Browsing Category

Breaking News

ଲଞ୍ଚ ହେଲା Realmeର ନୂଆ ବଜେଟ୍ ସ୍ମାର୍ଟଫୋନ, ବଜେଟରେ ମିଳିବ ୫୦୦୦ mAh ବ୍ୟାଟେରୀ ସହ ଭଲ କ୍ୟାମେରା

ଭାରତରେ ଲଞ୍ଚ ହେଲା Realme ର ନୂଆ ସ୍ମାର୍ଟଫୋନ Realme C 31 । ଏହା କମ୍ପାନୀର ଏକ ଏଣ୍ଟ୍ରୀ ଲେଭଲ ସ୍ମାର୍ଟଫୋନ ଏବଂ ଏହାକୁ ବଜେଟ ଦାମରେ ଲଞ୍ଚ କରାଯାଇଛି । ରିୟଲମିର ଏହି ନୂଆ ସ୍ମାର୍ଟଫୋନର ଡିଜାଇନ ପ୍ରାୟତଃ…

ଖାରଜ ହେଲା ପ୍ରଶାନ୍ତ ଜଗଦ୍ଦେବଙ୍କ ଜାମିନ୍ ଆବେଦନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗିରଫ ହୋଇଥିବା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଜାମିନ୍ ଆବେଦନ ଖାରଜ ହୋଇଛି । ଜାମିନ ଖାରଜ କରିଛନ୍ତି ବାଣପୁର ଆସିଷ୍ଟାଣ୍ଟ ସେସସ୍ ଜଜ୍ । ଲୋକ ଓ ପୋଲିସଙ୍କ ଉପରେ ଗାଡ଼ି ମଡ଼ାଇବା…

ସଂସଦରେ ଉଠିଲା ଶ୍ରୀମନ୍ଦିର ପ୍ରକଳ୍ପ ପ୍ରସଙ୍ଗ: ଅପରାଜିତାଙ୍କ ଅଭିଯୋଗକୁ ଖଣ୍ଡନ କଲେ ପିନାକୀ ମିଶ୍ର

ନୂଆଦିଲ୍ଲୀ: ସଂସଦରେ ଉଠିଲା ଶ୍ରୀମନ୍ଦିର ପ୍ରକଳ୍ପ ପ୍ରସଙ୍ଗ । ଶ୍ରୀମନ୍ଦିରର ପ୍ରକଳ୍ପ ପ୍ରସଙ୍ଗକୁ ନେଇ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏବଂ ପୁରୀ ସାଂସଦ ପିନାକୀ ମିଶ୍ରଙ୍କ ମଧ୍ୟରେ କଥା କଟାକଟି ।…

ଡାକ୍ତର ସୁମିତ ଓ ତପସ୍ୱିନୀଙ୍କୁ ଏପରି ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ(ଓଡ଼ିଶା ଭାସ୍କର): ବ୍ରହ୍ମପୁରର ଡାକ୍ତର ସୁମିତ ଓ ତପସ୍ୱିନୀ ବିବାଦ ମାମଲାରେ ଆସିଛି ନୂଆ ଅପଡେଟ । ହାଇକୋର୍ଟଙ୍କ ମଧ୍ୟସ୍ଥତା କେନ୍ଦ୍ରରେ ହାଜର ଲାଗି ପତିପତ୍ନୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଆସନ୍ତା ୯ ତାରିଖରେ…

Whatsappରେ ଭଏସ ମେସେଜ ପାଇଁ ଆସିଲା ୬ ନୂଆ ଫିଚର, ଆହୁରି ସହଜ ହେବ ଚ୍ୟାଟିଂ, ଜାଣନ୍ତୁ…

ସୋସିଆଲ ମିଡିଆ ମେସେଜ ପ୍ଲାଟଫର୍ମ ହ୍ୱାଟ୍ସଆପ୍ ଏହାର ଭଏସ ମେସେଜ ଫିଚରକୁ ଅପଗ୍ରେଡ କରିଛି । ନୂଆ ଅପଗ୍ରେଡ ଦ୍ୱାରା ଆପରେ ଅନେକ ଖାସ୍ ଏବଂ ନୂଆ ଫିଚର୍ସ ଦେଖିବାକୁ ମିଳିବ । ଭାଷା ଜରିଆରେ ଭାବନା ପ୍ରକାଶ କରିବା…

