
Browsing Category
Breaking News
ଜୁନ୍ ୩୦ ସୁଦ୍ଧା ଦାବି ପୂରଣ କର, ନଚେତ୍ ଜୁଲାଇ ୧ରୁ ଧର୍ମଘଟ: ଚେତାବନୀ ଦେଲା ରାଜ୍ୟ ବସ୍ ମାଲିକ ସଂଘ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମହଙ୍ଗା ମାଡ଼ରେ କଲବଲ ହେଉଥବା ରାଜ୍ୟବାସୀଙ୍କ ପାଇଁ ଗୋଟିକ ପରେ ଗୋଟିଏ ସମସ୍ୟା ଆସି ପହଞ୍ଚି ଯାଉଛି । ତେବେ ରାଜ୍ୟରେ ପୁଣି ହେବ ବସ୍ ଧର୍ମଘଟ । ଆସନ୍ତା ଜୁଲାଇ ମାସ ୧ ତାରିଖରେ ସାରା…
ଅଣବିଜେପି ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ କରିବେ ମମତା, ୨୨ ନେତାଙ୍କୁ ଲେଖିଲେ ଚିଠି
ରାଷ୍ଟ୍ରପତି ନିର୍ବାଚନ ପାଖେଇ ଆସୁଥିବାବେଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରଣନୀତି ଗଠନ କରିବା ଆରମ୍ଭ କରିଛନ୍ତି । ଏହାକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ୧୫ ଜୁନ୍ରେ ଦିଲ୍ଲୀରେ ଅଣବିଜେପି…
ଓଡ଼ିଶାରେ ଖୋଲିବ ୫ଟି ନୂଆ କେନ୍ଦ୍ରୀୟ ବିଦ୍ୟାଳୟ, ଟ୍ୱିଟ୍ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଶିକ୍ଷାକ୍ଷେତ୍ରରେ ପୁଣି ଆଗକୁ ବଢ଼ିବ ଓଡ଼ିଶା । ରାଜ୍ୟର ଗରିବ ତଥା ଆର୍ଥିକ ଦୁର୍ବଳ ଶ୍ରେଣୀର ପିଲାମାନେ ସହଜରେ ଶିକ୍ଷାଲାଭ କରିପାରିବେ । ଓଡ଼ିଶାରେ ଖୁବଶୀଘ୍ର ଖୋଲିବାକୁ ଯାଉଛି ୫ଟି ନୂଆ…
ପାରିବାରିକ କଳହର ପରିଣାମ: ସ୍ତ୍ରୀକୁ ମାରି ଘରେ ତାଲା ଲଗାଇ ଫେରାର ହେଲା ସ୍ୱାମୀ
ନୂଆଦିଲ୍ଲୀ: କେଉଁଠି ସ୍ୱାମୀ ସ୍ତ୍ରୀକୁ ହତ୍ୟା କଲାଣି ତ କେଉଁଠି ସ୍ତ୍ରୀ ସ୍ମାମୀକୁ ହତ୍ୟା କଲାଣି । ସେହିପରି କେଉଁଠି ମା’ ପୁଅକୁ ହତ୍ୟା କଲାଣି ତ କେଉଁଠି ପୁଅ ମା’କୁ ହତ୍ୟା କରୁଥିବା ଭଳି ଘଟଣା ପ୍ରତ୍ୟେକ ଦିନ…
ନୂପୁର ଶର୍ମାଙ୍କ ବିବାଦୀୟ ମନ୍ତବ୍ୟରେ ଭିଡିଓ କରି ଗିରଫ ହେଲେ ୟୁଟ୍ୟୁବର
ନୂଆଦିଲ୍ଲୀ: ନୂପୁର ଶର୍ମାଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ଦେଶରେ ଜଳୁଛି ନିଆଁ । ଏପରିକି ନୂପୁରଙ୍କୁ ଗିରଫ କରିବାକୁ ଦାବି କରି ଦେଶରେ ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ପ୍ରଫେଟ ମହମ୍ମଦଙ୍କୁ ନେଇ…
