବର୍ଷା ଯୋଗୁଁ ଆସାମରେ ବନ୍ୟା ସ୍ଥିତି ଭୟଙ୍କର ରୂପ ଧାରଣ କରିଛି । ଆସାମର ୨୮ଟି ଜିଲ୍ଳାର ୧୯ ଲକ୍ଷ ଲୋକ ଏହି ବନ୍ୟାରେ ପ୍ରଭାବିତ ହୋଇଥିବାବେଳେ ୫୪ ଜଣଙ୍କ ମୃତ୍ୟୁ ଘଟିଛି । ସେହିପରି…
ସମବାୟ ସମିତି ନିର୍ବାଚନା: ଆଜି ୭୩୧ ଟି ବୁଥ୍ରେ ପଡିବ ଭୋଟ୍
ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍) : ଆଜି ରାଜ୍ୟରେ ଥିବା ସମବାୟ ସମିତି ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ ଅନୁଷ୍ଠିତ ହେବ । ଦୁଇଟି ପର୍ଯ୍ୟାୟରେ ଭୋଟଗ୍ରହଣ କରାଯିବ । ଗୋଟିଏ ୧୯ ତାରିଖରେ କରାଯିବାକୁ…
ଦୁଇ ଦିନ ମଧ୍ୟରେ ଉପକୂଳରେ ସକ୍ରିୟ ହେବ ମୌସୁମୀ: ଆଗାମୀ ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ସହ ଝଡ଼ବର୍ଷାର ସମ୍ଭାବନା,…
ଭୁବନେଶ୍ୱର(ଭାସ୍କର ନ୍ୟୁଜ୍): ଦକ୍ଷିଣ- ପଶ୍ଚିମ ମୌସୁମୀ ବାୟୁ ଗତ ଗୁରୁବାର ଠାରୁ ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳରେ ପହଂଚିସାରିଛି । ଆଗାମୀ ୫ ଦିନ ପର୍ଯ୍ୟନ୍ତ ତମାମ ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ଜନିତ…
ଶେଷରେ ବନ୍ଧାହେଲେ କୋଟିପତି ଜଳେଶ୍ଵର BDO: ପତ୍ନୀ ଓ ସଂପର୍କୀୟଙ୍କୁ ଜେରା
ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଫସିଥିବା ଜଳେଶ୍ବର BDO ଅଶ୍ୱିନୀ ଦାସ ଶେଷରେ ଗିରଫ ହୋଇଛନ୍ତି। ଏହା ସହ ତାଙ୍କ ପତ୍ନୀ ଓ ସଂପର୍କୀୟଙ୍କୁ ଜେରା କରାଯାଉଛି ବୋଲି ସୂଚନା ମିଳିଛି।
ତେବେ ବିଡିଓ ଅଶ୍ୱିନୀ ଦାସଙ୍କ…
ସମୁଦ୍ରରୁ ଅଳିଆ କାଢ଼ିଲେ ପରିଣୀତି ଚୋପ୍ରା: ଭିଡିଓ ପୋଷ୍ଟ କରି କଲେ ଜାହିର କଲେ ଚିନ୍ତା
ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ନିଜର ଅଭିନୟ ପାଇଁ ବେଶ୍ ପରିଚିତ । ପରିଣୀତି ଚୋପ୍ରା ନିଜର ସ୍ୱତନ୍ତ୍ର ଅନ୍ଦାଜ ନେଇ ମଧ୍ୟ ସୁବେବେଳେ ଚର୍ଚ୍ଚାରେ ରହିଥାନ୍ତି । ପରିଣୀତି ଚୋପ୍ରାଙ୍କୁ ସ୍କୁବା ଡାଇଭିଙ୍ଗ ବେଶ୍…