fbpx
Browsing Category

Breaking News

ଗୁଳିମାଡ କରି ଲୁଟ୍, ଜଣେ ମୃତ

ଢେଙ୍କାନାଳ, ୮ ।୧: ଢେଙ୍କାନାଳ ଜିଲ୍ଲା ଭୁବନରେ ୩ ଜଣଙ୍କ ଚାଷୀଙ୍କୁ ଗୁଳିମାଡ । ଏହି ଗୁଳିମାଡରେ ଜଣେ ଚାଷୀଙ୍କର ମୃତ୍ୟୁ ଘଟିଥିବା ବେଳେ ଅଳ୍ପକେ ବର୍ତ୍ତିଗଲେ ଆଉ ୨ ଚାଷୀ । ମୃତକ ଜଣଙ୍କ ହେଲେ ଭୁବନ କୁନିଦା ଗାଁର…

ଏକ ସୁଖୀ ବୈବାହିକ ଜୀବନ ପାଇଁ ପତିପତ୍ନୀଙ୍କୁ ଏମିତି କିଛି ଦିଗ ପ୍ରତି ଧ୍ୟାନ ଦେବାକୁ ପଡ଼ିଥାଏ

ବିବାହ ଉଭୟ ପତି ଓ ପତ୍ନୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ । ବେଳେବେଳେ ସାମାନ୍ୟ କାରଣକୁ ନେଇ ଉଭୟଙ୍କ ମଧ୍ୟରେ କଳହ ସୃଷ୍ଟି ହୋଇଥାଏ । ତେବେ ସେଥିପାଇଁ ଅନେକ କଥାକୁ ଆମକୁ ଧ୍ୟାନ ଦେବା ଦରକାର । କୁହାଯାଏ,…

ପରୀ ମାମଲା: ନାର୍କୋ ଟେଷ୍ଟକୁ ଅଭିଯୁକ୍ତର ନା

ଭୁବନେଶ୍ୱର,୮ ।୧(ଓଡିଶା ଭାସ୍କର): ବହୁଚର୍ଚ୍ଚିତ ନୟାଗଡ ଯଦୁପୁର ‘ପରୀ’ ମୃତ୍ୟୁ ମାମଲାରେ ଅଭିଯୁକ୍ତର ହେବନି ନାର୍କୋ ଟେଷ୍ଟ । ସହମତି ନମିଳିବାରୁ ଅନୁମତି ଦେଲେନି ଜୁଗେନାଇଲ ଜଷ୍ଟିସ ବୋର୍ଡ । ତେବେ ନାର୍କୋ…

ମୁଁ ଟିକା ନେବି: ଡିଏମଇଟି

ଭୁବନେଶ୍ୱର,୮ ।୧(ଓଡିଶା ଭାସ୍କର): ଆଜି ସାରା ଦେଶରେ ଟିକାକରଣକୁ ନେଇ ଡ୍ରାଏ ରନ୍ ହୋଇଛି । ଡ୍ରାଏ ରନକୁ ନେଇ ଡିଏମଇଟି ଡାକ୍ତର ସିବିକେ ମହାନ୍ତି ନିଜର ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ‘ଟିକାକରଣ ବେଳେ ଅସୁବିଧା…

ଶୋଇବାର ଷ୍ଟାଇଲରୁ ଜାଣିହେବ ଜଣକର ସ୍ୱାସ୍ଥ୍ୟ ଓ ସ୍ୱଭାବ ବିଷୟରେ, ଜାଣନ୍ତୁ କିପରି

ପ୍ରତ୍ୟେକ ଲୋକ ଭିନ୍ନ ଭିନ୍ନ ଷ୍ଟାଇଲରେ ବିଛଣାରେ ଶୋଇଥାନ୍ତି । ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଜଣେ ଲୋକର ଶୋଇବା ଷ୍ଟାଇଲରୁ ତା’ର ସ୍ୱାସ୍ଥ୍ୟ ଓ ସ୍ୱଭାବ ବିଷୟରେ ବହୁତ କିଛି ଜାଣିହୋଇଥାଏ । ସାଧାରଣତଃ ଲୋକମାନେ ତିନି…

