fbpx
Browsing Category

Breaking News

ଲକଡାଉନ ଦୁଃଖ: ପତ୍ନୀ ଓ ପୁଅକୁ ହତ୍ୟା କରିବା ପରେ ବେରୋଜଗାର ବ୍ୟକ୍ତିର ଆତ୍ମହତ୍ୟା

ପୁଣେ,୧୦ ।୫: ସାରା ଦେଶରେ କରୋନା କହର ବଢିବାରେ ଲାଗିଛି । ଏହାର ମୁକାବିଲା ପାଇଁ ଲକଡାଉନ୍‌, ସଟଡାଉନ୍ ଭଳି ପଦକ୍ଷେପ ନେଉଛନ୍ତି ସରକାର । ଯାହାର ସିଧାସଳଖ ପ୍ରଭାବ ଗରୀବ ଲୋକଙ୍କ ଉପରେ ପଡୁଥିବା ଦେଖିବାକୁ ମିଳିଛୁ ।…

ଓଡିଶାରେ ଟିକା ପାଇଁ ଗ୍ଲୋବାଲ ଟେଣ୍ଡର, କ୍ୟାବିନେଟର ନିଷ୍ପତ୍ତି

ଭୁବନେଶ୍ୱର,୧୦ ।୫(ଓଡିଶା ଭାସ୍କର): ରାଜ୍ୟରେ କରୋନା ମହାମାରୀ ବଢିଚାଲିଥିବା ବେଳେ ଟିକାକରଣକୁ ଗୁରୁତ୍ୱ ଦିଆଯାଉଛି । ଏହାରି ମଧ୍ୟରେ ରାଜ୍ୟରେ ଟିକା ସଂଗ୍ରହ ପାଇଁ ଗ୍ଲୋବାଲ ଟେଣ୍ଡର ଡକାଯିବ । ଗ୍ଲୋବାଲ ଟେଣ୍ଡର ଜାରି…

ଟିକା ପାଇଁ ଭୁବନେଶ୍ୱରରେ ଖୋଲିଲା ଆଉ ତିନିଟି ସେଣ୍ଟର୍

ଭୁବନେଶ୍ୱର, ୧୦/୫(ଓଡିଶା ଭାସ୍କର) : ରାଜଧାନୀ ଭୁବନେଶ୍ୱରରେ ଟିକାକରଣକୁ ତ୍ୱରାନ୍ୱିତ କରିବା ପାଇଁ ଏବେ ବିଭିନ୍ନ ସ୍ଥାନକୁ ଟିକାକରଣ କେନ୍ଦ୍ରରେ ପରିଣତ କରାଯାଉଛି । ନିକଟରେ ଏସପ୍ଲାନେଡ୍ ମଲର ପାର୍କିଂ ଏରିୟାକୁ…

ଜାମ୍ମୁ-କାଶ୍ମୀରର ଉପ-ରାଜ୍ୟପାଳ ଅଫିସିଆଲ୍ ଟୁଇଟର୍ ଆକାଉଣ୍ଟ ସସପେଣ୍ଡ

ନୂଆଦିଲ୍ଲୀ, ୧୦/୫(ଓଡିଶା ଭାସ୍କର): ସୋମବାର ଜାମ୍ମୁ-କାଶ୍ମୀରର ଉପ-ରାଜ୍ୟପାଳ ମନୋଜ ସିହ୍ନାଙ୍କ ଅଫିସିଆଲ୍ ଟୁଇଟର୍ ଆକାଉଣ୍ଟକୁ ଟୁଇଟର୍ ପକ୍ଷରୁ ସସପେଣ୍ଡ କରି ଦିଆଯାଇଛି । ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ…

କରୋନାରେ ଆଉ ଜଣେ ସାମ୍ବାଦିକଙ୍କ ମୃତ୍ୟୁ!

