Browsing Category
Breaking News
ଦେଶରେ ଆଜି କରୋନାରେ ୨୭୧୩ ଜଣଙ୍କ ମୃତ୍ୟୁ, ୧.୩୨ ଲକ୍ଷ ପଜିଟିଭ୍
ଦେଶରେ କରୋନାର ପ୍ରକୋପ ଜାରି ରହିଛି । ତେବେ ଗତ କିଛି ଦିନ ଧରି ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟାରେ ସାମାନ୍ୟ ହ୍ରାସ ଘଟିଥିବା ଦେଖିବାକୁ ମିଳିଛି ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୨୭୧୩ ଜଣଙ୍କ ମୃତ୍ୟୁ ଘଟିଛି ।…
ଜୀବିତ ରହିବା ପାଇଁ ଓ ଅଧିକ ବେଗରେ ବ୍ୟାପିବାକୁ ରଙ୍ଗ ପରିବର୍ତ୍ତନ କରୁଛି ଫଙ୍ଗସ୍
ନୂଆଦିଲ୍ଲୀ: ଦେଶରେ କରୋନାର ଦ୍ୱିତୀୟ ଲହର ଜାରି ରହିଥିବା ବେଳେ ବ୍ଲାକ୍ ଫଙ୍ଗସ୍ ଆଉ ଏକ ମହାମାରୀ ଭାବରେ ଉଭା ହୋଇଛି । ଯାହା ଦ୍ୱାରା ଏବେ ଦେଶର ଅଧିକାଂଶ ଲୋକ ସଂକ୍ରମିତ ହେଉଛନ୍ତି । କିଛି ରାଜ୍ୟରେ ଏବେ ବ୍ଲାକ୍…
ରେପୋ ରେଟ୍ ୪% ଅପରିବର୍ତ୍ତିତ ରଖିଲା ଆରବିଆଇ, ଜିଡିପି ଅଭିବୃଦ୍ଧି ୯.୫ ପ୍ରତିଶତକୁ ଖସିଲା
ମୁମ୍ବାଇ: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ)ର ମୁଦ୍ରାନୀତି ସମୀକ୍ଷା ବୈଠକରେ ସୁଧହାର ସ୍ଥିର ରହିବ ବୋଲି ନେଇ ପୂର୍ବରୁ ଆଶା କରାଯାଉଥିଲା । ତେବେ ଆଜି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କୋଭିଡ୍-୧୯କୁ…
ଜୀବନ ଆଉ ଜୀବିକାର ଦୋଛକିରେ ହଜିଗଲା ମାନବିକତା: ମାତ୍ର ୧୫ ମିନିଟ୍ ବିଳମ୍ବ ପାଇଁ ଜଣେ ବୃଦ୍ଧ ତରଭୁଜ ବିକାଳିଙ୍କୁ ବାଡ଼ିରେ ପିଟିବାକୁ ଅଧିକାର…
ଝାରସୁଗୁଡ଼ା, (ଓଡିଶା ଭାସ୍କର): କରୋନା ଆଜି ମଣିଷର ଜୀବନ ଆଉ ଜୀବିକା ଛଡ଼ାଇ ନେଇଛି । ତେବେ କରୋନା ପାଇଁ ମଣିଷ ଯେ ଏତେ ତଳକୁ ଖସିଯାଇପାରେ, ଅମାନବୀୟ କାର୍ଯ୍ୟ କରିପାରେ, ତାହା ହୁଏତ କେହି କଳ୍ପନା ସୁଦ୍ଧା କରିନଥିବେ ।…
ରାଜ୍ୟରେ ସଂକ୍ରମଣ ଥମିବାର ନାଁ ଧରୁନି: ଆଜି ଚିହ୍ନଟ ହେଲେ ୭୭୨୯ ପଜିଟିଭ୍, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ସଂକ୍ରମିତ
ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ସଂକ୍ରମଣ ଗୋଟିଏ ଦିନ ହ୍ରାସ ପାଇବା ପରେ ପୁଣି ପରଦିନ ବୃଦ୍ଧି ପାଉଥିବାର ଦେଖିବାକୁ ମିଳୁଛି । ଯେତେ ଲକଡାଉନ୍ ଲାଗୁହେଲେ…
