Browsing Category
Breaking News
ଏସିସିବି ଏକମୋ ଚିକିତ୍ସାଧିନ ରୋଗୀଙ୍କ ମଧ୍ୟରୁ ଆଖିବୁଜିଲେ ଆଉ ଜଣେ ରୋଗୀ, ମୃତ୍ୟୁସଂଖ୍ୟା ୩କୁ ବୃଦ୍ଧି
କଟକ (ଭାସ୍କର ନ୍ୟୁଜ୍): ବଡ ଡାକ୍ତରଖାନାରେ ୪ଜଣ ଏକମୋ ଚିକିତ୍ସାଧିନ ରୋଗୀଙ୍କ ମଧ୍ୟରୁ ଇତିମଧ୍ୟରେ ୩ଜଣଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି । ପ୍ରକାଶ ଥାଉକି କିଛି ଦିନ ତଳେ କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ…
ଖୁସି ଖବର: ଭାରତୀୟ ବୈଜ୍ଞାନିକଙ୍କୁ ମିଳିଲା ଡେଙ୍ଗୁ ଔଷଧ, ଜାଣନ୍ତୁ ମିଳିବ କେବେ
ନୂଆଦିଲ୍ଲୀ: ଡେଙ୍ଗୁ ରୋଗର ଚିକିତ୍ସା ପାଇଁ ବୈଜ୍ଞାନିକମାନେ ସଫଳତା ପାଇଛନ୍ତି । ଲକ୍ଷ୍ନୌ କେନ୍ଦ୍ରୀୟ ଔଷଧି ଅନୁସନ୍ଧାନ ସଂସ୍ଥାନ (ସିଏସଆଇଆର-ସିଡିଆରଆଇ)ର ବୈଜ୍ଞାନିକମାନେ ଡେଙ୍ଗୁର ଡ୍ରଗ ଖୋଜି ପାଇଥିବା କୁହାଯାଉଛି…
କନ୍ୟା ରାଶିରେ ଆଜି ସୂର୍ଯ୍ୟଙ୍କ ପ୍ରବେଶ, ଜାଣନ୍ତୁ ଅନ୍ୟ ରାଶିରେ କିପରି ରହିବ ପ୍ରଭାବ
ନୂଆଦିଲ୍ଲୀ: ଜ୍ୟୋତିଷ ଶାସ୍ତ୍ରରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଗ୍ରହ ସୂର୍ଯ୍ୟ ଆଜି ରାଶି ପରିବର୍ତ୍ତନ କରି କନ୍ୟା ରାଶିରେ ପ୍ରବେଶ କରିବେ । କନ୍ୟା ସୂର୍ଯ୍ୟଙ୍କ ମିତ୍ର ରାଶି ହୋଇଥିବାରୁ ଏହାର ପ୍ରଭାବ ଅନ୍ୟ ରାଶି…
ପୋଖରୀରେ ବୁଡ଼ି ବାପ-ପୁଅ ମୃତ
ଅନୁଗୁଳ(ଓଡ଼ିଶା ଭାସ୍କର): ପୋଖରୀରେ ବୁଡ଼ି ବାପା ଓ ପୁଅ ପ୍ରାଣ ହରାଇଛନ୍ତି । ପୁଅର ବୟସ ୪ ବର୍ଷ ହୋଇଥିବା ଜଣାପଡ଼ିଛି । ବଅଁରପାଳ କଇଁଛବାହାଳ ଗାଁ ରେ ଥିବା ଏକ ପୋଖରୀରେ ବୁଡ଼ିଯାଇଛନ୍ତି ଏହି ବାପା ଓ ପୁଅ । ଗାଧୋଇବାକୁ…
ମା-ବାପାଙ୍କୁ ହଇରାଣ କରିବା ପୁଅକୁ ପଡିଲା ମହଙ୍ଗା, କୋର୍ଟଙ୍କ ଆଦେଶ- ତୁରନ୍ତ ଫ୍ଲାଟ୍ ଖାଲି କର
ମୁମ୍ବାଇ: ଜଣେ ବ୍ୟକ୍ତି ଓ ତାଙ୍କ ପତ୍ନୀକୁ ବୃଦ୍ଧ ବାପା-ମାଆଙ୍କ ଘରକୁ ଏକ ମାସ ଭିତରେ ଖାଲି କରିବାକୁ ଆଦେଶ ଦେଇଛନ୍ତି ହାଇକୋର୍ଟ । ଏହି ବ୍ୟକ୍ତି ନିଜ ବାପାଙ୍କ ଗୋଟିଏ ବୋଲି ପୁଅ ହୋଇଥିବା ବେଳେ ସେମାନଙ୍କୁ ଖୁବ୍…