IMDର ସତର୍କ ସୂଚନା: ଆସନ୍ତା ୫ ଦିନ ପର୍ଯ୍ୟନ୍ତ ୮ ରାଜ୍ୟରେ ଲାଗି ରହିବ ଝଡ଼ବର୍ଷା
ନୂଆଦିଲ୍ଲୀ: ଦେଶରେ ବର୍ତ୍ତମାନ ଭୀଷଣ ଗରମର ପ୍ରଭାବ ଅନୁଭୂତ ହେଉଛି । ତେବେ ଖୁବଶୀଘ୍ର ଜନସାଧାରଣ ତାତି କଷ୍ଟରୁ ନିସ୍ତାର ପାଇବେ । ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ଏନେଇ ଅପଡେଟ୍ ଜାରି କରାଯାଇଛି ।…
ଏହି ଗ୍ରାମରେ ହୋଇନାହିଁ ଆଜି ପର୍ଯ୍ୟନ୍ତ ନିର୍ବାଚନ, ନିର୍ଦ୍ୱନ୍ଦରେ ନିର୍ବାଚିତ ହେଉଛନ୍ତି ପ୍ରାର୍ଥୀ
ନିର୍ବାଚନ କହିଲେ ସାଧାରଣତଃ ପ୍ରାର୍ଥୀ-ପ୍ରାର୍ଥୀଙ୍କ ମଧ୍ୟରେ ଭୋଟ ଲଢ଼େଇକୁ ବୁଝାଏ । କେଉଁ ପ୍ରାର୍ଥୀ ଅଧିକ ଭୋଟ ପାଉଛି, କେଉଁ ପାର୍ଥୀ ହାରୁଛି ତାକୁ ନେଇ ମନରେ ଉତ୍ସୁକତା ରହିଥାଏ । କିନ୍ତୁ କ’ଣ ଆପଣ ଜାଣନ୍ତୁ ଆମ…
ଆଜି ରାଜ୍ୟରୁ ଚିହ୍ନଟ ହେଲେ ୨୪ ଜଣ କୋଭିଡ୍ ପଜିଟିଭ୍
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ କିଛିଦିନ ଧରି ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମଣ କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ, କଲେଜ ଓ ବିଭିନ୍ନ ଅନୁଷ୍ଠାନକୁ ଖୋଲିବା ନେଇ ସରକାର…
(Video) ଯୁବକ ଓ ଯୁବତୀଙ୍କୁ ଛୁରୀ ଦେଖାଇ ପାହାଡ଼ ଉପରକୁ ଟେକିନେଲେ: ଜବରଦସ୍ତ କଲେ ଅଶ୍ଲୀଳ ଭିଡିଓ ଶୁଟ୍, କହିଲେ ୫୦ ହଜାର ଦିଅ ନଚେତ୍ ଭାଇରାଲ୍
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିକାଲି ଅନେକ ଯୁବକ ଯୁବତୀଙ୍କର ଅଶ୍ଲୀଳ ଭିଡିଓ ଶୁଟ୍ କରି ପରବର୍ତ୍ତୀ ସମୟରେ ବ୍ଲାକମେଲ କରାଯିବା ଏକ ସାଧାରଣ କଥା ହୋଇଗଲାଣି । ତେବେ ଏପରି ଏକ ଘଟଣା ଦେଖିବାକୁ ମିଳିଛି କୋରାପୁଟ…
ଜଲଦୀ ଖାଇବା ଚକ୍କରରେ ତଣ୍ଟିରେ ଅଟକିଲା କବାବ୍: ଚାଲିଗଲା ମଡେଲଙ୍କ ଜୀବନ
ନୂଆଦିଲ୍ଲୀ: କବାବ୍ ଖାଇବା ହେଲା କାଳ । ଜଲଦୀ ଜଲଦୀ କବାବ୍ ଖାଇବା ଚକ୍କରରେ ଥାଇଲ୍ୟାଣ୍ଡର ୨୭ ବର୍ଷୀୟ ସୋସିଆଲ ମିଢିଆ ପ୍ରଭାବଶାଳୀ ତଥା ମଡେଲ ଅରିସାରା କାରବଡେଚୋଙ୍କ ମୃତ୍ୟୁ ହୋଇଛି । ମାର୍ଚ୍ଚରେ କବାବ ଖାଇବା ପରେ…