
Browsing Category
Breaking News
ରାଶିଫଳ(ସୋମବାର,୨୧ ମାର୍ଚ୍ଚ,୨୦୨୨)
ମେଷ - ଆଜି କାର୍ଯ୍ୟ ସାମାନ୍ୟ ବିଳମ୍ବିତ ସମୟରେ ସମ୍ପନ୍ନ ହେବ। ପ୍ରତ୍ୟେକ ଦୃଷ୍ଟିକୋଣରୁ ଦିନଟି ବହୁତ ଭଲ ଏବଂ ଆଶାଜନକ ସୁଫଳ ନିଶ୍ଚିତ ପାଇବେ। ଶିଳ୍ପ, ବ୍ୟବସାୟ, ନିର୍ମାଣ ଓ ପରିବହନ କ୍ଷେତ୍ରରେ ତରବରିଆ ପଦକ୍ଷେପ…
ପାର୍କ ବାହାରେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ କଲେ ଦୁର୍ବୃତ୍ତ, ସ୍ଥାନୀୟଲେକା ରୋକିବାରୁ ତାଙ୍କୁ ବି ପିଟିଲେ…
ଭୁବନେଶ୍ୱର(ଭାସ୍କର ନ୍ୟୁଜ୍): ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ବୁଦ୍ଧ ଜୟନ୍ତୀ ପାର୍କ ବାହାରେ ଜଣେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଥିବା ଜଣାପଡିଛି । ଦିବ୍ୟ ରଞ୍ଜନ ବେହେରାଙ୍କୁ ଅଚାନକ କିଛି ଯୁବକ ହଠାତ୍ ଆସି…
ଟିଟିଲାଗଡ଼ ଏବେ ତତଳାଗଡ଼, ୪୧ଂ ଟପିଲା ତାପମାତ୍ରା: ୨୪ରୁ ଆହୁରି ତତେଇବ ଗ୍ରୀଷ୍ମ ପ୍ରକୋପ, ୨ରୁ ୩ ଡିଗ୍ରୀ ବଢ଼ିବ ତାପମାତ୍ରା
ଭୁବନେଶ୍ୱର(ଭାସ୍କର ନ୍ୟୁଜ୍): ତତଲା କଡେଇରେ ଓଡିଶା। ଆକାଶରୁ ନିଆଁ ବର୍ଷା ଯୋଗୁ ଜନଜୀବନ ଅସ୍ଥବ୍ୟସ୍ଥ ହୋଇପଡିଛନ୍ତି। ରାଜ୍ୟରେ ଗ୍ରୀଷ୍ମ ପ୍ରକେପ ଏତେ ରହିଛି ଦିନ ୧୧ଟା ବେଳକୁ ରାସ୍ତାଘାଟ ଖାଲି ପଡୁଛି। ଗତ ୨…
ବୁଟିଗୁଡ଼ା ଉଚ୍ଚ ବିଦ୍ୟାଳୟରେ ପାଳିତ ହୋଇଛି ବିଶ୍ଵ ଘରଚଟିଆ ଦିବସ
ମାଲକାନାଗିରି: ଜିଲ୍ଲା ସଦରମହକୁମା ବୁଟିଗୁଡ଼ା ଉଚ୍ଚ ବିଦ୍ୟାଳୟରେ ଆଜି ବିଶ୍ଵ ଘରଚଟିଆ ଦିବସ ପାଳିତ ହୋଇଯାଇଛି । କୁ. ଦୀପାରାଣୀ ନାୟକଙ୍କ ପୌରହିତ ରେ ତଥା ଟିମ୍ ସଂଗଠନର ସହଯୋଗରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ…
ନିଜ ଆସନ ଟଳମଳ ସମୟରେ ମୋଦୀ ସରକାରଙ୍କୁ ପ୍ରଶଂସା କଲେ ଇମ୍ରାନ ଖାନ, କହିଲେ- ଭାରତକୁ ସଲାମ
ନୂଆଦିଲ୍ଲୀ: ପାକିସ୍ତାନରେ ରାଜନୈତିକ ଅସ୍ଥିରତା ଚରମରେ ରହିଛି। ଦେଶରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଗାଦି ଟଳମଳ ହେବାରେ ଲାଗିଛି। ଏମିତି ବିଷମ ପରିସ୍ଥିତିରେ ଇମ୍ରାନ ଭାରତକୁ ପ୍ରଶଂସା କରିଛନ୍ତି। ଖୈବର…
