Browsing Category

Breaking News

ଇଞ୍ଜିନିୟରିଂ ଛାତ୍ର ସାଇକେଲରେ କରୁଥିଲେ ଖାଦ୍ୟ ଡେଲିଭରି, ଏବେ ମିଳିଲା ବାଇକ୍

ନୂଆଦିଲ୍ଲୀ: ବର୍ତ୍ତମାନ ଇଣ୍ଟରନେଟରରେ ସବୁକିଛି ସମ୍ଭବ ହୋଇପାରୁଛି । ଆଜି ଇଣ୍ଟରନେଟ ସମସ୍ତଙ୍କୁ ଏକତ୍ର କରିବାରେ ସହାୟକ ହେବା ସହ ଅନେକ ଲୋକଙ୍କ ଜୀବନକୁ ମଧ୍ୟ ପରିବର୍ତ୍ତନ କରିପାରୁଛି । ଇଣ୍ଟରନେଟ୍ ପାଇଁ…

ମହିଳାମାନେ ପିନ୍ଧୁଥିବା ଛୋଟ ଡ୍ରେସ୍ ହିଁ ବଢ଼ୁଥିବା ଯୌନ ଶୋଷଣର ମୁଖ୍ୟ କାରଣ: ଇମ୍ରାନ୍ ଖାନ୍

ନୂଆଦିଲ୍ଲୀ: ନିଜେ ପ୍ଲେ-ବୟ୍ ଇମେଜ୍ ରଖୁଥିବା ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଅନେକ ସମୟ ଦୁଷ୍କର୍ମ ବା ଯୌନ ଶୋଷଣକୁ ସମ୍ପର୍କରେ ଦେଉଥିବା ବୟାନକୁ ନେଇ ବିବାଦ ଘେରକୁ ଚାଲି ଆସନ୍ତି । ଏବେ ପୁଣି ଥରେ…

ୟୁଟ୍ୟୁବ୍ ପାଠପଢ଼ା ଓ ଇ-ମୂଲ୍ୟାୟନକୁ ନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ବୟାନ୍, ଜାଣନ୍ତୁ କ’ଣ କହିଲେ?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନା ମହାମାରୀ ଶିକ୍ଷାକ୍ଷେତ୍ରରେ ବିଶେଷ ପ୍ରଭାବ ପକାଇଛି । ସରକାରଙ୍କ ଅନଲାଇନ ବ୍ୟବସ୍ଥାରେ ମଧ୍ୟ ଅନେକ ଅସୁବିଧା ପରିଲକ୍ଷିତ ହେଉଛି । ଏହାକୁ ଦୃଷ୍ଟିରେ ରଖି ଆଜିଠାରୁ ପ୍ରଥମରୁ ଦଶମ…

ଖୁସିଖବର! ଏହି ମାସରେ ଆକାଉଣ୍ଟକୁ ୪ ହଜାର ଟଙ୍କା ପଠାଇବେ କେନ୍ଦ୍ର ସରକାର, ଜାଣନ୍ତୁ କିପରି ପାଇବେ ଲାଭ?

ନୂଆଦିଲ୍ଲୀ: ଚଳିତ ମାସରେ କେନ୍ଦ୍ର ସରକାର କୃଷକଙ୍କ ଆକାଉଣ୍ଟକୁ ୪୦୦୦ ଟଙ୍କା ପଠାଇପାରନ୍ତି । ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଅଧିନରେ କୃଷକଙ୍କୁ ୪ ହଜାର ଟଙ୍କା ମିଳିବାର ସୁଯୋଗ ରହିଛି । ନିକଟରେ ସରକାର…

ବାପା-ମାଆ ଚାଲିଗଲା ପରେ ୩ ବର୍ଷ ଧରି ଭଉଣୀକୁ ଦୁଷ୍କର୍ମ କରୁଥିଲା ନିର୍ଦ୍ଦୟୀ ଭାଇ

ଅହମଦାବାଦ୍: ବାପା-ମାଆ ଛେଉଣ୍ଡ ହେବା ପରେ ଦୁଃଖର ବାଦଲ ଛାଇଯାଇଥିଲା ଦୁଇ ଭାଇ-ଭଉଣୀଙ୍କ ଉପରେ । ୧୫ ବର୍ଷର ଛୋଟ ଭଉଣୀ ନିଜ ଭାଇକୁ ନିଜର ଦୁନିଆ ଭାବିଥିଲା । କିନ୍ତୁ ଭାଇ ହିଁ ରାକ୍ଷସ ସାଜିବ ବୋଲି କେବେ କଳ୍ପନା…

