Browsing Category
Breaking News
ଅସ୍ତ୍ରୋପଚାର ବେଳେ ମହିଳାଙ୍କ ଖାଦ୍ୟନଳୀ କାଟିଦେଲେ ଡାକ୍ତର: ଅଭିଯୋଗ ପରେ ବି ହେଉନାହିଁ କାର୍ଯ୍ୟାନୁଷ୍ଠାନ
ପୁଣିଥରେ ଡାକ୍ତରଙ୍କ ନାଁ ରେ ଆସିଛି ସାଂଘାତିକ ଅଭିଯୋଗ । ମହିଳାଙ୍କ ଅପେରେସନ ସମୟରେ ଡ଼ାକ୍ତର କାଟିଦେଲେ ଖାଦ୍ୟ ନଳି । ମହିଳାଙ୍କ ଅସ୍ତ୍ରୋପଚାରରେ ଦେଖିବାକୁ ମିଳିଛି ଏଭଳି ବିରାଟ ତ୍ରୁଟି । ପରିବାର ନିୟନ୍ତ୍ରଣ…
ରାଜ୍ୟରେ ଦୈନିକ ୭୦ ହଜାର ଟେଷ୍ଟିଂ ଲକ୍ଷ୍ୟ: ନିର୍ଦ୍ଦେଶ ଦେଲେ ମୁଖ୍ୟ ଶାସନ ସଚିବ
ରାଜ୍ୟରେ ଦୈନିକ କୋଭିଡ ଟେଷ୍ଟିଂ ୭୦ ହଜାରକୁ ବୃଦ୍ଧି ପାଇଁ ଲକ୍ଷ୍ୟ ନିର୍ଦ୍ଦେଶ ଦେଲେ ମୁଖ୍ୟ ଶାସନ ସଚିବ । ଯେକୌଣସି ସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଲେ ଏସସି । ସବୁ ଜିଲ୍ଲାର…
ପୁରୀ ବେଳାଭୂମିରେ ମହିଳା ପର୍ଯ୍ୟଟକଙ୍କୁ ଦୁର୍ବ୍ୟବହାର: ଥାନାରେ ମାମଲା
ପୁରୀ ବେଳାଭୂମିରେ ମହିଳା ପର୍ଯ୍ୟଟକଙ୍କୁ ଯୁବକଙ୍କ ଦୁର୍ବ୍ୟବହାର । ସମୁଦ୍ର ସ୍ନାନ ବେଳେ ମହିଳାଙ୍କୁ ଅଶ୍ଲୀଳ ବ୍ୟବହାର କଲେ ଯୁବକ । ଯୁବକଙ୍କୁ ଅଟକ ରଖି ପୋଲିସରେ ଜିମା ଦେଲେ ସମ୍ପୃକ୍ତ ମହିଳା ଓ ତାଙ୍କ ସ୍ୱାମୀ ।…
ପଞ୍ଚାୟତ ନିର୍ବାଚନରୁ ବାଦ୍ ପଡ଼ିଲା ଓବିସି ସଂରକ୍ଷଣ: ଏହି ଦିନ ପ୍ରକାଶ ପାଇଁ ପୁୁନଃ ସଂରକ୍ଷଣ ଡ୍ରାଫ୍ଟ ତାଲିକା
ଚଳିତ ପଞ୍ଚାୟତ ନିର୍ବାଚନରେ ରହିବନି ଓବିସି ସଂରକ୍ଷଣ । ସଂରକ୍ଷଣର ସାନି ତାଲିକା ପୁଣିଥରେ ପ୍ରକାଶ ପାଇବ । ଯେଉଁଠି ଓବିସିଙ୍କ ସଂରକ୍ଷଣ ରହିଛି ତାହା ସାଧାରଣ ବର୍ଗକୁ ସ୍ତାନାନ୍ତର ହେବ । ଏନେଇ ପଞ୍ଚାୟତରାଜ ବିଭାଗ…
ଇ-ମାର୍କେଟ ପୋର୍ଟାଲର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ; ମିଶନ ଶକ୍ତିରେ ମିଳିବ ୨୦୦ କୋଟି ପର୍ଯ୍ୟନ୍ତ ଋଣ
ରାଜ୍ୟରେ ମିଶନ ଶକ୍ତି ଆନ୍ଦୋଳନକୁ ଆହୁରି ଶକ୍ତିଶାଳୀ କରିବାପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଅନେକ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ସେମାନଙ୍କ ଉତ୍ପାଦିତ ଦ୍ରବ୍ୟର ମାର୍କେଟିଂ ବ୍ୟବସ୍ଥା ସହିତ ସୁଧ…
