
Browsing Category
Breaking News
ରାତି ୮ଟାରେ ଆରମ୍ଭ ହେବ ଆଇପିଏଲ ଫାଇନାଲ ମ୍ୟାଚ, ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଅନୁଷ୍ଠିତ ହେବ ରଙ୍ଗାରଙ୍ଗ ଉଦଯାପନୀ ଉତ୍ସବ
ମୁମ୍ବାଇ: ଆସନ୍ତା ୨୯ ତାରିଖରେ ଅନୁଷ୍ଠିତ ହେବ ଚଳିତ ବର୍ଷ ଆଇପିଏଲର ଫାଇନାଲ ମ୍ୟାଚ । ଏହି ମ୍ୟାଚ ସଂଧ୍ୟା ୭.୩୦ରେ ଆରମ୍ଭ ହେବାର ଥିଲା । ମାତ୍ର ଆଇପିଏଲର ଉଦଯାପନୀ ଉତ୍ସବ କାର୍ଯ୍ୟକ୍ରମ ୪୦ ମିନିଟ ଧରି ଅନୁଷ୍ଠିତ…
୨୭ ମାସ ପରେ ଜେଲରୁ ବାହାରିଲେ ଆଜାମ ଖାନ୍, ଟ୍ୱିଟ୍ କରି ସ୍ୱାଗତ କଲେ ଆଖିଳେଶ
ଉତ୍ତରପ୍ରଦେଶ: ସମାଜବାଦୀ ପାର୍ଟି(ସାପା)ର ବରିଷ୍ଠ ନେତା ଆଜାମ ଖାନ୍ ୨୭ ମାସ ପରେ ଜେଲରୁ ବାହାରିଛନ୍ତି। ସେ ସୀତାପୁର ଜେଲରେ ବନ୍ଦିଥିଲେ। ଆଜାମ ଜେଲରୁ ବାହାରିବା ସମୟରେ ଶିବପାଲ ଯାଦବ, ଆଜାମ ଖାନଙ୍କର ଦୁଇ ପୁଅ…
ପୁଣି ବଢ଼ିଲା ଲାଲୁ ଯାଦବଙ୍କ ସମସ୍ୟା: ୧୫ଟି ଠିକଣାରେ CBI ରେଡ୍
ପାଟନା: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ରାଷ୍ଟ୍ରୀୟ ଜନତା ଦଳର ମୁଖ୍ୟ ଲାଲୁ ଯାଦବଙ୍କ ସମସ୍ୟା ପୁଣି ବଢ଼ିଯାଇଛି । ନିକଟରେ ଚାରା ଦୁର୍ନୀତି ମାମଲାରେ ଜାମିନ ମିଳିବା ପରେ ଜେଲରୁ ବାହାରିଥିବା ଲାଲୁଙ୍କ ବିରୋଧରେ…
୭୫ ବର୍ଷ ପରେ କରତାରପୁର ସାହିବରେ ଭାଇ-ଭଉଣୀ ହେଲା ଭେଟଘାଟ, ଭାରତ-ପାକିସ୍ତାନ ବିଭାଜନ ବେଳେ ହୋଇଥିଲେ ଅଲଗା
ନୂଆଦିଲ୍ଲୀ : ଭାରତ-ପାକିସ୍ତାନ ଭାଗ ହେବା ଆମ ସମସ୍ତଙ୍କ ପାଇଁ ଏକ ଶକ୍ତ ଆଘାତ ଥିଲା । ଆଜିବି ଏଭଳି ବହୁ ବ୍ୟକ୍ତି ଅଛନ୍ତି ଯେଉଁମାନଙ୍କ ମଧ୍ୟରୁ ପରିବାରର କିଛି ସଦସ୍ୟ ଭାରତରେ ତ ଆଉ କିଛ ସଦସ୍ୟ ପାକିସ୍ତାନରେ…
ଓଡ଼ିଆ ଚ୍ୟାନେଲ “ଷ୍ଟାର କିରଣ’ର ଶୁଭାରମ୍ଭ: ୬ ଜୁନ୍ରେ ପ୍ରିମିୟର, ପ୍ରଥମ ଥର ଏଚ୍ଡିରେ ମନୋରଞ୍ଜନର ମଜା ନେବେ ଦର୍ଶକ
ଭୁବନେଶ୍ୱର(ଭାସ୍କର ନ୍ୟୁଜ୍): ଭାରତର ପ୍ରମୁଖ ଟିଭି ନେଟୱର୍କ ଡିଜ୍ନୀ ଷ୍ଟାର ଗୁରୁବାର ଏକ ଉତ୍ସର୍ଗୀକୃତ ଓଡ଼ିଆ ସାଧାରଣ ମନୋରଞ୍ଜନ ଚ୍ୟାନେଲ "ଷ୍ଟାର ଡିଜ୍ନୀ'ର ଶୁଭାରମ୍ଭ କରିଛି, ଯାହାର ପ୍ରିମିୟର ୬ ଜୁନ୍ ୨୦୨୨…
