Browsing Category
Breaking News
ସୁପ୍ରିମକୋର୍ଟର ଅଡିଟ୍ ରିପୋର୍ଟରେ ଧରାପଡ଼ିଲା କେଜ୍ରିୱାଲଙ୍କ ମିଛ, ମାଗିଥିଲେ ୪ ଗୁଣ ଅଧିକ ଅକ୍ସିଜେନ୍
ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହରରେ ଦେଶର ବିଭିନ୍ନ ରାଜ୍ୟ ସମେତ ଦିଲ୍ଲୀରେ ମଧ୍ୟ ଅକ୍ସିଜେନର ଅଭାବ ଦେଖାଦେଇଥିଲା । ଦିଲ୍ଲୀରେ ଅକ୍ସିଜେନ ସଙ୍କଟକୁ ନେଇ ସୁପ୍ରିମକୋର୍ଟର ଅଡିଟ୍ ପ୍ୟାନେଲର ରିପୋର୍ଟରେ ଏକ…
ଡେଲଟା ଭାରିଆଣ୍ଟର ବୃଦ୍ଧି ପାଉଥିବା ମାମଲାକୁ ନେଇ କେନ୍ଦ୍ରକୁ ରାହୁଲ କଲେ ୩ଟି ପ୍ରଶ୍ନ
ନୂଆଦିଲ୍ଲୀ: ବର୍ତ୍ତମାନ ଦେଶର ବିଭିନ୍ନ ରାଜ୍ୟରେ ଡେଲଟା ପ୍ଲସ୍ ଭାରିଆଣ୍ଟ ମାମଲା ସାମନାକୁ ଆସିଛି । ଡେଲଟା ଭାରିଆଣ୍ଟ ତୁଳନାରେ ଡେଲଟା ପ୍ଲସ୍ ଭାରିଆଣ୍ଟ ଅଧିକ ସଂକ୍ରାମକ ବୋଲି ବିଶେଷଜ୍ଞ ମତ ପ୍ରକାଶ କରିଛନ୍ତି ।…
ବିନା ଅର୍ଡର ଓ ପେମେଣ୍ଟରେ ମହିଳାଙ୍କ ଘରେ ପହଞ୍ଚିଲା ଆମାଜନ୍ ତରଫରୁ ୧୫୦ ଡେଲିଭେରି ପ୍ୟାକେଟ୍, ତାପରେ କଣ ହେଲା ଜାଣନ୍ତୁ
ନୂଆଦିଲ୍ଲୀ: ଆଜି କାଲି ଯୁବଙ୍କ ଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ଅନଲାଇନ୍ ଉପରେ ନିର୍ଭର କରୁଛନ୍ତି । ଖାସ୍ କରି ଏହି କରୋନା ଲକଡାଉନ୍ ସମୟରେ ଅନେକ ଲୋକ କେବଳ ଅନଲାଇନ୍ ଉପରେ ନିର୍ଭର କରୁଛନ୍ତି ।…
ଭୁବନେଶ୍ୱର ୟୁନିଟ୍-୧ ହାଟ ସିଲ୍, ଜାଣନ୍ତୁ କେତେ ଦିନ?
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରର ୟୁନିଟ-୧ ହାଟକୁ ଆଜି ସିଲ୍ କରିଛି ବିଏମସି । ୟୁନିଟ-୧ ହାଟକୁ ବିଏମସି ଆସନ୍ତା ଜୁଲାଇ ୧ ତାରିଖ ପର୍ଯ୍ୟନ୍ତ ସିଲ କରିଥିବା ସୂଚନା ମିଳିଛି । କୋଭିଡ ନିୟମ ଉଲ୍ଲଂଘନ…
ପିଲାଙ୍କ ଦାୟିତ୍ୱ ନେବେ ଅଧ୍ୟାପକ, ଜାଣନ୍ତୁ ଏନେଇ କ’ଣ କହିଲେ ଉଚ୍ଚଶିକ୍ଷା ମନ୍ତ୍ରୀ?
ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନା କାଳରେ ୟୁଜି/ପିଜି ପରୀକ୍ଷା ନେଇ ଆଜି ସମୀକ୍ଷା କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ । ଏଥିପାଇଁ ସେ ସବୁ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କ ସହ ବୈଠକ କରିଛନ୍ତି । ବୈଠକ ସରିବା…
ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀଙ୍କର ମୃତ୍ୟୁ ପାଇଁ ଦାୟୀ କିଏ ଥିଲା, ଆସନ୍ତୁ ଜାଣିବା ସେ ରହସ୍ୟ ବିଷୟରେ
ସ୍ୱାଧୀନ ଭାରତର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ହେଉଛନ୍ତି ଲାଲବାହାଦୁର ଶାସ୍ତ୍ରୀ । ସେ ୧୯୬୪ ମସିହା ଜୁନ ୯ ତାରିଖରୁ ୧୯୬୬ ମସିହା ଜାନୁଆରୀ ୧୧ ତାରିଖ ପର୍ଯ୍ୟନ୍ତ ଦେଶର ପ୍ରଧାନମନ୍ତ୍ରୀ ପଦରେ ରହିଥିଲେ । ସେ…
ଜମି ଅଧିଗ୍ରହଣ ମାମଲାକୁ ନେଇ କଳିଙ୍ଗନଗରରେ ଉତ୍ତେଜନା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଜମି ଅଧିଗ୍ରହଣ ମାମଲାକୁ ନେଇ ଅନେକ ସମୟରେ ରାଜଧାନୀର ବିଭିନ୍ନ ଅଞ୍ଚଳରେ ବିବାଦ ଲାଗି ରହୁଥିବା ବେଳେ ଆଜି ପୁଣି ସେହିଭଳି ଘଟଣା ଦେଖିବାକୁ ମିଳିଛି । ସୂଚନା ଯେ, କଳିଙ୍ଗନଗରର କେ-୭ରେ…
ରାଜଧାନୀରେ ମାତିଲେଣି ଫୋନ୍-ପେ ଲୁଟେରା, ୯୩୩୦୩୫୯୨୮୧ ନମ୍ବରରୁ ଆସୁଛି କଲ୍
ଭୁବନେଶ୍ୱର(ଓଡ଼ିଶା ଭାସ୍କର): କୋଭିଡ୍ ସମୟରେ ଲୋକମାନେ ଅନଲାଇନ୍ କାରବାର ସହିତ ଅଧିକରୁ ଅଧିକ ଯୋଡି ହୋଇଯାଇଛନ୍ତି । ତେଣୁ ଏହାର ଫାଇଦା ନେଇ ଅନେକ ସାଇବର୍ ଲୁଟେରା ଲୁଟ୍ କରିବାର ଭିନ୍ନ ଭିନ୍ନ ପନ୍ଥା ଆପଣାଉଛନ୍ତି ।…
ଅଭୟଙ୍କ ପରେ ଆକାଶ ପାଠକଙ୍କୁ ମିଳିଲା ଜାମିନ୍, କିନ୍ତୁ…
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଟାଟା କମ୍ପାନୀରେ ଜାକିରି କରାଇଦେବା ନାଁରେ ଠକେଇ ମାମଲାରେ ଗିରଫ ହୋଇଥିବା ଆକାଶ ପାଠକଙ୍କୁ ଆଜି ଜାମିନ୍ ମିଳିଛି । ଆଇଏଫଏସ ଅଭୟ ପାଠକ ପରେ ପୁଅ ଆକାଶଙ୍କୁ ଜାମିନ ଦେଇଛନ୍ତି ହାଇକୋର୍ଟ ।…
ଅମୃତସରରୁ ଦୁବାଇ ପର୍ଯ୍ୟନ୍ତ ଏକାକୀ ଯାତ୍ରା କଲେ ଭାରତୀୟ ବ୍ୟବସାୟୀ, କହିଲେ ‘ମହାରାଜା’ ପରି ଲାଗିଲା
ନୂଆଦିଲ୍ଲୀ: ଦୁବାଇରେ ବ୍ୟବସାୟ କରୁଥିବା ଜଣେ ଭାରତୀୟ ବ୍ୟବସାୟୀ ‘ଏୟାର୍ ଇଣ୍ଡିଆ’ ଆନ୍ତର୍ଜାତିକ ବିମାନରେ କୌଣସି ସହଯାତ୍ରୀଙ୍କ ବିନା ଏକାକୀ ଯାତ୍ରା କରିଛନ୍ତି । ସେ ଅମୃତସରରୁ ସମ୍ପୂର୍ଣ୍ଣ ଏକାକୀ ଦୁବାଇ ଯାତ୍ରା…