
Browsing Category
Breaking News
RJD ରେ ମିଶିଲା LJD; ୨୫ ବର୍ଷ ପରେ ଏକାଠି ହେଲେ ଲାଲୁ-ଶରଦ
ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶରଦ ଯାଦବ ରବିବାର ତାଙ୍କର ଲୋକତାନ୍ତ୍ରିକ ଜନତା ଦଳ(ଏଲଜେଡି) କୁ ଲାଲୁ ପ୍ରସାଦ ଯାଦବଙ୍କ ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି) ସହ ମିଶ୍ରଣ ନେଇ ଘୋଷଣା କରିଛନ୍ତି । ଦୁଇ ପାର୍ଟୀର…
ୟୁପି ଏମଏଲସି ନିର୍ବାଚନ: ୩୫ ଆଶାୟୀଙ୍କ ନାଁ ଘୋଷଣା କଲା ସମାଜବାଦୀ ପାର୍ଟୀ
ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପରେ ଏବେ ବିଧାନ ପରିଷଦ ନିର୍ବାଚନକୁ ନେଇ ଚର୍ଚ୍ଚା ଜୋର ଧରିଛି । ସମାଜବାଦୀ ପାର୍ଟୀ ବିଧାନ ପରିଷଦ ନିର୍ବାଚନ ପାଇଁ ୩୫ ସିଟରୁ ୩୩ ଆଶାୟୀଙ୍କ ନାମ ଘୋଷଣା କରିଛି ଏବଂ ଅନ୍ୟ ୨ ସିଟ…
ବଚସାକୁ ନେଇ ରାଜଧାନୀରେ ଫୁଟିଲା ଗୁଳି: ୫ ଜଣଙ୍କୁ ଅଟକ ରଖିଲା ପୋଲିସ୍
ଭୁବନେଶ୍ୱର: କାର୍ ମରାମତିକୁ ନେଇ ବଚସା ପରେ ଗୁଳିମାଡ଼ରେ ୨ ଆହତ । ଏହି ଘଟଣା ଘଟିଛି ରାଜଧାନୀ ଉପକଣ୍ଠ ତମାଣ୍ଡୋ ଅଞ୍ଚଳରେ । ବଚସାକୁ ନେଇ ୪ ରାଉଣ୍ଡ ଗୁଳିମାଡ଼ କରିଛନ୍ତି ଦୁର୍ବୁତ୍ତ ।
ସୂଚନା ଅନୁଯାୟୀ, ତମାଣ୍ଡୋରେ…
ଜାରି ରହିଛି ଗ୍ରୀଷ୍ମ ପ୍ରବାହ; ୪୦ଂ ଉପରେ ୫ ସହରରେ ତାପମାତ୍ରା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ଦିନରେ ଅନୁଭୂତ ହେଉଛି ପ୍ରବଳ ଗରମ । ସେପଟେ ଆଜି ପୁଣି ଥରେ ଟିଟିଲାଗଡ଼ ରାଜ୍ୟର ସବୁଠ ଉତ୍ତପ୍ତ ସହର ଭାବରେ ରହିଛି ।
ସେହିଭଳି ୫ ସହରର…
ହସ୍ପିଟାଲ ଡ୍ରେନରୁ ଉଦ୍ଧାର ହେଲା ନବଜାତ କନ୍ୟା: ହସ୍ପିଟାଲରେ ଭର୍ତ୍ତି, ମିଳିନାହିଁ ପରିଚୟ
କେନ୍ଦୁଝର: ଜିଲ୍ଲା ମୁଖ୍ୟ ହସ୍ପିଟାଲ ପରିସରରୁ ଉଦ୍ଧାର ହେଲା ନବଜାତ ଶିଶୁକନ୍ୟା । ଆହାର କେନ୍ଦ୍ର ନିକଟରେ ଥିବା ଏକ ଶୁଖିଲା ଡ୍ରେନରୁ ଉଦ୍ଧାର ହୋଇଛି ନବଜାତ କନ୍ୟା ।
ସୂଚନା ଅନୁଯାୟୀ, ରବିବାର ଜିଲ୍ଲା ମୁଖ୍ୟ…