ବିଷାକ୍ତ ମଦ ପିଇ ଚାଲିଗଲା ୪ ଜୀବନ

ବୁଲନ୍ଦଶହର,୮ ।୧: ମଦ ନେଲା ଜୀବନ । ଉତ୍ତରପ୍ରଦେଶର ବୁଲନ୍ଦଶହର ଜିଲ୍ଲାର ସିକନ୍ଦରାବାଦ ଗାଁ ଜୀତଗଡିରେ ବିଷାକ୍ତ ମଦକୁ ନେଇ ହଇଚଇ ସୃଷ୍ଟି ହୋଇଛି । ସେଠାରେ ବିଷାକ୍ତ ମଦ ପିଇବା କାରଣରୁ ୪ ଜଣଙ୍କର ମୃତ୍ୟୁ ହୋଇଥିବା…

ଖୋଲିଲା ଧବଳେଶ୍ୱର: ୧୧ରେ ସର୍ବସାଧାରଣ କରିବେ ଦର୍ଶନ

କଟକ, ୮ା୧ (ଓଡିଶା ଭାସ୍କର): ଆଜିଠାରୁ ଖୋଲିଛି କଟକର ଶୈବପୀଠ ଧବଳେଶ୍ୱର ମନ୍ଦିର । ତେବେ ମନ୍ଦିର ଖୋଲିଥିଲେ ମଧ୍ୟ ସର୍ବସାଧାରଣ ଆସନ୍ତା ୧୧ ତାରିଖରୁ ପ୍ରଭୁଙ୍କ ଦର୍ଶନ କରିପାରିବେ ବୋଲି କୁହାଯାଇଛି । ତେବେ ୮…

ପରୀ ହତ୍ୟା ମାମଲା: ଅଭିଯୁକ୍ତର ନାର୍କୋ ଟେଷ୍ଟ ଶୁଣାଣି ଆଜି

ନୟାଗଡ଼, ୮ା୧ (ଓଡିଶା ଭାସ୍କର): ନୟାଗଡ଼ ଜିଲ୍ଲା ଶିଶୁକନ୍ୟା ପରୀ ହତ୍ୟା ମାମଲାରେ ଆଜି ଅଭିଯୁକ୍ତ ନାବାଳକର ନାର୍କୋ ଟେଷ୍ଟ ଶୁଣାଣି ହେବ । ଏନେଇ ଜୁଭେନାଇଲ ଜଷ୍ଟିସ ବୋର୍ଡରେ ନାବାଳକକୁ ହାଜର କରିଛି ଏସଆଇଟି ।…

ରାଜ୍ୟରେ ଆଜି ୨୪୫ ପଜିଟିଭ୍ ଚିହ୍ନଟ, ୨ ମୃତ

ଭୁବନେଶ୍ୱର,୮।୧(ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ କମିବାରେ ଲାଗିଛିି । ଏହାରି ମଧ୍ୟରେ ଆଜି ପୁଣି ୨୪୫ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୪୧ ଜଣ ଓ ସ୍ଥାନୀୟ ଅଞ୍ଚଳରୁ…

ଆଜିଠାରୁ ଖୋଲିଲା ସ୍କୁଲ: ପରିଦର୍ଶନ କଲେ ମନ୍ତ୍ରୀ

ଭୁବନେଶ୍ୱର, ୮ା୧ (ଓଡିଶା ଭାସ୍କର): ଦୀର୍ଘଦିନର ପ୍ରତୀକ୍ଷା ପରେ ଆଜିଠାରୁ ଖୋଲିଛି ସ୍କୁଲ । ସ୍କୁଲ ଖୋଲିବା ନେଇ ସରକାରଙ୍କ ତରଫରୁ ଏକ ଗାଇଡଲାଇନ ପ୍ରସ୍ତୁତ କରାଯାଇଥିଲା । ପୂର୍ବରୁ ଏନେଇ ସ୍କୁଲ ଓ ଗଣଶିକ୍ଷା…