Browsing Category

Breaking News

ଡିସେମ୍ୱର ୧୬ରୁ ସିଟିଇଟି ଯୋଗ୍ୟତା ପରୀକ୍ଷା, ୨ଟି ସିଫ୍ଟରେ ହେବ ପରୀକ୍ଷା

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍): ଚଳିତବର୍ଷ ଡିସେମ୍ବର କେନ୍ଦ୍ରୀୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା ( ସଟିଇଟି) ଆରମ୍ଭ ହେବ । ଯାହା ୧୬ରୁ ୨୦୨୨ ଜାନୁଆରୀ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ । ଏନେଇ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା…

ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍

ସମ୍ବଲପୁର(ଓଡ଼ିଶା ଭାସ୍କର): ବର୍ଷା ଯୋଗୁଁ ବଢ଼ୁଛି ଜଳସ୍ତର, ଯାହା ଫଳରେ ହୀରାକୁଦ ଡ୍ୟାମର ଆଉ ୪ଟି ଗେଟ୍ ଖୋଲାଯାଇଛି । ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରର ୧୨ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି । ସକାଳ ୬ଟା ସୁଦ୍ଧା…

SCBରେ ଆଉ ଜଣେ ଇକମୋ ଚିକିତ୍ସାଧୀନ ରୋଗୀଙ୍କ ମୃତ୍ୟୁ

କଟକ(ଓଡ଼ିଶା ଭାସ୍କର): ଏସସିବିରେ ଆଉ ଜଣେ ଇକମୋ ଚିକିତ୍ସାଧୀନ ରୋଗୀଙ୍କର ମୃତ୍ୟୁ ହୋଇଛି । ଇକମୋ ସେବା ଆରମ୍ଭ ପରେ ଚତୁର୍ଥ ରୋଗୀ ଭାବେ ସେ ଆଖି ବୁଜିଛନ୍ତି । ମୃତକ ନିଶ୍ଚିତକୋଇଲି ଅଞ୍ଚଳର ଜଣେ ମହିଳା ହୋଇଥିବା…

ଓଏଏସ ସ୍ତରରେ ଏକ ବଡ଼ଧରଣର ବଦଳି, ଭୁବନେଶ୍ୱର ଜେଲ୍‌ ନିର୍ଦ୍ଦେଶାଳୟରେ ଅତିରିକ୍ତ ଆଇଜି ଭାବେ ଦାୟିତ୍ୱ ସମ୍ଭାଳିବେ ବରିଷ୍ଠ ଓଏଏସ୍‌ ସୀତାରାମ…

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ରାଜ୍ୟ ସରକାର ବୁଧବାର ଓଏଏସ ଅଫିସରସ୍ତରରେ ଏକ ବଡ଼ଧରଣର ବଦଳି କରିଛନ୍ତି । ୪ଜଣ ବରିଷ୍ଠ ଓଏଏସ ଅଫିସରଙ୍କ ସମେତ ମୋଟ ୪୩ଜଣ ଓଏଏସ୍‌ ଅଫିସରଙ୍କ ବଦଳି ହୋଇଛି । ରାଜସ୍ୱ ଓ ବିର୍ଯ୍ୟୟ…

ପୁତ୍ରହନ୍ତା ଜଲାଦ୍ ବାପାକୁ ଧରିଲା ପୋଲିସ, ୧୩ ଦିନ ହେବ ଥିଲା ଫେରାର

ବାରଙ୍ଗ (ଭାସ୍କର ନ୍ୟୁଜ୍‌): ବାରଙ୍ଗ ଥାନା ଅନ୍ତର୍ଗତ ବେଣ୍ଟୁଆ ଗ୍ରାମର ଯଦୁମଣୀ ମୁଣ୍ଡା ନିଜ ବନ୍ଧୁକ ଦ୍ୱାରା ପୁଅକୁ ଗୁଳି କରି ଗଣେଶ ପୂଜା ଦିନ ଘଟଣା ସ୍ଥଳରୁ ଫେରାର ହୋଇଯାଇଥଲା । ଏହି ଘଟଣାରେ ୧୩ ଦିନ ପରେ ବାରଙ୍ଗ…

