Browsing Category

Breaking News

ଏଣିକି ସ୍ୱାମୀ ହତ୍ୟାକାରୀ ପାଇବେ ପରିବାର ପେନସନ, ଏନେଇ ଆସିଲା ହାଇକୋର୍ଟଙ୍କ ରାୟ

ଚଣ୍ଡିଗଡ଼, ୩୧ା୧: ପଞ୍ଜାବ ଓ ହରିୟାଣା ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । କୋର୍ଟଙ୍କ ରାୟ ଅନୁଯାୟୀ, ଜଣେ ସ୍ୱାମୀ ହତ୍ୟାକାରୀ ପରିବାର ପେନସନ୍ ପାଇବା କ୍ଷେତ୍ରରେ କୌଣସି ଆଇନଗତ ପ୍ରତିବନ୍ଧକ ରହିବ…

ଖୁବଶୀଘ୍ର ଖୋଲିବ ଝରାଫୁଲ ଡେଥ୍ ରହସ୍ୟ, ପୋଲିସକୁ ମିଳିଲା ପ୍ରମାଣ

ଭୁବନେଶ୍ୱର, ୩୧ା୧ (ଓଡିଶା ଭାସ୍କର): ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକଙ୍କ ମୃତ୍ୟୁ ଉପରୁ ସସପେନ୍ସ ହଟୁନାହିଁ । ୫ ଦିନ ପରେ ମଧ୍ୟ ଅନ୍ୟ ଜଣେ ସହଯୋଗୀଙ୍କୁ ପୋଲିସ ଧରିବାରେ ବିଫଳ ହୋଇଛି ।…

ଆଜିଠାରୁ ଆରମ୍ଭ ହେଲା ସମଲେଶ୍ୱରୀରୁ ଟୁରିଷ୍ଟ ବସ୍ ସେବା

ସମ୍ବଲପୁର, ୩୧ା୧ (ଓଡିଶା ଭାସ୍କର): ପଶ୍ଚିମ ଓଡ଼ିଶାର ଆରାଧ୍ୟ ଦେବୀ ମା’ ସମଲେଶ୍ୱରୀ ମନ୍ଦିରରୁ ଆଜିଠାରୁ ଟୁରିଷ୍ଟ ବସ୍ ସେବା ଆରମ୍ଭ ହୋଇଛି । ଓଡ଼ିଶା ଟୁରିଜିମ୍ ଡେଭଲପମେଣ୍ଟ କର୍ପୋରେସନ୍ (ଓଟିଡିସି) ଅଧ୍ୟକ୍ଷା…

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୫ ହଜାର ଟପିଲା

ଭୁବନେଶ୍ୱର, ୩୧ା୧ (ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ଏହା ମଧ୍ୟରେ ଆଜି ପୁଣି ୧୧୪ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୬୮ ଓ ସ୍ଥାନୀୟ ଅଞ୍ଚଳରୁ…

କରୋନା ଲଢ଼େଇରେ ବିଶ୍ୱରେ ଉଦାହରଣ ସୃଷ୍ଟି କରିଛି ଭାରତ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୩୧ା୧: ୨୦୨୧ର ପ୍ରଥମ ‘ମନ୍ କୀ ବାତ୍’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେଇ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ମୋଦି ଦିଲ୍ଲୀରେ ତ୍ରିରଙ୍ଗା ଅପମାନ ଦେଶବାସୀଙ୍କୁ…

ବାଘ ମୃତ୍ୟୁ ମାମଲା: ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ଗଞ୍ଜାମ, ୩୧ା୧ (ଓଡିଶା ଭାସ୍କର): ଗତ ଶୁକ୍ରବାର ଦିନ ଗଞ୍ଜାମ ଜିଲ୍ଲାର ବୁଗୁଡ଼ାରେ ଘଟିଥିବା ବାଘମୃତ୍ୟୁ ମାମଲାରେ ବନ ବିଭାଗ ପକ୍ଷରୁ ୬ ଜଣଙ୍କୁ ଗିରଫ କରାଯାଇଛି । ବାରହା ଫାଶରେ ପଡ଼ିବା ପରେ ବାଘଟିର ମୃତ୍ୟୁ ହୋଇଥିଲା…

୨୪ ବର୍ଷ ପରେ ଧରାପଡ଼ିଲା ଜାଲିଆତି, ଚାକିରିରୁ ବିଦାହେଲେ ବରିଷ୍ଠ କିରାଣି

ମାଲକାନଗିରି, ୩୧ା୧ (ଓଡିଶା ଭାସ୍କର): ଜାଲ୍ ଜାତି ପ୍ରମାଣପତ୍ର ଦେଇ ଚାକିରି କରିଥିବା ଅଭିଯୋଗରେ ମାଲକାନଗିରି ଜିଲ୍ଲାରେ ଜଣେ ବରିଷ୍ଠ କିରାଣି ଚାକିରିରୁ ବହିଷ୍କାର ହୋଇଛନ୍ତି । ଜିଲ୍ଲାର ବରିଷ୍ଠ କିରାଣି…

ଦେଶରେ କରୋନା ମୃତ୍ୟୁସଂଖ୍ୟା ୧୨୭, ୧୩ ହଜାର ଆକ୍ରାନ୍ତ

ନୂଆଦିଲ୍ଲୀ, ୩୧ା୧: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୧୨୭ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୪ ହଜାର ୨୭୪କୁ ବୃଦ୍ଧି…

ଫେବ୍ରୁଆରୀ ୧୫ ପର୍ଯ୍ୟନ୍ତ ୪ଟି ସହରରେ ବଢ଼ିଲା ନାଇଟ୍ କର୍ଫ୍ୟୁ ଅବଧି, ଜାଣନ୍ତୁ କେଉଁଠି?

ଅହମ୍ମଦାବାଦ,୩୦ ।୧: ଦେଶରେ କରୋନା ସ୍ଥିତି ପୂର୍ବ ଅପେକ୍ଷା କମିଥିଲେ ମଧ୍ୟ କେତେକ ରାଜ୍ୟରେ ସଂକ୍ରମଣ ବଢି ଚାଲିଛି । କୋଭିଡ ଟିକା ଆସିବା ପରେ ବି ସରକାର ଏହି ଦିଗରେ ଅଧିକ ସତର୍କତା ଅବଲମ୍ବନ କରୁଛନ୍ତି । ସେହିପରି…

ନୃଶଂସତାର ସୀମା ଟପିଲା: ମାଆକୁ ହତ୍ୟାକଲା ପୁଅ

ଚାଇଁବସା, ୩୦ା୧: କଳିଯୁଗରେ ଦେଖିବାକୁ ମିଳିଛି ଜଣେ ପୁତ୍ରର ନୃଶଂସତା । ପୁଅଟି ଜନ୍ମକଲା ମାକୁ ହତ୍ୟା କରିବାକୁ ପଛାଇନାହିଁ । ଏପରି ଏକ ଘଟଣା ଘଟିଛି ଝାଡ଼ଖଣ୍ଡରେ । ତେବେ ଏହି ଲୋମଟାଙ୍କୁରା ହତ୍ୟାକାଣ୍ଡ ଘଟାଇଛି ୩୫…