Browsing Category
Breaking News
ପତାକା ଉଡ଼ାଇବା ବେଳେ ଆପଣ କରୁନାହାନ୍ତି ତ ଏହାର ଅପମାନ, ଜାଣନ୍ତୁ କଣ ରହିଛି ନିୟମ
ନୂଆଦିଲ୍ଲୀ: ଆଜି ସାରା ଦେଶ ପାଳୁଛି ୭୫ ତମ ସ୍ୱାଧାନତା ଦିବସ । ତେଣୁ ସୁରକ୍ଷା ବ୍ୟବସ୍ଥା ସହିତ ବିଭିନ୍ନ କ୍ଷେତ୍ରରେ ପ୍ରସ୍ତୁତି ଜୋରଦାର ହୋଇଛି । ଦେଶର ଲାଲକିଲ୍ଲାରେ ତିରଙ୍ଗା ପତାକା ଉଡିବା ଅନ୍ୟାନ୍ୟ ସରକାରୀ…
ଦେଶବାସୀଙ୍କୁ ରାଷ୍ଟ୍ରପତିଙ୍କ ସମ୍ବୋଧନ
ନୂଆଦିଲ୍ଲୀ: ଦେଶବାସୀଙ୍କୁ ରାଷ୍ଟପତି ରାମନାଥ କୋବିନ୍ଦଙ୍କ ସମ୍ବୋଧନ । ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ରାଷ୍ଟ୍ରପତିଙ୍କ ସମ୍ବୋଧନ । ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି କୋବିନ୍ଦ ।
ଏହି…
ସ୍ତ୍ରୀ ଓ ଶ୍ୱଶୁର ପାଇଁ ଜୀବନର ଚରମ ନିଷ୍ପତି ନେଲେ ଜ୍ୱାଇଁ, ଆତ୍ମହତ୍ୟା ପୂର୍ବରୁ ଭିଡିଓ କଲେ ଜାରି
ରାଉରକେଲା(ଓଡ଼ିଶା ଭାସ୍କର): ପ୍ରଥମେ ଭିଡିଓ, ପରେ ସୋସିଆଲ ମିଡିଆରେ ଅପଲୋଡ ଆଉ ତାପରେ ଆତ୍ମହତ୍ୟା । ଆତ୍ମହତ୍ୟା ପୂର୍ବରୁ ଏଭଳି ଭିଡିଓ କରି କହିଛନ୍ତି ଆତ୍ମହତ୍ୟା କରିବାର କାରଣ । ବେଡ୍ ଉପରେ ଶୋଇ ରହି ମନେ ମନେ…
ଓଡ଼ିଶାର ଦୁଇ ଯବାନଙ୍କୁ ଶୌର୍ଯ୍ୟ ଚକ୍ର ସମ୍ମାନ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶାର ଦୁଇ ଯବାନଙ୍କୁ ମରଣୋତ୍ତର ଶୌର୍ଯ୍ୟ ଚକ୍ର ସମ୍ମାନ ଦ୍ୱାରା ସମ୍ମାନିତ କରାଯିବ । ସହୀଦ୍ ୨ ଏସଓଜି ଯବାନଙ୍କୁ ଏହି ସମ୍ମାନ ଦିଆଯିବ । କମାଣ୍ଡୋ ସୁଧୀର ଟୁଡୁ ଓ ଦେବାଶିଷ ସେଠୀଙ୍କୁ…
ଦାଦାଙ୍କର ମୃତ ଦେହକୁ ଫ୍ରିଜରେ ଲୁଚାଇ ରଖିଥିଲା ନାତି, ୬ ଦିନ ପରେ ପୋଲିସ୍ ହାତରେ ଧରାପଡ଼ିଲା ଏପରି
ତେଲେଙ୍ଗାନା: ଦାଦାଙ୍କର ମୃତ ଦେହକୁ ଫ୍ରିଜରେ ଲୁଚାଇ ରଖିଥିଲା ନାତି । ମୃତ ଦେହକୁ ଫ୍ରିଜ୍ ରେ ରଖି ବିନା କୌଣସି ଚିନ୍ତାରେ ଥିଲା ନାତି । ହେଲେ ଚୋର ଘର ସବୁବେଳେ ଅନ୍ଧାର ନଥାଏ । ଏବେ ସେ ପୋଲିସ୍ ହାତରେ ଧରାପଡ଼ିଛି ।…
