Browsing Category
Breaking News
ଆହୁରି ୨୪ ଘଣ୍ଟା ପ୍ରବଳ ଜାଡ଼ରେ ଥରିବ ଓଡ଼ିଶା , ରାତିରୁ ବଢ଼ିବ ତାପମାତ୍ରା : ଫେବ୍ରୁଆରୀ ୪ରୁ ବର୍ଷା ସମ୍ଭାବନା
ଭୁବନେଶ୍ୱର(ଭାସ୍କର ନ୍ୟୁଜ୍): ସାରା ରାଜ୍ୟରେ ପ୍ରଚଣ୍ଡ ଶୀତ ଲହରୀ ଜାରି ରହିଛି । ଗତ ୩/୪ ଦିନ ହେବ ଅସହ୍ୟ ଥଣ୍ଡାରେ ସାରା ରାଜ୍ୟ ଥରହର ହେଉଛି । ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଏସବୁ ଭିତରେ ପଶ୍ଚିମା ଝଡ଼…
କୋଟିପତି ଶିକ୍ଷକଙ୍କୁ ଗିରଫ କଲା ଭିଜିଲାନ୍ସ
କୋରାପୁଟ(ଓଡ଼ିଶା ଭାସ୍କର): କୋରାପୁଟ ଜିଲ୍ଲାରେ କୋଟିପତି ଶିକ୍ଷକ ଶିଶିର କୁମାର ସେମିଳିଙ୍କୁ ଗିରଫ କରାଯାଇଛି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ମାମଲାରେ ଶିକ୍ଷକଙ୍କୁ ଗିରଫ କରିଛି ଭିଜିଲାନ୍ସ । ଜୟପୁର…
୧ ସେକେଣ୍ଡ୍ ବିଳମ୍ବ ହୋଇଥିଲେ ଟ୍ରକ ତଳେ ଚାପିହୋଇଥାନ୍ତେ ଯୁବକ, ଦେଖନ୍ତୁ ଭିଡ଼ିଓ
ନୂଆଦିଲ୍ଲୀ: ଆପଣ ସଡ଼କ ଦୁର୍ଘଟଣାର ଅନେକ ଭୟଙ୍କର ଭିଡ଼ିଓ ତ ଦେଖିଥିଲେ । କିନ୍ତୁ ସୋସିଆଲ ମିଡିଆରେ ଏପରି ଏକ ଭିଡ଼ିଓ ଭାଇରାଲ ହେଉଛି, ଯାହାକୁ ଦେଖି ଆପଣଙ୍କ ଲୋମ ଟାଙ୍କୁରି ଯିବ । ସେଥିରେ ଜଣେ ବାଇକ୍ ଚାଳକ ୧ ସେକେଣ୍ଡ…
ସ୍ତ୍ରୀ ମାଡ଼ରେ ସ୍ୱାମୀର ମୃତ୍ୟୁ! ଘରେ ପଡ଼ିରହିଛି ମୃତଦେହ
କୋଇଡ଼ା(ଓଡ଼ିଶା ଭାସ୍କର): ୩ ଦିନ ହେବ ଘରେ ପଡ଼ି ରହିଛି ମୃତଦେହ । ସୂଚନା ପାଇଁ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ପୋଲିସ । ମଦ୍ୟପ ଦମ୍ପତ୍ତିଙ୍କ ଝଗଡ଼ାରୁ ହତ୍ୟାକାଣ୍ଡ ଘଟିଛି । ସ୍ତ୍ରୀ ମାଡ଼ରେ ସ୍ୱାମୀର ମୃତ୍ୟୁ…
(Video) ମାଙ୍କଡଙ୍କ ଉତ୍ପାତ ଏବେ ନିର୍ବାଚନୀ ମୁଦ୍ଦା: ଗାଁ’ ରୁ ତଡ଼ିଲେ ମିଳିବ ସର୍ବାଧିକ ଭୋଟ୍
ବିଭିନ୍ନ କାରଣରୁ ବହୁ ସମୟରେ ଜନବସତି ଭିତରକୁ ବିଭିନ୍ନ ଜଙ୍ଗଲି ଜନ୍ତୁ ପଶିଯିବା ଫଳରେ ଲୋକେ ବହୁତ ଅସୁବିଧାର ସମ୍ମୁଖୀନ ହୁଅନ୍ତି । ଗତ କିଛି ଦିନ ହେବ ତିହିଡି ବ୍ଲକ ତାଳପଦା ଗୋପ ଗଦାଧରପୁର ଗହାଁରେ ମାଙ୍କଡଙ୍କ…