୨୪ରେ ଆଉ ଏକ ଲଘୁଚାପ, ୨୫ରୁ ପ୍ରବଳ ଛେଚିବ

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ତେବେ ୨୫ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ ବୋଲି ଭୁବନେଶ୍ୱର…

ପୁଣି ସଙ୍କଟରେ IPL; ନଟରାଜନ କରୋନା ପଜିଟିଭ

ନୂଆଦିଲ୍ଲୀ: କରୋନା କାରଣରୁ ଆଇପିଏଲକୁ ଅଧାରେ ରଖାଯାଇଥିବା ବେଳେ ବର୍ତ୍ତମାନ ଏହାକୁ ୟୁଏଇ ସ୍ଥାନାନ୍ତର କରାଯାଇଛି । ବୁଧବାର ସନରାଇଜର୍ସ ହାଇଦ୍ରାବାଦର ଖେଳାଳି ଟି ନଟରାଜନ କରୋନା ପଜିଟିଭ ହେବା ସହିତ ଆଇପିଏଲକୁ ନେଇ…

ଆପଣ ୧୦, ୧୫ ନା ୨୦….. କେତେ ବର୍ଷରେ କୋଟିପତି ହେବାକୁ ଚାହାନ୍ତି, ଏହା ହେଉଛି ନିବେଶ କରିବାର ଫର୍ମୂଲା

ନୂଆଦିଲ୍ଲୀ: ଆଜିକାଲି ସମସ୍ତେ କମ୍ ସମୟ ମଧ୍ୟରେ ପୁଳା ପୁଳା ଟଙ୍କା ରୋଜଗାର କରିବାକୁ ଚାହାନ୍ତି । ସେଥିପାଇଁ ଅନେକ ଲୋକ ଭିନ୍ନ ଭିନ୍ନ ତରିକା ଆପଣାଇଥାନ୍ତି । ସେଥିମଧ୍ୟରୁ ନିବେଶ ହେଉଛି ଏକ ପ୍ରକୃଷ୍ଟ ମାଧ୍ୟମ ।…

ସ୍କୁଲ ଭିତରେ ଶିକ୍ଷୟିତ୍ରୀଙ୍କ ତଣ୍ଟି କାଟିଲା ସ୍ୱାମୀ

ବଲାଙ୍ଗିର(ଓଡ଼ିଶା ଭାସ୍କର): ସ୍କୁଲ ଭିତରେ ପଶି ଶିକ୍ଷୟିତ୍ରୀ ପତ୍ନୀଙ୍କ ତଣ୍ଟି କାଟିଛି ସ୍ୱାମୀ । ଏଭଳି ଅଘଟଣ ବଲାଙ୍ଗିର ଜିଲ୍ଲା ପୁଇଁତଳା ତାନା ଦୁର୍ଗାପାଲ୍ଲୀ ଉଚ୍ଚ ବିଦ୍ୟାଳୟରେ ଘଟିଯାଇଛି । ସ୍ୱାମୀର ଆକ୍ରମଣ…

ଏହି ଦେଶରେ ରହିଛି ଚମତ୍କାରୀ ଶିବ ମନ୍ଦିର: ସେଠାରେ କେବେବି ଲିଭୁନାହିଁ ଅଗ୍ନିକୁଣ୍ଡ, ବୈଜ୍ଞାନିକମାନେ ବି ଆଶ୍ଚର୍ଯ୍ୟ

ପାକିସ୍ତାନ ଭଳି ବାଂଲାଦେଶ ରେ ବି ହିନ୍ଦୁ ଓ ସେମାନଙ୍କ ଧାର୍ମିକ ସ୍ଥାନକୁ ଟାର୍ଗେଟ କରାଯାଉଛି । କିନ୍ତୁ ଏହା ସତ୍ତ୍ୱେ ସେଠାରେ ଥିବା ପ୍ରାଚୀନ ଶିବ ମନ୍ଦିର ଲୋକଙ୍କ ଆସ୍ଥାର ପ୍ରତୀକ ହୋଇଛି । ବହୁ ଦୂରଦୂରାନ୍ତରୁ…