ବଡ଼ ଖବର: ଓଡ଼ିଶାରେ ବଢ଼ିଲା ବସ୍ ଭଡ଼ା, ଜାଣନ୍ତୁ କେତେ?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପେଟ୍ରୋଲ-ଡିଜେଲ ଦର ଆକାଶଛୁଆଁ ହୋଇଥିବା ବେଳେ ସାଧାରଣ ଲୋକଙ୍କୁ ଲାଗିଛି ଆଉ ଏକ ଝଟକା । ତୈଳ ଦର ବଢ଼ୁଥିବାରୁ ରାଜ୍ୟରେ ବସ୍ ଭଡ଼ା ବଢ଼ିଯାଇଛି । ମିଳିଥିବା ସୂଚନା ଅନୁସାରେ, ଅର୍ଡିନାରୀ ଭଡ଼ା…

ବିଧାନସଭାରେ ସିଏଜି ରିପୋର୍ଟ ଉପସ୍ଥାପିତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଧାନସଭା ଅଧିବେଶନ ଚାଲିଥିବା ବେଳେ ଆଜି ଗୃହରେ ଉପସ୍ଥାପିତ ହୋଇଛି ସିଏଜି ରିପୋର୍ଟ । ରାଜ୍ୟର ଆର୍ଥିକ ସ୍ଥିତି ଓ ଭୂପୃଷ୍ଠ ଜଳସେଚନ ସମ୍ପର୍କିତ ସିଏଜି ରିପୋର୍ଟ ଉପସ୍ଥାପନ କରିଛନ୍ତି…

OAS ସ୍ତରରେ ଅଦଳବଦଳ: କଳ୍ପତରୁ ବେହେରା ହେଲେ CMCର ଅତିରିକ୍ତ କମିଶନର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଏଏସ ଅଧିକାରୀ ସ୍ତରରେ ଆଜି ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ମିଳିଥିବା ସୂଚନା ଅନୁସାରେ, କଳ୍ପତରୁ ବେହେରାଙ୍କୁ ସିଏମସିର ଅତିରିକ୍ତ କମିଶନର ପଦକୁ ବଦଳି କରାଯାଇଛି ।…

ଶିକ୍ଷକଙ୍କୁ ନିର୍ଧୁମ ମାଡ଼ ମାରିଲେ ଶିକ୍ଷୟିତ୍ରୀ, ଦେଖନ୍ତୁ ମାଲକାନଗିରିର ଭାଇରାଲ ଭିଡିଓ

ମାଲକାନଗିରି(ଓଡ଼ିଶା ଭାସ୍କର): ଶିକ୍ଷକଙ୍କୁ ନିର୍ଧୁମ ମାଡ଼ ମାରିଲେ ଶିକ୍ଷୟିତ୍ରୀ । ସ୍କୁଲ ମାମଲା ନୁହେଁ, ବରଂ ବ୍ୟକ୍ତିଗତ କଥାବାର୍ତ୍ତାକୁ ନେଇ ମାଡ଼ ମରାଯାଇଥିବା ଜଣାପଡିଛି । ଦୁଇ ଶିକ୍ଷା ଅଧିକାରୀଙ୍କ ଉପସ୍ଥିତରେ…

ବଲାଙ୍ଗିରରେ ଡବଲ ମର୍ଡର: ଶାଶୁ-ବୋହୂଙ୍କ ଗଳାକାଟି ହତ୍ୟା

ବଲାଙ୍ଗିର(ଓଡ଼ିଶା ଭାସ୍କର): ବଲାଙ୍ଗିରରେ ଶାଶୁ-ବୋହୂଙ୍କୁ କଳାକାଟି ବୀଭତ୍ସ ହତ୍ୟା କରାଯାଇଥିବା ଘଟଣା ସାମ୍ନାକୁ ଆସିଛି । ଘର ଭିତରୁ ୨ ମହିଳାଙ୍କ ଗଳାକଟା ମୃତଦେହ ଠାବ ହୋଇଛି । ତୁଷୁରା ଥାନା ନୂଆପଡ଼ା ଗାଁରେ ଘର…