Browsing Category
Breaking News
ବୃଦ୍ଧାଙ୍କୁ ଦୁଷ୍କର୍ମ: ଦୋଷୀଙ୍କୁ ୨୦ ବର୍ଷ ସଜା
ଧର୍ମଗଡ଼: ୭୫ ବର୍ଷର ବୃଦ୍ଧାଙ୍କୁ ଦୁଷ୍କର୍ମ ମାମଲାରେ ଦୋଷୀକୁ ୨୦ ବର୍ଷ ଜେଲ୍ । ଦୋଷୀ ଭଗବତିଆ ଭୋଇକୁ ଦଣ୍ଡାଦେଶ କଲେ ଧର୍ମଗଡ଼ ଏଡିଜେ । ୨୦ ବର୍ଷ ଜେଲ୍ ଦଣ୍ଡ ସହ ୫୦ ହଜାର ଟଙ୍କା ଜରିମାନା ଆଦେଶ । ୨୦୧୯ରେ ଗୋଲାମୁଣ୍ଡା…
ଅଜଣା ବ୍ୟକ୍ତିଙ୍କ ସହ ରୋମାଣ୍ଟିକ୍ ଟ୍ରିପରେ ଗଲେ ଯୁବତୀ, ‘ଏପରି ମଜା କଲେ କି…ପରେ’
ଟିକଟକରେ ଏକ ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି, ଯେଉଁଠାରେ ଜଣେ ଯୁବତୀ ନିଜ ଡେଟିଂର ଅଜୀବ ଅନୁଭୂତିକୁ ସେୟାର କରିଛନ୍ତି । ଏବି ନାମକ ଟିକଟକ୍ ୟୁଜର କହିଛନ୍ତି ଯେ, କିଛି ଦିନ ପୂର୍ବରୁ ସେ ଅନଲାଇନ୍ ଡେଟିଂ ଆପ୍…
ସ୍ମାର୍ଟ ହେଲଥ କାର୍ଡରେ ସାମିଲ ହେଲା ନୟାଗଡ଼, ଉପକୃତ ହେବେ ୭ ଲକ୍ଷରୁ ଅଧିକ
ଭୁବନେଶ୍ୱର: ସ୍ମାର୍ଟ ହେଲଥ କାର୍ଡରେ ସାମିଲ ହେଲା ନୟାଗଡ଼ ଜିଲ୍ଲା । ଜିଲ୍ଲାରେ ବିଜୁ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ । ଏହାଦ୍ୱାରା ନୟାଗଡ଼ର ୭ ଲକ୍ଷରୁ ଅଧିକ ଲୋକ ଉପକୃତ ହେବେ ।…
ଗୋଟିଏ ଦିନ ପରେ ଚାଷୀଙ୍କ ଆକାଉଣ୍ଟକୁ ଆସିବ ୪୦୦୦ ଟଙ୍କା, ତୁରନ୍ତ ଚେକ୍ କରନ୍ତୁ ନିଜ ନାଁ
ନୂଆଦିଲ୍ଲୀ : ଚାଷୀଙ୍କ ପାଇଁ ଏକ ବଡ଼ ଖୁସି ଖବର ଆସିବାକୁ ଯାଉଛି । ଚାଷୀଙ୍କ ଆକାଉଣ୍ଟକୁ ଗୋଟିଏ ଦିନ ପରେ ଅର୍ଥାତ୍ ଡିସେମ୍ବର ୧୫ରେ ପିଏମ କିଷାନ ଯୋଜନାର ଟଙ୍କା ଟ୍ରାନ୍ସଫର କରିପାରନ୍ତି କେନ୍ଦ୍ର ସରକାର । ଚାଷୀଙ୍କ…
୧ କିଲୋ ଚା’ର ଦାମ୍ ୯୯,୯୯୯ ଟଙ୍କା, ଆସାମ ଟି’ ଦାମ୍ କଲା ରେକର୍ଡ
ନୂଆଦିଲ୍ଲୀ: ଆସାମର ଏକ ଚା' ବଗିଚାର ଏକ କିଲୋ ଗୋଲ୍ଡେନ୍ ଟିପ୍ ଚା' ପତିର ଦାମ୍ ୯୯, ୯୯୯ ଟଙ୍କା । ଏବେ ଏହା ସବୁଠାରୁ ରେକର୍ଡ ଦାମ୍ ରେ ନିଲାମ୍ କରାଯାଇଛି । ଗୌହାଟି ଚା' ନିଲାମ କେନ୍ଦ୍ରରେ ମଙ୍ଗଳବାର ଦିନ ଏହି…
(ଭିଡିଓ)ବିନା ସ୍ପର୍ଶରେ ଯାତ୍ରୀଙ୍କୁ ମିଳିବ ବୋର୍ଡିଂ ପାସ୍, ଦିଲ୍ଲୀରେ ରହିଛି ଏପରି ବ୍ୟବସ୍ଥା
ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାରୁ ଚିହ୍ନଟ ହୋଇଥିବା କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଏବେ ଭାରତରେ ନିଜର କାୟା ବିସ୍ତାର କରିବାରେ ଲାଗିଲାଣି । ଦେଶ ସହିତ ରାଜଧାନୀ ଦିଲ୍ଲୀରେ ବି ଓମିକ୍ରନ ଭାରିଆଣ୍ଟ ବିପଦ ବଢ଼ିବାରେ…
ଭିକି-କ୍ୟାଟଙ୍କ ରିସେପ୍ସନ୍ ପାର୍ଟିରେ ସାମିଲ ହେବେ ଏହି ବଲିଉଡ୍ ଷ୍ଟାର୍ସ, ତାଲିକାରେ ନାହାନ୍ତି ସଲମାନ୍ ଖାନ୍!
