Browsing Category
Breaking News
LICର ଏହି ପଲିସିରେ ପ୍ରତିମାସରେ ମିଳିବ ୧୨ ହଜାର ପେନସନ, କେବଳ ଥରେ ଜମା କରାଇବାକୁ ପଡ଼ିବ ଟଙ୍କା
ନୂଆଦିଲ୍ଲୀ: ସମସ୍ତଙ୍କୁ ଅବସର ପରେ ପ୍ରତିମାସରେ ପେନସନର ଆବଶ୍ୟକ ହୋଇଥାଏ । ଏଥିପାଇଁ ଠିକ୍ ସମୟରେ ପ୍ଲାନିଂ ଏବଂ ଠିକ୍ ଜାଗାରେ ନିବେଶ କରିବା ଦରକାର ହୋଇଥାଏ । ଦେଶର ସବୁଠୁ ବଡ଼ ବୀମା କମ୍ପାନୀ ଏଲଆଇସି ସବୁ ବର୍ଗର…
ବାବରଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଦେବେ ଯୋଗୀ ସରକାର, ବିଜେପିକୁ ଭୋଟ୍ ଦେବାରୁ ପିଟି ପିଟି ହତ୍ୟା କରାଯାଇଥିଲା
ଲକ୍ଷ୍ନୌ ୨୮।୦୩: କୁଶୀନଗରରେ ପିଟି ପିଟି ହତ୍ୟା କରାଯାଇଥିବା ବାବର ଅଲ୍ଲୀଙ୍କ ପରିବାରକୁ ଯୋଗୀ ସରକାର ଦେବେ ୨ ଲକ୍ଷ ଟଙ୍କା। ବିଜେପି ପକ୍ଷରେ ଭୋଟ୍ ଦେବା ଏବଂ ସରକାର ଗଠନ ପରେ ମିଠା ବଣ୍ଟାକୁ ନେଇ ବିବାଦ ପରେ…
ରାଜଧାନୀରେ ନକଲି କୋଲ୍ଡ ଡ୍ରିଙ୍କ୍ସ କାରଖାନାରେ ପୋଲିସର ଚଢ଼ଉ
ଭୁବନେଶ୍ୱର: ରାଜଧାନୀରେ ଅନେକ ସମୟରେ ନକଲି ଖାଦ୍ୟ ସାମଗ୍ରୀ ଜବତ ହେଉଥିବା ବେଳେ ଏବେ ପୁଣିଥରେ ମଞ୍ଚେଶ୍ୱର ଶିଳ୍ପାଞ୍ଚାଳରେ ନକଲି ମୃଦୁ ପାନୀୟ କାରଖାନା ଠାବ ହୋଇଛି । ତେବେ ପୋଲିସ୍ ପହଞ୍ଚିବା ପରେ କାରଖାନାରେ ତାଲା…
ଶର୍ମିଷ୍ଠାଙ୍କୁ ମିଳିଲାନି ଜାମିନ: ଗିରଫ ପରେ ୫ ଦିନିଆ ରିମାଣ୍ଡରେ ଯିବେ ‘ସଂପୂର୍ଣ୍ଣ’ ମାଲିକାଣୀ
କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ୱେବ ପୋର୍ଟାଲ ‘ସଂପୂର୍ଣ୍ଣ’ ମାଲିକାଣୀ ଶର୍ମିଷ୍ଠା ରାଉତଙ୍କୁ ରିମାଣ୍ଡରେ ନେଲା ଚାନ୍ଦବାଲି ପୋଲିସ୍ । ଶର୍ମିଷ୍ଠାକୁ ସୋମବାର ଭଦ୍ରକ ଜିଲ୍ଲା…
(Video) ଟଙ୍କାଏ ଲେଖାଏଁ ସଞ୍ଚି କିଣିଲେ ୨ ଲକ୍ଷର ଡ୍ରିମ୍ ବାଇକ୍: ଗଣିବାକୁ ନୟାନ୍ତ ହେଲେ ଶୋ ରୁମ୍ କର୍ମଚାରୀ
ସାଧାରଣରେ ନିଜ ସ୍ୱପ୍ନକୁ ପୂରା କରିବା ପାଇଁ ମଣିଷ କ’ଣ ନକରିପାରେ । ଆହୁରି ପୁଣି ଏମିତି କିଛି ବ୍ୟକ୍ତି ଅଛନ୍ତି, ଯେଉଁମାନେ ଏମିତି କାର୍ଯ୍ୟସବୁ କରିଯାଆନ୍ତି ଯାହା କି କେହି କେବେ ଚିନ୍ତା ବି କରିନଥିବେ । ଏଭଳି ଜଣେ…
ଛତିଶଗଡ଼ ଜାମଗାଓଁରେ ମାଲବାହୀ ଟ୍ରେନ ମୁହାଁମୁହିଁ, ଓଲଟିପଡ଼ିଲା ୧୮ଟି ବଗି, ହାୱଡ଼ା-ମୁମ୍ବାଇ ରୁଟରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ
ଛତିଶଗଡର ରାଇଗର ଜିଲ୍ଲାର ଜାମଗାଓଁ ରେଳ ଷ୍ଟେସନରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଦୁଇଟି ମାଲବାହୀ ଟ୍ରେନ ପରସ୍ପର ମଧ୍ୟରେ ଜୋରଦାର ଧକ୍କା ହେବା ଫଳରେ ୧୮ ଟି କୋଚ୍ ରେଳଧାରଣାରୁ ବାହାରକୁ ଓଲଟି ପଡ଼ିଥିଲା । ସେପଟେ…
ପାକ୍ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଆଗତ ହେଲା ଅନାସ୍ଥା ପ୍ରସ୍ତାବ: ୩୧ ମାର୍ଚ୍ଚରେ ହେବ ନିଷ୍ପତ୍ତି
ପାକିସ୍ତାନ ସଂସଦରେ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ହୋଇଛି । ଏହା ସହ ବାଚସ୍ପତି କାର୍ଯ୍ୟନୁଷ୍ଠାନ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ଘୁଞ୍ଚାଇଛନ୍ତି । ବାତ୍ତି କହିଛନ୍ତି ଯେ ୩୧ ମାର୍ଚ୍ଚ…
ଭଦୋଦରାରୁ ମୁମ୍ବାଇ ବିମାନରେ ଯାତ୍ରା କଲା ୭ ବର୍ଷର ଝିଅ, ଇଣ୍ଡିଗୋକୁ ଧନ୍ୟବାଦ ଦେଲେ ମା’
ବର୍ତ୍ତମାନ ଦୁନିଆରେ ଯେଉଁଭଳି ମାହୋଲ ହୋଇଛି । ଏମିତିରେ ଲୋକମାନେ ନିଜ ପିଲାମାନଙ୍କୁ ଏକୁଟିଆ ବାହାରକୁ ଛାଡ଼ିବାକୁ ପଠାଇବାରେ ଡରିଥାନ୍ତି । ଏମିତିକି ପିଲାଙ୍କୁ ଖେଳିବା ପାଇଁ ମଧ୍ୟ କେହି ପରିବାରବର୍ଗଙ୍କ ଉପସ୍ଥିତିରେ…
ପଞ୍ଜାବର ୧୪ ପୋଲିସଙ୍କୁ ମିଳିଲା ପୁରସ୍କାର: ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତବେଳେ ଦେଇଥିଲେ ସୁରକ୍ଷା
ମୋଦୀଙ୍କ ପଞ୍ଜାବ ଗସ୍ତ ବେଳେ ସୁରକ୍ଷା ଦେଇଥିବା ୧୪ ପୋଲିସଙ୍କୁ ମିଳିଛି ପୁରସ୍କାର । ପଞ୍ଜାବରେ ନିର୍ବାଚନ ପୂର୍ବରୁ ଗତ ଜାନୁଆରୀ ମାସରେ ପ୍ରଧାନମନ୍ତ୍ରୀ ମୋଦୀ ପଞ୍ଜାବ ଫିରୋଜପୁର ଗସ୍ତ କରିଥିଲେ । ହେଲେ ତାଙ୍କ ଗସ୍ତ…
କର୍ମଚାରୀଙ୍କୁ ମିଳିବ ସପ୍ତମ ବେତନ କମିଶନର ଶେଷ ୨୦% ବକେୟା: ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
ସପ୍ତମ ବେତନ କମିଶନର ଆଉ ୨୦ ପ୍ରତିଶତ ବକେୟା ଅର୍ଥ ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ନେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ସୋମବାର ଏ ସଂକ୍ରାନ୍ତରେ ସରକାରୀ ଘୋଷଣା…