ହ୍ୱାଟ୍ସଆପରେ ବି କଲ୍ ରେକର୍ଡ କରିବାକୁ ଚାହାନ୍ତି କି? ତେବେ ଆପଣାନ୍ତୁ ଏହି ଟ୍ରିକ୍

ଦୂରରେ ଥିବା ଲୋକଙ୍କ ସହ ଆମେ ହ୍ୱାଟ୍ସଆପର ଭଏସ୍ କଲ ଓ ଭିଡିଓ କଲ ମାଧ୍ୟମରେ ଅତି ସହଜରେ କଥା ହେଉ । ପ୍ରାୟତଃ ଆମେ କଲ ରେକର୍ଡ କରିଥାଉ, କିନ୍ତୁ ହ୍ୱାଟ୍ସଆପରେ କମ୍ପାନୀ ଏହି ଫିଚର ଦେଇନାହିଁ । କିନ୍ତୁ ଏପରି ଏକ ସହଜ…

କରୋନା ଉତ୍ପତ୍ତିକୁ ନେଇ ଚୀନକୁ ଧମକ, ଯାଞ୍ଚରେ ସହଯୋଗ କରନ୍ତୁ ନଚେତ୍ ‘ଅନ୍ତରାଷ୍ଟ୍ରୀୟ ଆଇସୋଲେସନ୍’ ପ୍ରସ୍ତୁତ ରୁହ

ୱାଶିଂଟନ୍ : ଘାତକ କରୋନା ମହାମାରୀର ଉତ୍ପତ୍ତି ପ୍ରସଙ୍ଗକୁ ନେଇ ପୂରା ଦେଶର ନଜର ଏବେ ଚୀନ ଉପରେ ରହିଛି । ତେବେ ଏହି ପରିପ୍ରେକ୍ଷୀରେ ଆମେରିକାର ସୁରକ୍ଷା ପରାମର୍ଶଦାତା ଜେକ୍ ସୁଲିୱନ୍ ରବିବାର ଚାଇନାକୁ ଧମକ ଦେଇ…

ଜମ୍ମୁ-କଶ୍ମୀରର ପ୍ରଥମ ମହିଳା ଫାଇଟର୍ ପାଇଲଟ୍ ହେଲେ ମାୱା ସୂଦନ୍

ଜମ୍ମୁ-କଶ୍ମୀର: ବର୍ତ୍ତମାନ ମହିଳା ମାନେ ଆଉ ଅବଳା କି ଦୁର୍ବଳ ନାହାନ୍ତି । ସେମାନେ ବି ସମାଜରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ତେବେ ଏହି ପରିପ୍ରେକ୍ଷୀରେ ଜମ୍ମୁ-କଶ୍ମୀରରେ ରହୁଥିବା ୨୪ ବର୍ଷିୟ…

ଫୁସଫୁସ୍ ସଂକ୍ରମଣ କରୋନା ରୋଗୀଙ୍କ ମୃତ୍ୟୁର ଅନ୍ୟତମ କାରଣ, ଜାଣନ୍ତୁ ଏଥିରୁ ବର୍ତ୍ତିବେ କିପରି

ବର୍ତ୍ତମାନ ସମୟରେ ଫୁସଫୁସ୍ ସଂକ୍ରମଣ କାରଣରୁ ଅନେକ କରୋନା ରୋଗୀଙ୍କ ମୃତ୍ୟୁ ଘଟୁଛି । ଶରୀରରେ ଫୁସଫୁସ୍ ଅଚଳ ହେଲେ ଏକଷ୍ଟ୍ରା କର୍ପୋରିୟଲ ମେମ୍ବ୍ରେନ୍ ଅକ୍ସିଜେନେସନ (ଇସିଏମଓ) ମେସିନର ଆବଶ୍ୟକତା ପଡ଼ିଥାଏ । ମାତ୍ର…

ହିମାଳୟର ୧୮ହଜାର ଫୁଟ ଉଚ୍ଚରେ ଯବାନ ମାନେ ପାଳନ କଲେ ଯୋଗ ଦିବସ

ନୂଆଦିଲ୍ଲୀ: ଆଜି ଦେଶ ପାଳୁଛି ସପ୍ତମ ଆନ୍ତର୍ଜାତୀୟ ଯୋଗ ଦିବସ । ଗାଁରୁ ସହରଠାରୁ ଆରମ୍ଭ କରି ବରଫ ପାହାଡର ଶୀର୍ଷ ପର୍ଯ୍ୟନ୍ତ ସବୁଠି ଲୋକମାନେ ଯୋଗ ମାଧ୍ୟମରେ କିପରି ଉତ୍ତମ ଶରୀର ଏବଂ ସୁସ୍ଥ ଜୀବନଯାପନ କରିପାରିବେ…