ଚାକିରିରେ ପଦୋନ୍ନତି ପାଇବାର ସହଜ ଉପାୟ: ଏହି ରତ୍ନ ପିନ୍ଧିବା ଦ୍ୱାରା ବଦଳିଯିବ ଭାଗ୍ୟ
କିଛି ଲୋକ ନିଜର କଠିନ ପରିଶ୍ରମ ଓ ଚେଷ୍ଟା ପରେ ସେହି ସ୍ଥାନରେ ପହଞ୍ଚିପାରନ୍ତି ନାହିଁ, ଯେଉଁ ସ୍ଥାନର ସେ ହକଦାର୍ । ଏପରି ପରିସ୍ଥିତିରେ କୁହାଯାଏ କି, ବ୍ୟକ୍ତିଙ୍କ କଠିନ ପରିଶ୍ରମ ସହ ଭାଗ୍ୟ ଓ ଗ୍ରହ ତାଙ୍କ ସହ…
ବିଶ୍ୱରେ ଘୋର ଖାଦ୍ୟ ସଂକଟ: ଗ୍ରାସିଛି ଭୋକର କରାଳ ରାକ୍ଷସ, ଉତ୍କଟ ଜନକ ସ୍ଥିତିରେ କୁପୋଷଣ ଶିଶୁଙ୍କ ସଂଖ୍ୟା
ୱାଶିଂଟନ୍ : ବିଶ୍ୱରେ ଏବେ ଘୋର ଖାଦ୍ୟ ସଂକଟ । ଗ୍ରାସିଛି ଭୋକର କରାଳ ରାକ୍ଷସ । ଏହାକୁ ନେଇ ଜାତିସଂଘ ଗଭୀର ଚିନ୍ତାପ୍ରକଟ କରିଛି । ଜାତିସଂଘ ସେକ୍ରେଟାରୀ ଜେନେରାଲ ଏଣ୍ଟୋନିୟୋ ଗୁଟରେସ୍ ତାଙ୍କ ପ୍ରତିକ୍ରିୟାରେ…
କାହା ଭାଗ୍ୟରେ ଚଳିତ ବର୍ଷର ଆଇପିଏଲ ଟାଇଟଲ, ଜାଣନ୍ତୁ କ’ଣ କହୁଛନ୍ତି କ୍ରିକେଟ ପଣ୍ଡିତ…
ମୁମ୍ବାଇ: ଚଳିତ ବର୍ଷ କୌଣସି ଏକ ନୂଆ ଦଳ ଆଇପିଏଲ ଟାଇଟଲ ହାସଲ କରିବ ବୋଲି କ୍ରିକେଟ ପଣ୍ଡିତ ମାନେ ପୂର୍ବାନୁମାନ କରୁଛନ୍ତି । କାରଣ ପାଞ୍ଚଥର ଚାମ୍ପିଅନ ମୁମ୍ବାଇ ଇଣ୍ଡିଆନ୍ସ ଓ ଚାରି ଥର ଟାଇଟଲ ବିଜେତା ଚେନ୍ନାଇ…
ଦେହଜୀବୀଙ୍କୁ ଆଧାରକାର୍ଡ ପ୍ରମାଣପତ୍ର ଦେବାକୁ ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶ
ନୂଆଦିଲ୍ଲୀ : ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି୍ ଅଫ୍ ଇଣ୍ଡିଆ (ୟୁଆଇଡିଏଆଇ) ଦ୍ୱାରା ଜାରି ଏକ ପ୍ରେଫର୍ମା ପ୍ରମାଣପତ୍ରର ଆଧାରରେ ଦେହଜୀବୀଙ୍କୁ ଆଧାର କାର୍ଡ ଜାରି କରିବା ପାଇଁ ସୁପ୍ରିମ୍କୋର୍ଟ ଗୁରୁବାର…
ଯୋଡ଼ାରେ ଦୁର୍ଘଟଣା: ଟ୍ରେନ୍ ଧକ୍କାରେ ଚାଲିଗଲା ୩ ହାତୀଙ୍କ ଜୀବନ
ଯୋଡ଼ା(ଓଡ଼ିଶା ଭାସ୍କର): ମାଲବାହୀ ଟ୍ରେନ୍ ଧକ୍କାରେ ୩ ହାତୀଙ୍କ ମୃତ୍ୟୁ ହୋଇଛି । ମା’ ଓ ଛୁଆ ସମେତ ୩ ହାତୀଙ୍କ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି । ଏନେଇ କେନ୍ଦୁଝର ଡିଏଫଓ ସୂଚନା ଦେଇଛନ୍ତି । ଚିକିତ୍ସିତ…