ସିସିଟିଭିରେ କଏଦ ହେଲା ବାଇକ ଚୋରିର ଲାଇଭ ଦୃଶ୍ୟ: ଦେଖନ୍ତୁ ଭିଡିଓ…
ସିସି ଟିଭି ରେ କଏଦ ହେଲା ବାଇକ ଚୋରି ସମୟର ଦୃଶ୍ୟ, କୋକସରା ସହର ଜାତୀୟ ରାଜପଥ ୨୬ ଚିଲିଗୁଡା ନିକଟରେ ଥିବା ଏକ ହାର୍ଡୱେର ଦୋକାନରେ ବିଳମ୍ବିତ ରାତି ରେ ଏକ ବାଇକକୁ ଚୋରି କରିଛି ଜଣେ ଚୋର, ଏ ନେଇ ଦୋକାନ ମାଲିକ ରାଜୁ…
ଭୁୁଲରେ ବି ଏଠାକୁ ଆସନ୍ତୁନି: ଅତିଥି ସହ ଏଠାରେ ରୁହନ୍ତିି ଭୂତ (See Video)
ଆପଣ ଭୂତ ପ୍ରେତରେ ବିଶ୍ୱାସ ରଖନ୍ତି କି? ଦୂନିଆରେ ଭୂତ ବୋଲି କିଛି ଜିନିଷ ଅଛି କି? ଏ କଥାକୁ ବିଶ୍ୱାସ କରିବା ତ ଖୁବ କଷ୍ଟ । କିନ୍ତୁ କିଛି ଲୋକ ସହିତ ଭୂତକୁ ନେଇ ସେମାନଙ୍କ ଅନୁଭତି ଥିବା ଦାବି ମଧ୍ୟ କରିଥିବାବେଳେ…
କୃଷ୍ଣଚନ୍ଦ୍ର ପତିହାରୀ ହତ୍ୟା ମାମଲାରେ ୪ ଜଣଙ୍କୁ ଅଟକ ରଖିଲା ପୋଲିସ୍: ହତ୍ୟା ମାମଲରେ ସଂପୃକ୍ତି ନେଇ ହୋଇଥିଲା ଅଭିଯୋଗ
ପୁରୀ: ବରିଷ୍ଠ ସେବାୟତ କୃଷ୍ଣ ପ୍ରତିହାରୀ ହତ୍ୟାକାଣ୍ଡ ମାମଲାରେ ୪ ଜଣଙ୍କୁ ଅଟକ ରଖିଲା ପୋଲିସ । ୨ ମୁଖ୍ୟ ଷଡ଼ଯନ୍ତ୍ରକାରୀଙ୍କ ସମେତ ୪ ଅଟକ । ୪ ଜଣଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ହୋଇଥିଲା । ଗୁଳିମାଡ଼ ପରେ ଅପରାଧୀ…
ଜାଣନ୍ତୁ କିଏ ନଜମା ଅଖତର: ପଦ୍ମ ପୁରସ୍କାରରେ ସମ୍ମାନିତ କରିବେ ରାଷ୍ଟ୍ରପତି
ଦିଲ୍ଲୀର ଜାମିୟା ମିଲିୟା ଇସଲାମିଆ ବିଶ୍ୱବିଦ୍ୟାଳୟର କୁଳପତି ପ୍ରୋଫେସର ନଜମା ଅଖତରଙ୍କୁ ସୋମବାର ଅର୍ଥାତ ମାର୍ଚ୍ଚ ୨୧ ରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ଦେଶର…
କର୍ଣ୍ଣାଟକ ତିନି ବିଚାରପତିଙ୍କୁ ମିଳିଲା ‘ୱାଇ’ କ୍ୟାଟେଗୋରୀ ସୁରକ୍ଷା: ହିଜାବ ଶୁଣାଣି ପରେ ଜୀବନରୁ ମାରିଦେବାକୁ ମିଳିଥିଲା ଧମକ
କର୍ଣ୍ଣାଟକ ସରକାର ରବିବାର ହିଜାବ ମାମଲାର ଶୁଣାଣି କରିଥିବା ତିନି ଜଜ୍ଙ୍କୁ ‘ୱାଇ’ କ୍ୟାଟେଗୋରୀ ସୁରକ୍ଷା ଦେବା ନେଇ ଘୋଷଣା କରିଛନ୍ତି । ହିଜାବ ଶୁଣାଣି ପରେ ତିନି ଜଜଙ୍କୁ ମାରିବାକୁ ଧମକ ମିଳିଥିଲା । ଏହି ମାମଲାରେ…