fbpx
Browsing Category

Breaking News

ଭୁବନେଶ୍ୱରରୁ ଆଜି ୬୧ ପଜିଟିଭ ଚିହ୍ନଟ, ୯୧ ସୁସ୍ଥ

ଭୁବନେଶ୍ୱର,୬।୧୧(ଓଡିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ ଏବେ କରୋନା ସଂକ୍ରମଣ କମିବାରେ ଲାଗିଛି । ଏହାରି ମଧ୍ୟରେ ଆଜି ଭୁବନେଶ୍ୱରରୁ ମାତ୍ର ୬୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ…

ମନ୍ଦିର ଖୋଲିବା ନେଇ କଣ କହିଲେ ବିଏମ୍‌ସି କମିଶନର ?

ଭୁବନେଶ୍ୱର,୬ ।୧୧(ଓଡିଶା ଭାସ୍କର): ରାଜଧାନୀରେ ଧର୍ମାନୁଷ୍ଠାନଗୁଡିକ ଖୋଲିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ । ସେ କହିଛନ୍ତି ଯେ, ରାଜଧାନୀରେ ଏବେ ମନ୍ଦିର ଖୋଲିବା ଆଶା କ୍ଷୀଣ ।…

ନିର୍ଦ୍ଦେଶକ ପଦରୁ ମନୋରଞ୍ଜନଙ୍କ ଇସ୍ତଫା

ଭୁବନେଶ୍ୱର,୬ ।୧୧(ଓଡିଶା ଭାସ୍କର): ନିର୍ଦ୍ଦେଶକ ପଦରୁ ଇସ୍ତଫା ଦେଲେ ମନୋରଞ୍ଜନ ଷଡଙ୍ଗୀ । ଓଡିଶା ଇନଫ୍ରା ଟେକ୍ ନିର୍ଦ୍ଦେଶକ ପଦରୁ ଆଜି ଇସ୍ତଫା ଦେଇଛନ୍ତି ମନୋରଞ୍ଜ । ଅସୁସ୍ଥତା କାରଣରୁ ଇସ୍ତଫା ଦେଇଥିବା ଚିଠିରେ…

ବିନା ଭକ୍ତରେ ପାଳନ ହେବ ବଡଓଷା

ଆଠଗଡ, ୬ ।୧୧(ଓଡିଶା ଭାସ୍କର) : କରୋନା ପାଇଁ ସମସ୍ତ ପର୍ବ ପର୍ବାଣିରେ କଟକଣା ଲାଗିଛି । ଏହାରି ମଧ୍ୟରେ ଧବଳେଶ୍ୱର ପୀଠରେ ବଡଓଷା ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ବିନା ଭକ୍ତରେ ବଡଓଷା ପାଳନ…

ଭିଜିଲାନ୍ସ ଜାଲରେ ଜୁନିଅର ଆକାଉଣ୍ଟାଣ୍ଟ

ବ୍ରହ୍ମପୁର,୬ ।୧୧(ଓଡିଶା ଭାସ୍କର): ବ୍ରହ୍ମପୁର ଭିଜିଲାନ୍ସ ଜାଲରେ ୨ ଜଣ ଜୁନିଅର ଆକାଉଣ୍ଟାଣ୍ଟ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ କରିଛି ଭିଜିଲାନ୍ସ । ବ୍ରହ୍ମପୁର ଡିଏଫଓ ଅଫିସ୍ର ଜୁନିଅର…

ଜନ୍ମମାଟିକୁ ଫେରିବେ ବିରଜୁ

ଭୁବନେଶ୍ୱର,୬ ।୧୧(ଓଡିଶା ଭାସ୍କର):୨୫ ବର୍ଷ ପରେ ସୁନ୍ଦରଗଡ଼ରେ ନିଜ ଜନ୍ମମାଟିକୁ ଫେରିବେ ବିରଜୁ । ବିରଜୁଙ୍କୁ ଆଣିବାକୁ ପଞ୍ଜାବର ଅମୃତସରକୁ ଯାଇଛି ଜିଲ୍ଲା ପ୍ରଶାସନର ଟିମ୍ । ଅଜାଣତରେ ସୀମା ଅତିକ୍ରମ କରିବାରୁ…

କଟକ ମେଡିକାଲରେ VRDL ଉଦଘାଟିତ

କଟକ,୬ ।୧୧(ଓଡିଶା ଭାସ୍କର): କଟକ SCB ମେଡିକାଲ ପରିସରରେ ଉଦ୍‌ଘାଟିତ ହୋଇଛି VRDL । VRDL ହେଉଛି ଭୂତାଣୁଜନିତ ରୋଗ ଗବେଷଣା ଓ ନିରୂପଣ ପରୀକ୍ଷାଗାର । VRDLରେ ହେବ କୋଭିଡ୍‌ ସମେତ ଅନ୍ୟ ଭୂତାଣୁଜନିତ ରୋଗର ପରୀକ୍ଷା…

ଆଜିଠାରୁ ହ୍ୱାଟ୍ସଆପରେ ଯିବ ଟଙ୍କା

ନୂଆଦିଲ୍ଲୀ,୬ ।୧୧: ହ୍ୱାଟ୍ସ ଆପ୍ ବ୍ୟବହାରକାରୀଙ୍କ ପାଇଁ ଆସିଛି ଖୁସି ଖବର । ଆଜିଠୁ ଦେଶରେ ହ୍ୱାଟ୍ସ ଆପ୍ ଜରିଆରେ ପଠାଇ ହେବ ଟଙ୍କା । ଏ ନେଇ ଭାରତୀୟ କର୍ତ୍ତୃପକ୍ଷଙ୍କ ଅନୁମତି ମିଳିଥିବା ସୂଚନା ମିଳିଛି ।…

ଭାରତରେ ପୁଞ୍ଜିନିବେଶ ପାଇଁ ଧର୍ମେନ୍ଦ୍ରଙ୍କ ଆହ୍ୱାନ

ନୂଆଦିଲ୍ଲୀ,୬ ।୧୧: ଭାରତ-ଓପେକ୍ ଚତୁର୍ଥ ଉଚ୍ଚସ୍ତରୀୟ ବୈଠକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମିଲ ହୋଇଛନ୍ତି । ଭାରତରେ ପୁଞ୍ଜିନିବେଶ ପାଇଁ ଓପେକ୍ ସଦସ୍ୟ ରାଷ୍ଟ୍ରଙ୍କୁ ନିମନ୍ତ୍ରଣ କରିବା ସହ ଶକ୍ତି…

ବିଧାନସଭା ହେବ ପେପରଲେସ୍

ଭୁବନେଶ୍ୱର,୬ ।୧୧(ଓଡିଶା ଭାସ୍କର): କରୋନା ସଂକ୍ରମଣ ପାଇଁ ବିଧାନସଭା ହେବ ପେପରଲେସ୍ । ଆଜିଠାରୁ ଏନେଇ ଆରମ୍ଭ ହେବ ଇ-ବିଧାନସଭା ତାଲିମ । ପ୍ରଥମ ପର୍ଯ୍ୟାୟରେ କର୍ମଚାରୀଙ୍କୁ ତାଲିମ ଦିଆଯିବ । ଏପ୍ରିଲ ମାସରେ…