ଓଏଏସ ସ୍ତରରେ ବଡଧରଣର ଅଦଳବଦଳ: ଅଂଶୁମାନ ରଥଙ୍କୁ ପର୍ଯ୍ୟଟନ ବିଭାଗର ସ୍ୱତନ୍ତ୍ର ଦାୟିତ୍ୱ
ଭୁବନେଶ୍ୱର (ଓଡ଼ିଶା ଭାସ୍କର): ବୁଧବାର ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଶାସନିକ୍ସ୍ରରେ ବଡ ଧରଣର ଅଦଳ ବଦଳ କରାଯାଇଛି । ୬ ଜଣ ପ୍ରଶାସନିକ ଅଧିକାରୀଙ୍କୁ ବଦଳି କରାଯାଇଥିବା ବେଳେ ସସ୍ମିତା ମୁର୍ମୁଙ୍କୁ ବଡସାହିର ଆଡିସନାଲ…
(Video) ‘ପାଣି ନଦେଲେ ଭୋଟ ଦେବୁନି’… ନିର୍ବାଚନ ବର୍ଜନ ପାଇଁ ଚେତାବନୀ ଦେଲେ ଗ୍ରାମବାସୀ…
ଗଞ୍ଜାମ: ‘ପାନୀୟ ଜଳ ସମସ୍ୟା ଦୂର ନହେଲେ ଭୋଟ ବର୍ଜନ କରିବୁ’... ଏମିତି ଚେତାବନୀ ଦେଇ ପ୍ରତିବାଦ କରିଛନ୍ତି ଆସିକା ଚିନିଶିଳ୍ପ ନୂଆଗାଁର ବାସିନ୍ଦା । ୩ ଦଫା ଦାବିନେଇ ରାସ୍ତାରେ ପ୍ରତିବାଦ କରିଛନ୍ତି ଗ୍ରାମବାସୀ ।…
(Video) ‘ଭଲପାଇବା ବେଳେ କ’ଣ ର୍ୟାଙ୍କ ଦେଖି ଭଲ ପାଇଥିଲ?’… ସୁମିତଙ୍କୁ ତାତ୍ସଲ୍ୟ କଲେ ପବ୍ଲିକ ସ୍ପିକର
ବହୁଚର୍ଚ୍ଚିତ ତପସ୍ୱିନୀ- ଡାକ୍ତର ସୁମିତ୍ ପାରିବାରିକ କଳହ ମାମଲାରେ ଦିନକୁ ଦିନ ନୂଆ ଘଟଣା ଦେଖିବାକୁ ମିଳୁଛି । ଘଟଣା ସମାଧାନ ହେବା ପରିବର୍ତ୍ତେ, ଦିନକୁ ଦିନ ଛନ୍ଦି ହୋଇଚାଲିଛି । ଏପର୍ଯ୍ୟନ୍ତ ସୁମିତ୍ ସାମ୍ନାକୁ…
ଓମିକ୍ରନ ଭୟ: ରାଜଧାନୀରେ ଖ୍ରୀଷ୍ଟମାସ୍ ପାଳନ ଉପରେ ଲାଗିଲା ରୋକ୍, କଟକଣା ଜାରି କଲେ ମୁଖ୍ୟମନ୍ତ୍ରୀ
ଓମିକ୍ରନ ପାଇଁ ଫିକା ପଡ଼ିବ ଖ୍ରୀଷ୍ଟମାସ । ଓମିକ୍ରନକୁ ଲକ୍ଷ୍ୟରେ ରଖି ଦିଲ୍ଲୀରେ ଖ୍ରୀଷ୍ଟମାସ ପାଳନ ଉପରେ ରୋକ୍ ଲଗାଯାଇଛି । ଖ୍ରୀଷ୍ଟମାସ ଓ ନୂତନ ବର୍ଷ ଉତ୍ସବ ପାଳନ ପାଇଁ ଦିଲ୍ଲୀର ଏନ୍ସିଟି ପକ୍ଷରୁ ବାରଣ ହୋଇଛି …
ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ଉଦ୍ଧବ: ପରବର୍ତ୍ତୀ ଦାବିଦାର ଦୌଡ଼ରେ ଦୁଇ ଜଣ
ନୂଆଦିଲ୍ଲୀ: ଖୁବଶୀଘ୍ର ଉଦ୍ଧବ ଠାକରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବାକୁ ଯାଉଛନ୍ତି । ଉଦ୍ଧବଙ୍କର ସ୍ୱାସ୍ଥ୍ୟାବସ୍ଥା ଠିକ ରହୁନଥିବାରୁ ଏହି ଦାୟିତ୍ୱ ସେ ଆଉ କାହାକୁ ହସ୍ତାନ୍ତର କରିବାକୁ ଚାହୁଁଛନ୍ତି ।…