Browsing Category

Breaking News

ଛାତ୍ରୀଙ୍କ ସହ ଅଧ୍ୟାପକଙ୍କ ଆପତ୍ତିଜନକ ଭିଡିଓ ଭାଇରାଲ, ଟ୍ୟୁସନ କରିବା ବାହାନାରେ କରୁଥିଲେ ଅସଦାଚରଣ

ବାଲେଶ୍ୱର(ଓଡିଶା ଭାସ୍କର): ଏବେ ଛାତ୍ରୀଙ୍କ ସହ ଅଧ୍ୟାପକଙ୍କ ଆପତ୍ତିଜନକ ଭିଡିଓ ମୋବାଇଲରୁ ମୋବାଇଲ ଭାଇରାଲ ହେବାରେ ଲାଗିଛି । ଆଉ ଏଥିରେ ଗିରଫ ହୋଇଛନ୍ତି ଜଣେ ଅଧ୍ୟାପକ ଏବଂ ଛାତ୍ରୀ । ଏଭଳି ଘଟଣା ଘଟିଛି ବାଲେଶ୍ୱର…

ସେପ୍ଟେମ୍ବରରେ ୧୨ ଦିନ ବନ୍ଦ ରହିବ ବ୍ୟାଙ୍କ, ଜାଣନ୍ତୁ କେଉଁ କେଉଁ ଦିନ

ନୂଆଦିଲ୍ଲୀ: ସେପ୍ଟେମ୍ବର ମାସରେ ୧୨ ଦିନ ବନ୍ଦ ରହିବ ବ୍ୟାଙ୍କ । ତେଣୁ ଏଥିରେ ଯେପରି କୌଣସି ଗ୍ରାହକ ସମସ୍ୟାର ସମ୍ମୁଖୀନ ନ ହୁଅନ୍ତି, ଏହାକୁ ଦୃଷ୍ଟିରେ ରଖ ବ୍ୟାଙ୍କ ପ୍ରତି ମାସରେ ଛୁଟି ତାଲିକା ପୂର୍ବରୁ ହିଁ ଘୋଷଣା…

ଆମେରିକା କାରାଗାରରେ ୬ ବର୍ଷ ଧରି ଥିବା ହାଇପ୍ରୋଫାଇଲ ଆତଙ୍କୀ ହେଲା ଆଫଗାନିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ: ତାଲିବାନ ଆଫଗାନିସ୍ତାନ କବ୍ଜା କରିବା ପରେ ନିଜର ସରକାର ଗଠନ କରିବା ପ୍ରକ୍ରିୟା ଆରମ୍ଭ କରିଛି । ଏହି ପରିପ୍ରେକ୍ଷୀରେ କିଛି ନେତାଙ୍କୁ ମଧ୍ୟବର୍ତ୍ତୀକାଳୀନ ମନ୍ତ୍ରୀଭାବେ ନିଯୁକ୍ତ କରିଛି। ସୂଚନାନୁସାରେ,…

ଭିଜିଲାନ୍ସ ପଞ୍ଝାରେ PEO, ୩ଟି ସ୍ଥାନରେ ଚଢ଼ାଉ

ବରଗଡ଼: ବରଗଡ଼ ବେହେରାପଲ୍ଲୀ PEOଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । PEO ଅନିଲ କୁମାର ପାଢ଼ୀଙ୍କ ଘରେ ଆଜି ଭିଜିଲାନ୍ସ ଚଢ଼ାଉ କରାଯାଇଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୩ଟି ସ୍ଥାନରେ ରେଡ୍ ଚାଲିଛି । ୩ଟି…

ଆସନ୍ତା ଶିକ୍ଷାବର୍ଷରୁ ଆରମ୍ଭ ହେବ ଶ୍ରୀମନ୍ଦିର ଗୁରୁକୁଳ, ମାଗଣାରେ ମିଳିବ ରଥଚକ

ଭୁବନେଶ୍ୱର, (ଓଡିଶା ଭାସ୍କର):ଆସନ୍ତା ଶିକ୍ଷାବର୍ଷଠାରୁ ଆରମ୍ଭ ହେବ ଶ୍ରୀମନ୍ଦିର ଗୁରୁକୁଳ । ଏଥିପାଇଁ ଗଠନ ହେବ ଶ୍ରୀମନ୍ଦିର ଆଦର୍ଶ ଗୁରୁକୁଳ ସୋସାଇଟି । ଏହି ଗୁରୁକୁଳ ସୋସାଇଟିର ଅଧ୍ୟକ୍ଷ ରହିବେ ଗଜପତି ମହାରାଜା ।…