ମୁଖ୍ୟମନ୍ତ୍ରୀଙ୍କୁ ମହିଳାଙ୍କ ରୋକ୍ ଠୋକ୍: ଯେ ପର୍ଯ୍ୟନ୍ତ ଗାଁରେ ରାସ୍ତା ନାହିଁ, ସେ ପର୍ଯ୍ୟନ୍ତ ବାହା ହେବିନି
ବେଙ୍ଗାଲୁରୁ: କର୍ଣ୍ଣାଟକର ଜଣେ ମହିଳା, ମୁଖ୍ୟମନ୍ତ୍ରୀ ବସବରାଜ ବୋମ୍ମଇଙ୍କ ପାଖକୁ ନିଜ ଗାଁର ସଡ଼କ ସମ୍ପର୍କରେ ଏକ ଇମେଲ୍ ପଠାଇଛନ୍ତି । ସେଥିରେ ସେ ଯାହା ଲେଖିଛନ୍ତି ତାକୁ ନେଇ ଏବେ ଖୁବ୍ ଚର୍ଚ୍ଚା ହେଉଛି । ଏଥିରେ…
ଇମ୍ରାନ ସରକାରଙ୍କୁ ଶକ୍ତ ଚାପୁଡ଼ା: ସୁରକ୍ଷା ଦୃଷ୍ଟିରୁ ପାକିସ୍ତାନରେ ମ୍ୟାଚ୍ ଖେଳିପାରବେନି ବୋଲି କହିଲେ ନ୍ୟୁଜିଲାଣ୍ଡ କ୍ରିକେଟ୍ ଟିମ୍
ନୂଆଦିଲ୍ଲୀ: ପାକିସ୍ତାନକୁ ନ୍ୟୁଜିଲାଣ୍ଡର ଝଟକା । ଆଫଗାନିସ୍ତାନରେ ତାଲିବାନ ସରକାରଙ୍କୁ ସମର୍ଥନ କରୁଥିବା ପାକିସ୍ତାନକୁ ନ୍ୟୁଜିଲାଣ୍ଡ ଶକ୍ତ ଝଟକା ଦେଇଛି । ନ୍ୟୁଜିଲାଣ୍ଡ କ୍ରିକେଟ୍ ଟିମ୍ ନିଜର ସୁରକ୍ଷାକୁ…
ମୋଦୀଙ୍କ ଜନ୍ମଦିନରେ ରେକର୍ଡ କଲା ଟିକାକରଣ: ସନ୍ଧ୍ୟା ୪ଟା ସୁଦ୍ଧା ଟିକା ନେଲେ ୧.୮ କୋଟି ନାଗରିକ
ନୂଆଦିଲ୍ଲୀ: ଭାରତରେ ଟିକାକରଣ ଅଭିଯାନ ଜୋରଦାର ଜାରି ରହିଛି । ଟିକାକରଣରେ ଅନ୍ୟ ଦେଶକୁ ମାତ୍ ଦେଇଛି ଭାରତ । ଏଠାରେ ବିଳମ୍ବରେ ଟିକାକରଣ ପ୍ରକ୍ରିୟା ଆରମ୍ଭ ହେବାପରେ ସୁଦ୍ଧା ରେକର୍ଡ ସଂଖ୍ୟକ ଲୋକଙ୍କୁ ଟିକା…
ନଦୀରେ ବୁଡ଼ି ୨ ଭାଇ ମୃତ, ଗାଧୋଇବା ବେଳେ ଭାସିଗଲେ
ପିପିଲି(ଓଡ଼ିଶା ଭାସ୍କର): ଲୁଣା ନଦୀରେ ବୁଡ଼ି ୨ ନାବାଳକ ଭାଇ ପ୍ରାଣ ହରାଇଛନ୍ତି । କଣାସ ଧାନକେରା ପଞ୍ଚାୟତ ନାଗଣ ଗାଁରେ ଦୁଃଖଦ ଘଟଣା ଘଟିଥିବା ସୂଚନା ମିଳିଛି । ଦୁଇ ଭାଇ ମିଶି ଲୁଣା ନଦୀକୁ ଗାଧୋଇବାକୁ ଯାଇଥିବା…
ପେନସନ୍ ଚେକ୍ କରିବାକୁ ଯାଇଥିଲେ ବୃଦ୍ଧ, ଖାତାରେ ଦେଖିବା ବେଳକୁ ଅଛି ୫୨ କୋଟି!
ବିହାର: ବିହାରର ମୁଜଫରପୁରରୁ ପୁଣିଥରେ ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ମୋଟା ଅଙ୍କର ଟଙ୍କା ଆସିଥିବା ଜଣାପଡ଼ିଛି । ଅଚାନକ ଜଣେ ବୃଦ୍ଧ ବ୍ୟକ୍ତିଙ୍କ ଆକାଉଣ୍ଟକୁ ୫୨ କୋଟି ଟଙ୍କା ଟ୍ରାନ୍ସଫର୍ ହୋଇଥିବା ଜଣାପଡ଼ିଛି ।…