ପିଇଓ ଗୋଲାପ ନାଏକ ନିଲମ୍ବିତ
ବରଗଡ଼(ଓଡ଼ିଶା ଭାସ୍କର): ବରଗଡ଼ ବ୍ଲକ୍ ଖଣ୍ଡାହାତ ପିଇଓ ଗୋଲାପ ନାଏକଙ୍କୁ ନିଲମ୍ବିତ କରାଯାଇଛି । ମଡେଲ କୋଡ଼ ଅଫ୍ କଣ୍ଡକ୍ଟ ଉଲ୍ଲଙ୍ଘନ ଅଭିଯୋଗରେ ତାଙ୍କୁ ନିଲମ୍ବିତ କରାଯାଇଛି । ମଡେଲ କୋଡ ପାଇଁ ଗୋଲାପଙ୍କୁ ନିଲମ୍ବନ…
ସାବଧାନ୍! ଫେବ୍ରୁଆରୀ ୩ରୁ ବର୍ଷା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୁଣି ପଶ୍ଚିମା ଝଡ଼କୁ ନେଇ ସତର୍କ କରାଇଲା ପାଣିପାଗ ବିଭାଗ । ପଶ୍ଚିମା ଝଡ଼ ପ୍ରଭାବରେ ଫେବ୍ରୁଆରୀ ୩ରୁ ବର୍ଷା ହେବାର ସମ୍ଭାବନା ରହିଛି । କିଛି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ଥିବା…
TRAIର ନିର୍ଦ୍ଦେଶ ପରେ ଏବେ କମ୍ପାନୀମାନେ ଲଞ୍ଚ କରିବେ ୩୦ ଦିନିଆ ଭାଲିଡିଟି ପ୍ଲାନ୍: ଜାଣନ୍ତୁ ଏହାଦ୍ୱାରା କିଏ ବେଶୀ ଉପକୃତ ହେବ କମ୍ପାନୀ ନା…
ନୂଆଦିଲ୍ଲୀ: ଟେଲିକମ୍ ରେଗୁଲେଟରି ଅଥରିଟି ଅଫ୍ ଇଣ୍ଡିଆ (ଟ୍ରାଇ) ପକ୍ଷରୁ କମ୍ପାନୀମାନଙ୍କୁ ୩୦ ଦିନିଆ ପ୍ରିପେଡ୍ ପ୍ଲାନ୍ ଲଞ୍ଚ କରିବାକୁ କୁହାଯାଇଛି । ପୂର୍ବର୍ରୁ ଏନେଇ ଅନେକ ଅଭିଯୋଗ ଟ୍ରାଇ ପାଖରେ କରାଯାଉଥିଲା ।…
କୋଭିଡ୍ ଟିକାକୁ ନେଇ କାନାଡାରେ ହଙ୍ଗାମା, ପରିବାର ସହିତ ସିକ୍ରେଟ୍ ସ୍ଥାନକୁ ଚାଲିଗଲେ ପ୍ରଧାନମନ୍ତ୍ରୀ; ହାଇଆଲର୍ଟ ଜାରି
ନୂଆଦିଲ୍ଲୀ: କାନାଡାରେ କୋଭିଡ୍ ଭାକସିନ୍ ବିରୋଧରେ ଜୋରଦାର୍ ପ୍ରଦର୍ଶନ କରାଯାଉଛି । ଏହି ପ୍ରଦର୍ଶନ ମଧ୍ୟରେ ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ ନିଜର ପରିବାର ସହିତ ଘର ଛାଡ଼ି ଦେଇଛନ୍ତି । ରିପୋର୍ଟ ଅନୁସାରେ, ସେ ଏକ…
ଚଳିତ ବଜେଟ୍ ହେବ ସ୍ପେଶାଲ: ଅର୍ଥମନ୍ତ୍ରୀଙ୍କ ଭାଷଣରେ ଶୁଣିବାକୁ A, B, C, D…..Y, Z ଆଦି ଶବ୍ଦ
ନୂଆଦିଲ୍ଲୀ: ଆସନ୍ତା ଫେବୃଆରୀ ୧ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ନିଜର ଚତୁର୍ଥ ବଜେଟ୍ ଆଗତ କରିବେ । ତେବ ଚଳିତ ବଜେଟ୍ ନିଶ୍ଚିତ ଭାବେ ଖାସ୍ ରହିବ । କାରଣ ଅର୍ଥମନ୍ତ୍ରୀଙ୍କ ବଜେଟ ଭାଷଣରେ A, B, C,…