ମୁମ୍ବାଇ: ରାଜସ୍ଥାନରେ ରୟାଲ୍ ୱେଡିଂ ପରେ ପାୱାର୍ କପଲ୍ କାଟ୍ରିନା କୈଫ୍ ଓ ଭିକି କୌଶଲ ରିସେପସନ୍ ପାଇଁ ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି । ନୂତନ ବିବାହିତ କପଲ୍ ଙ୍କର ରିସେପସନ୍ ଏକଦମ୍ ଗ୍ରାଣ୍ଡ ହେବାକୁ ଯାଉଛି ।…
ଦୁଇଦିନ ପାଇଁ ବନ୍ଦ ରହିବ ବ୍ୟାଙ୍କ, ବାଧାପ୍ରାପ୍ତ ହେବ ସମସ୍ତ ବ୍ୟାଙ୍କିଂ ସେବା, ଜାଣନ୍ତୁ କେଉଁ କେଉଁ ଦିନ
ନୂଆଦିଲ୍ଲୀ: ଆଉ ଦିନଦିନ ପରେ ବ୍ୟାଙ୍କ ଦୁଇଦିନ ପାଇଁ ବନ୍ଦ ରହିବ । ତେଣୁ ଏହା ପୂର୍ବରୁ ଗ୍ରାହକମାନେ ନିଜର ସମସ୍ତ ବ୍ୟାଙ୍କିଂ କାର୍ଯ୍ୟ ସମାପ୍ତ କରିନେବା ନିହାତି ଦରକାର । ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିୟନ…
ବାହାଘରର ରୀତି ଚାଲିଥିବା ବେଳେ ବରକୁ ନେଇ ଘୋଡ଼ା ଛୁ’, ଦେଖନ୍ତୁ Viral Video
ନୂଆଦିଲ୍ଲୀ: ସୋସିଆଲ ଭିଡିଆରେ ବେଳେ ବେଳେ ଏପରି ଭିଡିଓ ସାମ୍ନାକୁ ଆସୁଛି, ଯାହାକୁ ଦେଖି ଲୋକମାନେ ବି ଆଶ୍ଚର୍ଯ୍ୟ ହୋଇପଡୁଛନ୍ତି । ଲୋକମାନେ ଆଶ୍ଚର୍ଯ୍ୟ ହେବା ସହିତ ଭିଡିସର ମଜା ବି ନେଉଛନ୍ତି । ଏପରି ଏକ ମଜାଳିଆ…
ସନ୍ଧ୍ୟା ହୋଇଗଲେ ଭୁବନେଶ୍ୱରର ଟ୍ରାଫିକ୍ ସମସ୍ୟା ଅସମ୍ଭାଳ: ଘଣ୍ଟା ଘଣ୍ଟା ଫସି ରହୁଛି ଆମ୍ବୁଲାନ୍ସ, ଛଟପଟ ହୋଇ ମରୁଛନ୍ତି ରୋଗୀ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦିନକୁ ଦିନ ରାଜଧାନୀ ଭୁବନେଶ୍ୱର ବିକାଶ ଦିଗରେ ଅଗ୍ରସର ହେଉଥିବା ବେଳେ ଏଠାରେ ଜନସମାଗମ ବଢ଼ିବାରେ ଲାଗିଛି । ସହରର ଜନସଂଖ୍ୟା ବ୍ୟତୀତ ବିଭିନ୍ନ ଜିଲ୍ଲାରୁ ଏଠାକୁ ଦୈନିକ ହଜାର ହଜାର ଲୋକ…