ରାଜ୍ୟରେ କାମ କରୁନି ଲକଡାଉନ୍: ଆଜି କରୋନାରେ ୩୯ ଜଣଙ୍କ ମୃତ୍ୟୁ, ଖୋର୍ଦ୍ଧାରୁ ସର୍ବାଧିକ ୬ ଜଣ
ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ଗତକାଲି ଅପେକ୍ଷା ସାମାନ୍ୟ ହ୍ରାସ ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୯ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ରାଜ୍ୟରେ ମୋଟ କରୋନା ମୃତ୍ୟୁ…
ଭାରସାମ୍ୟ ହରାଇ ଓଲଟିଲା ଶ୍ରମିକ ବୋଝେଇ ଡାଲା ଅଟୋ: ଜଣେ ମୃତ, ୧୩ ଗୁରୁତର
ଭଞ୍ଜନଗର (ଓଡ଼ିଶା ଭାସ୍କର): ଏକ ଶ୍ରମିକ ବୋଝେଇ ଡାଲା ଅଟୋ ରାସ୍ତାରେ ଓଲଟି ପଡିବା କାରଣରୁ ଘଟଣାସ୍ଥଳରେ ଜଣେ ମହିଳା ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଏଥିରେ ଅନ୍ୟ ୧୩ ଜଣ ଗୁରୁତର ଆହାତ ହୋଇଛନ୍ତି । ବେଲଗୁଣ୍ଠା…
ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୩୭.୧୬ ଲକ୍ଷରେ ପହଞ୍ଚିଲା
ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୩୭ ଲକ୍ଷ ୧୬ ହଜାର ୩୩୭ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭ କୋଟି ୨୮ ଲକ୍ଷ ୮୬…
କରୋନାର ଦ୍ୱିତୀୟ ଲହର ପରି ତୃତୀୟ ମଧ୍ୟ ଭୟଙ୍କର ହେବ: ତୃତୀୟ ଲହରରେ କେବଳ ଶିଶୁ ନୁହନ୍ତି, ସମସ୍ତେ ସଂକ୍ରମିତ ହେବେ
ଭୁବନେଶ୍ୱର, (ଓଡିଶା ଭାସ୍କର): ଦେଶର ମହାମାରୀ କରୋନାକୁ ନେଇ ଦୈନିକ ନୂଆ ନୂଆ ତଥ୍ୟ ସାମନାକୁ ଆସୁଛି । ତେବେ କିଛି ରାଜ୍ୟରେ କରୋନା ସଂକ୍ରମଣ ସାମାନ୍ୟ ହ୍ରାସ ପାଇଥିଲେ ମଧ୍ୟ ଆଉ କିଛି ରାଜ୍ୟରେ ଏବେ ବି ବଢ଼ିବାରେ…
ଫିଲ୍ମ ଷ୍ଟାଇଲରେ ବିଚ୍ ରାସ୍ତାରୁ ଯୁବକଙ୍କୁ ଅପହରଣ ଘଟଣା, ଖୁବ୍ଶୀଘ୍ର ଗିରଫ ହେବେ ଦୁର୍ବୃତ୍ତ : ଡିସିି
ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଗୁରୁବାର ସଂନ୍ଧ୍ୟାରେ ରାଜଧାନୀ ରାଜରାସ୍ତାରୁ ଜଣେ ଯୁବକଙ୍କୁ ସର୍ବସାଧାରଣଙ୍କ ସମ୍ମୁଖରେ ଅପହରଣ କରିନେବା ଚର୍ଚ୍ଚାର ବିଷୟ ପାଲଟିଛି । ଫିଲ୍ମ ଷ୍ଟାଇଲରେ କିଛି ଦୁର୍ବୁତ୍ତ ଉକ୍ତ…