ମଣିପୁର ମୁଖ୍ୟମନ୍ତ୍ରୀ ପଦରେ ବସିବେ ଏନ୍.ବୀରେନ ସିଂହ: ସର୍ବସମ୍ମତିରେ ହେଲେ ନେତା ନିର୍ବାଚିତ
ମଣିପୁରରେ ପୁଣି ଥରେ ମୁଖ୍ୟମନ୍ତ୍ରୀ ପଦରେ ବସିବେ ଏନ୍.ବୀରେନ ସିଂହ । ଲଗାତାର ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ପଦରେ ବସିବାକୁ ଯାଉଛନ୍ତି ବୀରେନ ସିଂହ । ଏନେଇ ମଣିପୁର ବିଜେପି ବିଧାୟକ ଦଳ ବୈଠକରେ ସର୍ବସମ୍ମତିରେ…
ପ୍ରଫେସରଙ୍କୁ ସାଇବର ଠକେଇ ଅଭିଯୋଗରେ ଜଣକୁ ଗିରଫ କଲା ସାଇବର ଥାନା ପୋଲିସ୍
କଟକ: ପ୍ରଫେସରଙ୍କୁ ସାଇବର ଠକେଇ ଅଭିଯୋଗରେ ଜଣକୁ ଗିରଫ କରିଛି କଟକ ସାଇବର ଥାନା ପୋଲିସ । ଗିରଫ ଅଭିଯୁକ୍ତ ଜଣକ ବାଲେଶ୍ୱରର ଦୀପକ ଦାସ । ଦୀପକ ପାଖରୁ ୩୬ ଟି ଏଟିଏମ କାର୍ଡ, ୧୧ ଟି ମୋବାଇଲ୍, ଲକ୍ଷେରୁ ଅଧିକ ଟଙ୍କା…
ପଖାଳ ଦିବସ ପାଳିଲେ ମୁଖ୍ୟମନ୍ତ୍ରୀ, ଓଡ଼ିଶାବାସୀଙ୍କୁ ଜଣାଇଲେ ଶୁଭେଚ୍ଛା (Video)
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ହେଉଛି ପଖାଳ ଦିବସ । ଗାଁ ଠାଣୁ ସହର ସବୁଠି ଅତି ଆନନ୍ଦର ସହ ପାଳନ ହେଉଛି ଏହି ପଖାଳ ଦିବସ । ପଖାଳ ଦିବସ ଅବସରରେ ସବୁଠୁ ଜମୁଛି ପଖାଳ ଖିଆର ମଜା । ପଖାଳ ସାଙ୍ଗକୁ ଶଗ ଭଜା, ମାଛ…
ଓମିକ୍ରନକୁ ହାଲୁକା ଭାବିବା ଠିକ୍ ନୁହେଁ, ଶେଷ ହୋଇନାହିଁ କରୋନା, ‘ହୁ’ର ବଡ଼ ବୟାନ
ନୂଆଦିଲ୍ଲୀ: ବିଶ୍ୱରେ କରୋନା ପୁଣି ଥରେ ବଢ଼ିବାରେ ଲାଗିଛି । ଅନେକ ଦେଶରେ ରେକର୍ଡ ସଂଖ୍ୟକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଏହାରି ମଧ୍ୟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର କରୋନା ଭାଇରସ ବୈଷୟିକ ପ୍ରମୁଖ ମାରିଆ ଭେନ…
ଚାଲିଥିଲା ଫୁଟବଲ ମ୍ୟାଚ୍, ଭୁଶୁଡ଼ିପଡ଼ିଲା ଅସ୍ଥାୟୀ ଗ୍ୟାଲେରୀ: ଦେଖନ୍ତୁ ଭିଡିଓ…
କେରଳରେ ଏକ ସ୍ଥାନୀୟ ଫୁଟବଲ ମ୍ୟାଚ ସମୟରେ ବଡ଼ ଅଘଟଣ ଦେଖିବାକୁ ମିଳିଛି । ମ୍ୟାଚ ଚାଲୁଥିବା ସମୟରେ ଅସ୍ଥାୟୀ ଦର୍ଶକ ଗ୍ୟାଲେରୀ ହଠାତ୍ ଭାଙ୍ଗି ଯାଇଥିଲା । ଏହି ଦୁର୍ଘଟଣାରେ ପ୍ରାୟ ୨୦୦ ଲୋକ ଆହତ ହୋଇଥିଲେ ଏବଂ…