Browsing Category
Breaking News
ତପସ୍ୱିନୀ-ସୁମିତ ବିବାଦ: ତପସ୍ୱିନୀଙ୍କୁ ୧୭ ହଜାର ଟଙ୍କା ଦେଲେ ସୁମିତ୍
ବ୍ରହ୍ମପୁର: ବହୁଚର୍ଚ୍ଚିତ ତପସ୍ୱିନୀ-ସୁମିତ ପାରିବାରିକ ବିବାଦରେ ଏବେବି ଥମିନି । ଶ୍ୱଶୁର ଘରେ ନିଜର ମାନ୍ୟତା ଦାବି କରି ସୁମିତଙ୍କ ଘରେ ସାମ୍ନାରେ ବସିଥିଲେ ତପସ୍ୱିନୀ । ଏହାପରେ କୋର୍ଟ ଏହି ମାମଲା କୋର୍ଟକୁ…
ସ୍କୁଲ ଖୋଲିବା ନିଷ୍ପତ୍ତିରେ ସାମାନ୍ୟ ପରିବର୍ତ୍ତନ: ୧୪ରୁ ସ୍କୁଲ ଖୋଲିବ ହେଲେ ୨୮ ରୁ ଆସିବେ ପିଲା
ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣର ପ୍ରକୋପ ହ୍ରାସ ପାଇବା ପରେ ଶିକ୍ଷାନୁଷ୍ଠାନ ଖୋଲିବା ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି । ପ୍ରଥମ ପର୍ୟ୍ୟାୟରେ ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀ ପର୍ୟ୍ୟନ୍ତ ପାଠପଢ଼ା ଆରମ୍ଭ…
ସାଂସଦ ରମେଶ ମାଝୀଙ୍କ ଗାଡ଼ିକୁ ଅଣ୍ଡାମାଡ଼
ଉମରକୋଟ: ସାଂସଦ ରମେଶ ମାଝୀଙ୍କ ଉପରକୁ ଅଣ୍ଡାମାଡ଼ କରି ବିରୋଧ ପ୍ରଦର୍ଶନ କରାଯାଇଛି । ଝରିଗାଁ ନିର୍ବାଚନ ମଣ୍ଡଳୀରେ ପ୍ରଚାର ବେଳେ ଅଣ୍ଡାମାଡ଼ କଲେ ଲୋକେ । ଝରିଗାଁ ବ୍ଲକ ଇଚ୍ଛାପୁର ପଞ୍ଚାୟତ ଧୁମାମ ଗାଁ ଦେଇ ଗଲାବେଳେ…
ବ୍ଲାକ ମନୋକିନୀରେ ଫଟୋ ଉଠାଇଲେ ମୌନୀ, ବଢ଼ିଲା ଇଣ୍ଟରନେଟର ପାରା
ଟିଭି ପରଦାର ଲୋକପ୍ରିୟ ଅଭିନେତ୍ରୀ ମୌଦୀ ରଏ ଏବେ ସ୍ୱାମୀ ସୁରଜ ନାମ୍ବିୟାରଙ୍କ ସହ କଶ୍ମୀରରେ ନିଜର ହନିମୁନ୍ ମନାଉଛନ୍ତି । ବରଫ ଚାଦରରେ ଆଚ୍ଛାଦିତ କାଶ୍ମୀରର ସୌନ୍ଦର୍ଯ୍ୟକୁ ବେଶ୍ ଉପଭୋଗ କରୁଛନ୍ତି । ସୋସିଆଲ…
ପଞ୍ଚାୟତ ନିର୍ବାଚନ: ମାଇକ ଯୋଗେ ପ୍ରଚାର କରିପାରିବେ ପ୍ରାର୍ଥୀ, ଜାଣନ୍ତୁ କ’ଣ ରହିଛି ସର୍ତ୍ତ
ଭୁବନେଶ୍ୱର: କରୋନା କଟକଣା ମଧ୍ୟରେ ରାଜ୍ୟରେ ପଞ୍ଚାୟତ ନିର୍ବାଚନ କରାଯାଉଛି । ଫଳରେ ଅନେକ କଟକଣା ମଧ୍ୟ ରହିଛି । ପ୍ରାର୍ଥୀ ସଂପୂର୍ଣ୍ଣ କୋଭିଡ କଟକଣା ମଧ୍ୟରେ ପ୍ରଚାର କରୁଛନ୍ତି ।
ଏହାରି ମଧ୍ୟରେ ପଞ୍ଚାୟତ…