୧୬ରୁ ସ୍ୱର୍ଗଦ୍ୱାରରେ ଶବସତ୍କାର
ପୁରୀ: ୧୬ରୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ସ୍ୱର୍ଗଦ୍ୱାର । ପୁରୀବାହାର ଜିଲ୍ଲାର ଲୋକଙ୍କୁ ଶବଦାହ କରିବାକୁ ଅନୁମତି । କୋଭିଡ୍ କଟକଣା ମଧ୍ୟରେ ୧୦ ଜଣ ଉପସ୍ଥିତ ରହିପାରିବେ । ମୃତକଙ୍କ କୋଭିଡ୍ ନେଗେଟିଭ ରିପୋର୍ଟ…
ଟିକା ନେବା ପାଇଁ ୨୦ ବର୍ଷ ପରେ ସର୍ବିଆ ଗୁମ୍ଫାରୁ ବାହାରିଲେ ଏହି ବ୍ୟକ୍ତି, ଟିକାକରଣ ପରେ କହିଲେ ଏପରି
ନୂଆଦିଲ୍ଲୀ: ଗୋଟେ ପଟେ ଯେଉଁଠି କରୋନା ମହାମାରୀ ପାଇଁ ପୃଥିବୀର ଲୋକମାନେ ଟିକା ଉପରେ ଭରସା କରୁଛନ୍ତି । ଅନ୍ୟପଟେ ଟିକା ନେବାକୁ କିଛି ଲୋକ ପଛଘୁଞ୍ଚା ଦେଉଛନ୍ତି । ହେଲେ ଟିକା ନେବାପାଇଁ ସର୍ବିୟାର ପାହାଡ଼କୁ ନିଜ ଘର…
ଅଗଷ୍ଟ ୧୫: ମଲ୍ଟି ଲେୟର୍ ସିକ୍ୟୁରିଟି ଭିତରେ ରାଜଧାନୀ ଦିଲ୍ଲୀ, ଲାଲକିଲ୍ଲାରେ ସାମନାରେ ତିଆରି ହେଲା ଅତୁଟ କାନ୍ଥ
ନୂଆଦିଲ୍ଲୀ: ୭୫ତମ ସ୍ୱାଧୀନତା ଦିବସ ପାଇଁ ରାଜଧାନୀ ଦିଲ୍ଳୀରେ ସୁରକ୍ଷା ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଗୁଇନ୍ଦା ବିଭାଗର କହିବାନୁଯାୟୀ, ଲାଲକିଲ୍ଲାରେ ଆତଙ୍କବାଦୀଙ୍କ ହମଲା ହୋଇପାରେ । ତେଣୁ ଦିଲ୍ଲୀ…
ସରକାରଙ୍କ ନୂଆ Scrappage Policy ବିଷୟରେ ଜାଣନ୍ତି କି, ଏମିତି ଗାଡ଼ି କିଣିଲେ ଏକ ଲକ୍ଷ ଟଙ୍କା ଶସ୍ତା ହେବ କାର୍
ନୂଆଦିଲ୍ଲୀ: କେନ୍ଦ୍ର ସରକାର ଏବେ ନୂଆ ଯାନ ସ୍କ୍ରାପେଜ ପଲିସି ଲଞ୍ଚ କରିଛନ୍ତି । ଏହି ପଲିସି ମାଧ୍ୟମରେ ଆପଣ ନୂଆ ଯାନ କିଣିବା ଓ ପୁରୁଣା ଯାନ ବ୍ରିକି ଉପରେ ବହୁତ କିଛି ପରିବର୍ତ୍ତନ ହେବ । ଏହା ଦ୍ୱାରା ବଜାରରେ…
ଅଫଗାନ୍ ମହିଳାଙ୍କୁ ଆତଙ୍କବାଦୀଙ୍କ ସହ ବିବାହ କରିବାକୁ ବାଧ୍ୟ କରୁଛି ତାଲିବାନ୍
ନୂଆଦିଲ୍ଲୀ: ଆଫଗାନିସ୍ତାନର ଅଧିକାଂଶ ସହରରେ ତାଲିବାନୀ ମାନେ କବଜା କରିଥିବା ବେଳେ ଏବେ ଲୋକମାନଙ୍କ ଉପରେ ସେମାନଙ୍କ ଘୃଣ୍ୟ ଅତ୍ୟାଚାର ଆରମ୍ଭ କରିଦେଇଛନ୍ତି । ଅଫଗାନ୍ ମହିଳା ମାନଙ୍କୁ ଆତଙ୍କବାଦୀଙ୍କ ସହ ବିବାହ…