Browsing Category
Breaking News
HDFC ବ୍ୟାଙ୍କ ଗ୍ରାହକଙ୍କୁ ଝଟକା: ବଢ଼ିଲା ଋଣଦର, ମହଙ୍ଗା ହେବ EMI
ନୂଆଦିଲ୍ଲୀ: ଏଚଡିଏଫସି ବ୍ୟାଙ୍କ ଗ୍ରାହକଙ୍କୁ ବଡ଼ ଝଟକା । ବ୍ୟାଙ୍କ ମାର୍ଜିନ କଷ୍ଟ୍ ଅଫ୍ ଲେଣ୍ଡିଂ ରେଟ୍(ଏମସିଏଲଆର) ବା ଋଣଦର ୩୫ ବେସିସ ପଏଣ୍ଟ ବା ୦.୩୫ ପ୍ରତିଶତ ବୃଦ୍ଧି କରିଛି । ଏଚଡିଏଫସି ବ୍ୟାଙ୍କର ନୂଆ ଦର ୭…
ପୁଣି ଏକ ଭିଡିଓ ଅପଲୋଡ କରି ନିଜ ଦୁଃଖ ବଖାଣିଲେ ଅନୁଭବ, ଦେଖନ୍ତୁ Video
ଭୁବନେଶ୍ୱର(ଓଡ଼ିଶା ଭାସ୍କର): କେନ୍ଦ୍ରାପଡ଼ା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ଓ ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦ ଏବେ ବି ଚାଲିଛି । ଏହାରି ମଧ୍ୟରେ ଅନୁଭବ ମହାନ୍ତି ୟୁଟ୍ୟୁବରେ…
ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସର କସରତ: ମଲ୍ଲିକାର୍ଜୁନ ଖଡଗେଙ୍କୁ ମିଳିଲା ବଡ଼ ଦାୟିତ୍ୱ
ନୂଆଦିଲ୍ଲୀ: ରାଜ୍ୟସଭା ନିର୍ବାଚନ ପାଇଁ ଅଣ୍ଟା ଭିଡ଼ିଛି କଂଗ୍ରେସ । କଂଗ୍ରେସର ଶୀର୍ଷ ନେତୃତ୍ୱ ପୁଣି ଥରେ ନିଜର ପୁରୁଣା ନେତାଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି । ବିରୋଧୀଦଳର ନେତା ମଲ୍ଲିକାର୍ଜୁନ ଖଡଗେଙ୍କୁ ମିଳିଛି…
ବ୍ରହ୍ମପୁରରେ ପୂର୍ବତନ ସରପଞ୍ଚଙ୍କୁ ମରଣାନ୍ତକ ଆକ୍ରମଣ, ଗୁରୁତର ଅବସ୍ଥାରେ ଭୁବନେଶ୍ୱର ସ୍ଥାନାନ୍ତର
ବ୍ରହ୍ମପୁର(ଓଡ଼ିଶା ଭାସ୍କର): ବ୍ରହ୍ମପୁରରେ ଜଣେ ପୂର୍ବତନ ସରପଞ୍ଚଙ୍କୁ ହୋଇଛି ମରଣାନ୍ତକ ଆକ୍ରମଣ । ସଂଘବଦ୍ଧ ଆକ୍ରମଣରେ ପୂର୍ବତନ ସରପଞ୍ଚଙ୍କ ସହ ୨ ସହଯୋଗୀ ଆହତ ହୋଇଛନ୍ତି । ସୂଚନା ଅନୁସାରେ, ସଦର ଥାନା ମସିହାଖାଲିର…
ଭାରତୀୟ ସେନାରେ ଏଣିକି ହେବ ଧଡ଼ାଧଡ଼ ନିଯୁକ୍ତି: ୨୫୦ ବର୍ଷ ପୁରୁଣା ନିୟମ ବଦଳାଇବାକୁ ଯାଉଛନ୍ତି ସରକାର
ନୂଆଦିଲ୍ଲୀ: ସେନାରେ ନିଯୁକ୍ତିକୁ ନେଇ ୨୫୦ ବର୍ଷ ଧରି ଚାଲିଆସୁଥିବା ନିୟମକୁ ବଦଳାଇବାକୁ ଯାଉଛନ୍ତି ସରକାର, ଯାହାଫଳରେ ସୈନିକମାନେ ମାତ୍ର ୪ ବର୍ଷ ପାଇଁ ନିଯୁକ୍ତି ପାଇବେ । ଏହା ସହ ସେନାରେ ଜାତି, ଧର୍ମ କିମ୍ବା…
କୋଲେଷ୍ଟ୍ରଲ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିବ ଟମୋଟୋ ଜୁସ୍: ଜାଣନ୍ତୁ କିପରି ପିଇବେ?