ବାଲ୍ୟ ବିବାହରେ ଆଗରେ ହରିୟାଣାର ଏହି ଜିଲ୍ଲା: ଗତ ୨ ବର୍ଷରେ ୧୮ ବର୍ଷରୁ କମ୍ ୨୯ % ମହିଳାଙ୍କ ବିବାହ
ନୂଆଦିଲ୍ଲୀ: ବାଲ୍ୟ ବିବାହର ଅର୍ଥ ହେଉଛି ଯେତେବେଳେ ପୁଅ ତଥା ଝିଅ କିମ୍ବା ଉଭୟ ବିବାହ ପାଇଁ ନିର୍ଦ୍ଧାରିତ ବୟସ ପୂର୍ବରୁ ବିବାହ କରୁଛନ୍ତି । ଭାରତରେ ବାଲ୍ୟ ବିବାହ ଭଳି କୁପ୍ରଥାକୁ ରୋକିବା ପାଇଁ ଅନେକ ବଡ଼ ବଡ଼ କାନୁନ…
AIDSରୁ ରକ୍ଷା ପାଇବା ପାଇଁ mRNA ଉପରେ ଆଧାରିତ HIV ଭ୍ୟାକ୍ସିନ ପରୀକ୍ଷଣ କଲା ମଡର୍ଣ୍ଣା
ନୂଆଦିଲ୍ଲୀ: ଆମେରିକୀୟ ଫାର୍ମାସ୍ୟୁଟିକାଲ ଓ ବାୟୋଟେକ୍ନୋଲୋଜି କମ୍ପାନୀ ମଡର୍ଣ୍ଣା ଏମଆରଏନଏ ଉପରେ ଆଧାରିତ ଏଚଆଇଭି ଭ୍ୟାକ୍ସିନର କ୍ଲିନିକାଲ ପରୀକ୍ଷଣ ଆରମ୍ଭ କରିଛି । ମଡର୍ଣ୍ଣା ଓ ଇଣ୍ଟରନ୍ୟାସନ୍ୟାଲ ଏଡସ୍…
ୟୁପି ଲଖୀମପୁର ହିଂସାକାଣ୍ଡ ମାମଲା: ଜେଲରୁ ମୁକୁଳିଲେ ମୁଖ୍ୟ ଅଭିଯୁକ୍ତ କେନ୍ଦ୍ରମନ୍ତ୍ରୀଙ୍କ ପୁଅ
ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଆଜି ମତଦାନ ଆରମ୍ଭ ହୋଇଥିବା ବେଳେ ଏହି ସମୟରେ ଏକ ନୂଆ ଅପଡେଟ୍ ଆସିଛି । ଲଖୀମପୁର ଖେରୀ ହିଂସାକାଣ୍ଡ ମାମଲାରେ ଗିରଫ ହୋଇଥିବା କେନ୍ଦ୍ରମନ୍ତ୍ରୀଙ୍କ ପୁଅଙ୍କୁ ଜାମିନ୍ ମିଳିଛି । କେନ୍ଦ୍ର…
ବିଜେପିରେ ମିଶିଲେ ଗ୍ରେଟ୍ ଖଲି
ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି(ବିଜେପି)ରେ ଆଜି ସାମିଲ ହୋଇଛନ୍ତି ବିଖ୍ୟାତ ରେସଲର୍ ଗ୍ରେଟ୍ ଖଲି । ଆଜି ଦିଲ୍ଲୀରେ ବିଜେପି ମୁଖ୍ୟାଳୟକୁ ଆସି ଦଳରେ ସାମିଲ ହୋଇଛନ୍ତି ଖଲି । ଦିଲ୍ଲୀପ ସିଂହ ରାଣା ଡବ୍ଲୁଡବ୍ଲୁଇ…
ନିର୍ବାଚନ ନେଇ ସର୍ବଦଳୀୟ ବୈଠକ: ୧୦୭ ପୌର ପରିଷଦ ଅଧ୍ୟକ୍ଷ ଓ ୩ଟି ମେୟର୍ ପଦ ପାଇଁ ହେବ ନିର୍ବାଚନ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୌର ନିର୍ବାଚନକୁ ନେଇ ମାହୋଲ ସରଗରମ ରହିଛି । ଚଳିତ ଥର ୧୧୦ ପୌରାଞ୍ଚଳରେ ନିର୍ବାଚନ ହେବ । ୧୦୭ ପୌର ପରିଷଦ ଅଧ୍ୟକ୍ଷ ଓ ୩ଟି ମେୟର୍ ପଦ ପାଇଁ ହେବ ନିର୍ବାଚନ । ପ୍ରଥମ ଥର ପାଇଁ ଅଧ୍ୟକ୍ଷ…