ବୌଦ୍ଧ,୧୦ ।୫(ଓଡିଶା ଭାସ୍କର): ରାଜ୍ୟରେ କରୋନା ମହାମାରୀ ହୁ ହୁ ହୋଇ ବଢିଚାଲିଛି । ନେତା ମନ୍ତ୍ରୀ, ସେଲିବ୍ରିଟଙ୍କ ଠାରୁ ଆରମ୍ଭ କରି ଅନେକ ସାମ୍ବାଦିକମାନେ ମଧ୍ୟ ଏହାର ଶିକାର ହେଉଛନ୍ତି । ଏହାରି ମଧ୍ୟରେ ବୌଦ୍ଧ…

ଫିଲ୍ମ ‘ରାଧେ’ର ୨୧ଟି ସିନ୍ କଟ୍ କଲେ ସଲମାନ୍

ମୁମ୍ବାଇ, ୧୦/୫(ଓଡିଶା ଭାସ୍କର): ଆସନ୍ତା ୧୩ ତାରିଖରେ ରିଲିଜ ହେବାକୁ ପ୍ରସ୍ତୁତ ହୋଇଯାଇଛି ଭାଇଜାନ୍ ସଲମାନ ଖାନଙ୍କ ଫିଲ୍ମ ‘ରାଧେ’ । କୋଭିଡ୍ ପାଇଁ ହଲ୍ ରେ ଫିଲ୍ମକୁ ଦେଖିହୋଇ ପାରିବନି ତେଣୁ ଏହାକୁ ଓଟିଟି…

ଖୁସି ଖବର : ଓଡ଼ିଶାରେ ଆଜି ୯୭୦୬ ସଂକ୍ରମିତ ହେଲେ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର,୧୦।୫ (ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବଢୁଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୯୭୦୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା…

ଅଭିନେତ୍ରୀ ମୁନମୁନ୍ ଦତ୍ତାଙ୍କୁ ଗିରଫ କରିବା ପାଇଁ ଉଠିଲା ଦାବି, ଦଳିତଙ୍କ ପାଇଁ ବ୍ୟବହାର କରିଥିଲେ ଏପରି ଶବ୍ଦ

ନୂଆଦିଲ୍ଲୀ, ୧୦/୫(ଓଡିଶା ଭାସ୍କର) : ଟିଭିର ସବୁଠାରୁ ଲୋକପ୍ରିୟ କମେଡି ସୋ 'ତାରକ୍ ମେହେତା କା ଉଲଟା ଚଷମା' ଫେମ୍ ଅଭିନେତ୍ରୀ ମୁନମୁନ୍ ଦତ୍ତା ସୋସିଆଲ ମିଡିଆରେ ବହୁତ୍ ଆକ୍ଟିଭ୍ ରୁହନ୍ତି । ସେ ଖୁବ୍ ଶୀଘ୍ର…

୨୩ ଜୁନରେ ହେବନାହିଁ କଂଗ୍ରେସ ଅଧ୍ୟକ୍ଷ ପଦବୀ ନିର୍ବାଚନ

ନୂଆଦିଲ୍ଳୀ, ୧୦/୫(ଓଡିଶା ଭାସ୍କର) : ଆସନ୍ତା ଜୁନ ୨୩ରେ କଂଗ୍ରେସ ଅଧ୍ୟକ୍ଷ ପଦବୀ ପାଇଁ ନିର୍ବାଚନ ହେବ ବୋଲି ନିଷ୍ପତି ନିଆଯାଇଥିଲା । ହେଲେ କରୋନା ମହାମାରୀର ପ୍ରକୋପକୁ ଦୃଷ୍ଟିରେ ରଖି ଏହାକୁ ବନ୍ଦ କରିବାକୁ ଘୋଷଣା…

ଅପରେସନ୍ ସମୁଦ୍ର ସେତୁ: ବିଦେଶରୁ ଅକ୍ସିଜେନ୍ ଏବଂ ଚିକିତ୍ସାଗତ ସାମଗ୍ରୀ ଆଣିବା ପାଇଁ ନିୟୋଜିତ ହୋଇଛି ୯ଟି ଯୁଦ୍ଧପୋତ

ନୂଆଦିଲ୍ଲୀ, ୧୦/୫(ଓଡିଶା ଭାସ୍କର) : ଦେଶରେ ଅକ୍ସିଜେନ୍ ଅଭାବରେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି । ଏହି ସମୟରେ ଭାରତୀୟ ନୌସେନା ଦେଶକୁ ଅକ୍ସିଜେନ୍ ଆଣିବାର ବ୍ୟବସ୍ଥାରେ ଲାଗି ପଡିଛି । ଏହି ପରିପ୍ରେକ୍ଷୀରେ…