Browsing Category

Breaking News

କଟକରୁ ୧୭ ହଜାର ନକଲି ଫାଭିପିରାଭିର୍ ଟାବଲେଟ୍ ଜବତ

କଟକ(ଓଡ଼ିଶା ଭାସ୍କର): କିଛି ଦିନର ବ୍ୟବଧାନ ପରେ ପୁଣିଥରେ କଟକ ଜିଲ୍ଲାରୁ ନକଲି ସାମଗ୍ରୀ ଠାବ ହୋଇଛି । ତେବେ ଆଜି କଟକରୁ ବିପୁଳ ପରିମାଣର ନକଲି ଫାଭିପିରାଭିର୍ ଜବତ ହୋଇଛି । ଆଉ ଏହା ଏକ ମେଡିସିନ୍ ଷ୍ଟୋରରୁ ଜବତ…

ଖୁସି ଖବର: ଓଡ଼ିଶାରୁ ଆଜି ୮,୫୧୬ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର (ଓଡିଶା ଭାସ୍କର): ରାଜ୍ୟରେ କରୋନା ପ୍ରକୋପ ଜାରି ରହିଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୮ ହଜାର ୫୧୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୭…

୧୦୦ଟି ଗରିବ ରାଷ୍ଟ୍ରକୁ ଫାଇଜର ଟିକା ମାଗଣାରେ ଯୋଗାଇବ ଆମେରିକା, ଖର୍ଚ୍ଚ ହେବ ୩୫୦ କୋଟି ଡଲାର

ୱାଶିଂଟନ: କରୋନା କାଳରେ ଟିକାକରଣ କୁ ଅଧିକ ପ୍ରାଧାନ୍ୟ ଦିଆଯାଉଥିବା ବେଳେ ବିଭିନ୍ନ ଦେଶ ଏବେ ଟିକା ପ୍ରସ୍ତୁତି ଏବଂ ବିତରଣରେ ଲାଗିପଡିଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଟିକା ନେବା ପାଇଁ ଆହ୍ୱାନ ଦିଆଯିବା…

ଭୁବନେଶ୍ୱରରେ ପୁଣି ବଦଳିଲା ଟିକା ସମୟ, ଜାଣନ୍ତୁ

ଭୁବନେଶ୍ୱର(ଓଡିଶା ଭାସ୍କର): କରୋନା କାଳରେ ରାଜଧାନୀ ଭୁବନେଶ୍ୱରରେ ପୁଣି ବଦଳିଛି ଟିକା ସମୟ । ଏନେଇ ଆଜି ସୂଚନା ଦେଇଛନ୍ତି ବିଏମସି କମିଶନର ସଞ୍ଜୟ ସିଂହ । ସେ କହିଛନ୍ତି ଯେ, ଭୁବନେଶ୍ୱରରେ ସକାଳେ ପ୍ରଥମ ଡୋଜ୍ ଓ…

ଅମାନିଆ ଚାଳକ ହେବେ ସାବାଡ: ସରକାର ଧାର୍ଯ୍ୟ କଲେ ନୂଆ ସ୍ପିଡ଼ ଲିମିଟ୍

ନୂଆଦିଲ୍ଲୀ: ଗାଡ଼ିର ସ୍ପିଡ଼ ଉପରେ ଲଗାମ ଲଗାଇଛନ୍ତି ରାଜ୍ୟ ସରକାର । ରାସ୍ତାରେ ଗାଡ଼ି ଚଳାଇବା ବେଳେ ନିୟମ ଉଲ୍ଲଂଘନ କରୁଥିବା କିଛି ଅମାନିଆ ଚାଳକମାନଙ୍କୁ ସାବାଡ କରିବାକୁ ଦିଲ୍ଲୀ ସରକାର ନୂଆ ନିୟମ ଆଣିଛନ୍ତି ।…

୩୬ ଘଣ୍ଟାରେ ହଜିଗଲେ ୮୦ ହଜାର ଫଲୋର୍ସ ; ଜାଣନ୍ତୁ କାହାର…

ନୂଆଦିଲ୍ଲୀ: ବଲିଉଡ୍ ହେଉ କିମ୍ବା ବଡବଡ ତାରକା ସମସ୍ତେ ସୋସିଆଲ ମିଡିଆରେ ଆକ୍ଟିଭ୍ ରୁହନ୍ତି । କିଏ ନିଜର ଫୋଟ ସେୟାର କରି ଫ୍ୟାନ୍ସ ଫଲୋର୍ସ ବଢାନ୍ତି ତ ଆଉ କିଏ ନିଜର ବିବାଦୀୟ ବୟାନ ଦେଇ । କିନ୍ତୁ ଏମିତି ହଠାତ୍ ୩୬…

ଟିଏମସିକୁ ଫେରିଲେ ମୁକୁଲ ରୟ, ମମତା କହିଲେ ଘର ବାହୁଡା ହେଲା

କୋଲକାତା: ଟିଏମସି ଛାଡି ବିଜେପିରେ ଯୋଗ ଦେଇଥିବା ବିଜେପିର ରାଷ୍ଟ୍ରୀୟ ଉପସଭାପତି ମୁକୁଲ ରୟ ପୁଣିଥରେ ଟିଏମସିକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ସେ ଆଜି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟି ଦଳ ପରିବର୍ତ୍ତନ…

ତୁରନ୍ତ ଲାଗୁ କର ୱାନ୍ ନେସନ୍-ୱାନ୍ ରାସନ୍ କାର୍ଡ, ବଙ୍ଗ ସରକାରକୁ SCଙ୍କ ତାଗିଦ୍

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ମମତା ସରକାରକୁ ବାଜିଛି ସୁପ୍ରିମ୍ କୋର୍ଟଙ୍କ ଛାଟ । ଦେଶର ସର୍ବୋଚ୍ଚ ଅଦାଲତ ତାଗିଦ୍ କରିଛନ୍ତି ଯେ ଆଉକିଛି ବି ବାହାନା କରନାହିଁ । ତୁରନ୍ତ ଲାଗୁ କର ୱାନ୍ ନେସନ୍-ୱାନ୍ ରାସନ୍ କାର୍ଡ…

ଏହି ରାଜ୍ୟରେ ପ୍ରକାଶ ପାଇଲା ୧୦ମ ରେଜଲ୍ଟ, ସବୁ ପିଲା ପାସ୍

ନୂଆଦିଲ୍ଲୀ : କରୋନା କାଳ ମଧ୍ୟରେ ହରିୟାଣା ବୋର୍ଡ ଅଫ୍ ସ୍କୁଲ୍ ଏଜୁକେସନ୍ ପକ୍ଷରୁ ଦଶମ ରେଜଲ୍ଟ ପ୍ରକାଶ ପାଇଛିି । ବୋର୍ଡର ଅଫିସିଆଲ୍ ୱେବସାଇଟ୍ ରେ ରେଜଲ୍ଟ ପ୍ରକାଶ ପାଇଛି । ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନେ…

ଶନିବାର ପାଇଁ ୬ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଲଘୁଚାପଜନିତ ପ୍ରବଳ ବର୍ଷା ନେଇ ଆଜି ୬ ଜିଲ୍ଳାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । ତେବେ ଆସନ୍ତାକାଲି ଅତି ପ୍ରବଳ ବର୍ଷା ହେବା ନେଇ ୬ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି ।…