କୋଲେଷ୍ଟ୍ରଲ ନିୟନ୍ତ୍ରଣ ନିହାତି ଗୁରୁତ୍ୱପୂର୍ଣ୍ଣ, ନଚେତ୍ ଆପଣଙ୍କୁ ହାର୍ଟ ଆଟାକ୍ ଓ ବିପି ସମସ୍ୟା ହୋଇପାରେ । ଶରୀରରେ ଖରାପ କୋଲେଷ୍ଟ୍ରଲ୍ର ପରିମାଣ ବଢ଼ିଗଲେ ଏହି ପ୍ରକାର ସମସ୍ୟା ଦେଖାଯାଏ । ଏହାର ମୁକାବିଲା ପାଇଁ…
ବରଫର ମଜା ନେଉଥିଲେ ପର୍ଯ୍ୟଟକ, ହଠାତ୍ ବେକାବୁ ହୋଇ ମାଡ଼ିଆସିଲା ହେଲିକପ୍ଟର, ଦେଖନ୍ତୁ ଭିଡିଓ…
ଚଳିତ ଥର ଉତ୍ତରାଖଣ୍ଡରେ ଚାରିଧାମ ଯାତ୍ରା ଚର୍ଚ୍ଚାରେ ରହିଆସିଛି । ଚାରିଧାମ ଯାତ୍ରାରେ ପ୍ରାୟ ୧୦୦ ରୁ ଅଧିକ ଯାତ୍ରୀ ପ୍ରାଣ ହରାଇଛନ୍ତି । ଏବେ ଏହାରି ମଧ୍ୟରେ କେଦାରନାଥର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ…
ଏହି ଭାରତୀୟ କ୍ରିକେଟରଙ୍କ ପିତା ହେଲେ ଗିରଫ: ଜାଣନ୍ତୁ କ’ଣ ରହିଛି ମାମଲା
ନୂଆଦିଲ୍ଲୀ: ନିକଟରେ ଜଣେ ଭାରତୀୟ କ୍ରିକେଟରଙ୍କ ବାପାଙ୍କୁ ଗିରଫ କରିଛି ପୋଲିସ । ଏହି ଖେଳାଳିଙ୍କ ପିତା ବ୍ୟାଙ୍କ ମ୍ୟାନେଜର ଭାବରେ ୧.୨୫ କୋଟି ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଛି । କୋର୍ଟ ତାଙ୍କୁ ଏକ ଦିନିଆ…
ବୋରିସଙ୍କ ହାତରୁ ଯିବନି ପ୍ରଧାନମନ୍ତ୍ରୀ ପଦ, ୨୧୧ ଭୋଟ୍ ସହ ଜିତିଲେ ଅନାସ୍ଥା ପ୍ରସ୍ତାବ
ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନଙ୍କ ପ୍ରଧାନମନ୍ତ୍ରୀ ପଦରୁ ହଟିବା ନେଇ ହେଉଥିବା ଆଶଙ୍କା ଏବେ ଦୂର ହୋଇଛି । ୨୧୧ ସାଂସଦଙ୍କ ଭୋଟ୍ ସହିତ ବିଶ୍ୱାସ ଭୋଟ୍ ଜିତିଛନ୍ତି ବୋରିସ୍ ଜନସନ । ଏହି ବିଜୟ ସହ କନର୍ଜଭେଟିଭ…
ଚିନ୍ତା ବଢ଼ାଉଛି ମଙ୍କିପକ୍ସ: ଏହା ଯୌନଗତ ରୋଗ କି? ଜାଣନ୍ତୁ କ’ଣ କହିଲା WHO
ନୂଆଦିଲ୍ଲୀ: କରୋନା ସଂକ୍ରମଣ ହ୍ରାସ ପାଇଥିବା ବେଳେ ନୂଆ ନୂଆ ଭାଇରସ୍ ଦେଶବାସୀଙ୍କୁ ଚିନ୍ତାରେ ପକାଇ ଦେଇଛି । ସାରା ବିଶ୍ୱରେ ମଙ୍କିପକ୍ସ ପୁଣି ଆତଙ୍କ ସୃଷ୍ଟି କରିବାରେ ଲାଗିଛି । ବିଶ୍ୱର ୩୦ଟି ଦେଶରେ ଏହି ଭାଇରସ୍…