ଶସ୍ତା ହୋଇଗଲା ସୁନା-ରୂପା, ରେଟ୍ ଜାଣିବାକୁ ଏହି ନମ୍ବରକୁ କରନ୍ତୁ କଲ୍

ନୂଆଦିଲ୍ଲୀ: ସୁନା-ରୂପା ଦାମରେ ଲାଗାତାର ରେଟ୍ ହ୍ରାସ ପାଇବାରେ ଲାଗିଛି । ଆଜି ସୁନା ରେଟରେ ଜବରଦସ୍ତ ହ୍ରାସ ପାଇଥିବା ଦେଖିବାକୁ ମିଳିଛି । ଇଣ୍ଡିଆନ୍ ବୁଲିୟନ୍ ଆଣ୍ଡ ଜୁଏଲର୍ସ ଆସୋସିଏସନ୍ ଅନୁସାରେ, ୯୯୯ ଶୁଦ୍ଧତା…

ଶ୍ରୀମନ୍ଦିର ସେବାୟତଙ୍କୁ ମିଳିବ ଘର, ପରିବାର ପିଛା ଦିଆଯିବ ୨ ଲକ୍ଷ ଟଙ୍କା

ପୁରୀ: ଶ୍ରୀମନ୍ଦିର ସେବାୟତଙ୍କ ପରିବାରକୁ ମିଳିବ ଘର । ଏନେଇ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ନିଷ୍ପତି ନିଆଯାଇଛି । ଏହସି ପରିପ୍ରେକ୍ଷୀରେ ପ୍ରଥମ ପର୍ଯ୍ୟାୟରେ ୪ ଶହ ସେବାୟତଙ୍କ ପରିବାରକୁ ଘର ମିଳିବ । ୮ ଏକର…

ଓସାମା ବିନ୍ ଲାଡେନ୍ ୯/୧୧ ଆକ୍ରମଣରେ ସମ୍ପୃକ୍ତ ଥିବାର କୌଣସି ପ୍ରମାଣ ନାହିଁ, ଆମେରିକା ମିଛ କହିଥିଲା: ତାଲିବାନ

କାବୁଲ: ତାଲିବାନର ଜାବିହୁଲ୍ଲା ମୁଜାହିଦ୍ କହିଛନ୍ତି ଯେ ୯/୧୧ ଆକ୍ରମଣରେ ଓସାମା ବିନ୍ ଲାଦେନ ସମ୍ପୃକ୍ତ ଥିବା କୌଣସି ପ୍ରମାଣ ନାହିଁ। ସେ ଆହୁରି ମଧ୍ୟ କହିଛନ୍ତି ଯେ ୨୦ ବର୍ଷ ଯୁଦ୍ଧ ପରେ ମଧ୍ୟ କୌଣସି ପ୍ରମାଣ…

ବାହାଘରର ୩ ମାସ ପରେ ଛୁଆକୁ ଜନ୍ମଦେଲା ମହିଳା: କୋର୍ଟରେ ପହଞ୍ଚିଗଲା ସ୍ୱାମୀ, ଏପରି ଥିଲା କାହାଣୀ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ଭାଜିଆବାଦରେ ଜଣେ ମହିଳା ବାହାଘରର ମାତ୍ର କିଛି ମାସ ପରେ ମା ହୋଇଛନ୍ତି । ଆରମ୍ଭରୁ ପତ୍ନୀଙ୍କ ପେଟରେ କିଛି ପରିବର୍ତ୍ତନ ଦେଖି ସ୍ୱାମୀ ପ୍ରଶ୍ନ କରିଥିଲେ, କିନ୍ତୁ ଗ୍ୟାସରେ ପେଟ ଫୁଲିଯାଇଛି…

୨୦୨୨ରେ ଏକାସଙ୍ଗେ ହେବ ବାଘ ଓ ହାତୀ ଗଣନା

ନୂଆଦିଲ୍ଲୀ: ୨୦୨୨ରେ ଏକା ସାଙ୍ଗରେ ବାଘ ଓ ହାତୀ ଗଣନା କରାଯିବ । କେନ୍ଦ୍ର ସରକାରଙ୍କ ନୂଆ ପ୍ରସ୍ତାବ ଅନୁସାରେ ଗଣନା କରାଯିବ । ସୁଚନା ଯେ, ୨୦୧୭ ରେ ରାଜ୍ୟରେ ୧୯୭୬ ହାତୀ ରହିଥିଲେ । ସେହିପରି ବର୍ଷକୁ ୧୫ରୁ ୨୦ଟି…