Browsing Category

Breaking News

କରୋନାରୁ ରକ୍ଷା ପାଇବା ପାଇଁ କରାଯାଉଛି ତାନ୍ତ୍ରିକ ପୂଜା, ଦିଆଯାଉଛି ବଳି

ପାଟନା, ୧୫ା୫: କରୋନା ବର୍ତ୍ତମାନ ସମୟରେ ଆମ ସମାଜ ପାଇଁ ମୁଖ୍ୟ ସମସ୍ୟା ଭାବେ ଉଭା ହୋଇଛି । ଏଥିରୁ ମୁକ୍ତି ପାଇବା ପାଇଁ ଲୋକମାନେ କୋଭିଡ କଟକଣା ମାନିବା ସହ ଭ୍ୟାକ୍ସିନ ଉପରେ ଗୁରୁତ୍ୱ ଦେଉଛନ୍ତି । ଅନେକ ସ୍ଥାନରେ…

୨୦୨୧ ହେବ ମୃତ୍ୟୁର ବର୍ଷ, ଭାରତରେ କରୋନାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଦେଲା ଚେତାବନୀ

ନୂଆଦିଲ୍ଲୀ, ୧୫ା୫: ବର୍ତ୍ତମାନ ଭାରତର କରୋନା ସ୍ଥିତି ଅତ୍ୟନ୍ତ ଚିନ୍ତାଜନକ । ପ୍ରତ୍ୟେକ ରାଜ୍ୟରେ ମୃତ୍ୟୁ ଓ ସଂକ୍ରମଣ ବଢ଼ି ବଢ଼ି ଚାଲିଛି । ଦୈନିକ ତିନି ଲକ୍ଷରୁ ଅଧିକ ପଜିଟିଭ୍ ଲଗାତାର ଭାବେ ଚିହ୍ନଟ ହେଉଛନ୍ତି ।…

ବଜାର ମଧ୍ୟରେ ଗ୍ରେନେଡ୍ ବିସ୍ଫୋରଣ: ୨ ମୃତ

ଦିସପୁର, ୧୫ା୫: ଆସାମର ତିନସୁକିଆ ଜିଲ୍ଲାର ଡିଗବୋଇ ଅଞ୍ଚଳରେ ଏକ ଗ୍ରେନେଡ୍ ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣରେ ୨ ଜଣ ମୃତ୍ୟୁବରଣ କରିଛନ୍ତି । ଏହାଛଡ଼ା ଅନ୍ୟ ଜଣେ ଆହତ ହସ୍ପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି…

ପୋଲ ତଳକୁ କାର ଖସିବାରୁ ୩ ମୃତ

ବାଲେଶ୍ୱର,୧୫ ।୫(ଓଡିଶା ଭାସ୍କର): ପୋଲ ତଳକୁ କାର ଖସିଯିବା କାରଣରୁ ୩ ଜଣଙ୍କର ମୃତ୍ୟୁ ହୋଇଛି । ବାଲେଶ୍ୱର ଅନ୍ତର୍ଗତ ଏନଏଚ-୧୬ ବିର୍ଲା ଟାୟାର ନିକଟରେ ଏହି ଦୁର୍ଘଟଣା ଘଟିଯାଇଛି । ସୂଚନା ମୁତାବକ, ଏକ କାରରେ…

ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୩୩ ଲକ୍ଷ ୭୦ ହଜାର ପାର

ନୂଆଦିଲ୍ଲୀ, ୧୫ ।୫ (ଓଡିଶା ଭାସ୍କର): ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୩୩ ଲକ୍ଷ ୭୦ ହଜାର ୭୬୨ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ…

ଆସନ୍ତାକାଲି ସଟଡାଉନରେ ବି ଖୋଲା ରହିବ ବ୍ୟାଙ୍କ

ଭୁବନେଶ୍ୱର,୧୪ ।୫(ଓଡିଶା ଭାସ୍କର): ରାଜ୍ୟରେ କରୋନା ମହାମାରୀ ମାଡି ମାଡି ଚାଲିଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଲକଡାଉନ୍ ଓ ସଟଡାଉନ୍ ଲାଗୁ ହୋଇଛି । ସାପ୍ତାହାନ୍ତ ସଟଡାଉନରେ ଜରୁରୀକାଳୀନ ସେବା…

ଅଲାରନାଥଙ୍କ ଚନ୍ଦନ ଯାତ୍ରା ପାଇଁ ଲାଗିଲା ୧୪୪ ଧାରା

ବ୍ରହ୍ମଗିରି,୧୪ ।୫(ଓଡିଶା ଭାସ୍କର): ରାଜ୍ୟରେ କରୋନା ମହାମାରୀ ହୁ ହୁ ହୋଇ ବଢିବାରେ ଲାଗିଥିବା ବେଳେ ଏହାର ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ କଡା ପଦକ୍ଷେପ ନିଆଯାଉଛି । ଏହାରି ମଧ୍ୟରେ ବ୍ରହ୍ମଗିରି ଅଲାରନାଥଙ୍କ…

କରୋନା ପରେ ଚିନ୍ତା ବଢାଉଛି ବ୍ଲାକ ଫଙ୍ଗସ୍‌: ଏନେଇ କମିଟି ଗଠନ କଲେ ଓଡିଶା ସରକାର

ଭୁବନେଶ୍ୱର,୧୪ ।୫(ଓଡିଶା ଭାସ୍କର): ରାଜ୍ୟରେ କରୋନା ମହାମାରୀ କଲବଲ କରୁଥିବା ବେଳେ ଏବେ ସରକାରଙ୍କୁ ଚିନ୍ତାରେ ପକାଇଛି ବ୍ଲାକ ଫଙ୍ଗସ୍ । କରୋନାରୁ ସୁସ୍ଥ ହେଉଥିବା ବ୍ୟକ୍ତିଙ୍କୁ ବ୍ଲାକ୍ ଫଙ୍ଗସ୍ ବେଶି ଆକ୍ରାନ୍ତ…

ଖୁସି ଖବର : ଓଡ଼ିଶାରେ ଆଜି ୯୩୨୯ ସଂକ୍ରମିତ ହେଲେ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର,୧୪।୫ (ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବଢୁଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୯୩୨୯ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା…

କର୍ଣ୍ଣାଟକରେ ବିଜେପି ସରକାରଙ୍କୁ କଟାକ୍ଷ: ଟିକା କିଣିବା ପାଇଁ ୧୦୦ କୋଟି ଟଙ୍କାର ଯୋଜନା ଚଲାଇଛି କଂଗ୍ରେସ, ଜାଣନ୍ତୁ କେଉଁଠୁ ଆସିବ ଟଙ୍କା ?

ବେଙ୍ଗଲୁରୁ,୧୪ ।୫: କରୋନା ସଂକ୍ରମଣ ବଢି ଚାଲିଥିବା ବେଳେ ଟିକାକରଣକୁ ନେଇ ଗୁରୁତ୍ୱ ଦିଆଯାଉଛି । ଗୋଟିଏ ଦିନ ପରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପା ଓ ତାଙ୍କ କ୍ୟାବିନେଟ କୋଭିଡକୁ ନିୟନ୍ତ୍ରଣ କରିବା ପାଇଁ…