Browsing Category
Breaking News
ଏପ୍ରିଲ ୧ ରୁ ମୋବାଇଲରେ କଥା ହେବା ଓ ଇଣ୍ଟରନେଟ୍ ବ୍ୟବହାର ହେବ ମହଙ୍ଗା
ନୂଆଦିଲ୍ଲୀ,୧୭ ।୨: ଟେଲିକମ୍ କମ୍ପାନୀଗୁଡିକ ଆସନ୍ତା ମାସରେ ଟାରିଫ୍ ପ୍ଲାନ ବଢାଇପାରନ୍ତି । ଯେଉଁ କାରଣରୁ ମୋବାଇଲରେ କଥା ହେବା ଏବଂ ଇଣ୍ଟରନେଟ୍ ବ୍ୟବହାର କରିବା ଗ୍ରାହକମାନଙ୍କୁ ମହଙ୍ଗା ପଡିପାରେ । ଟେଲିକମ୍…
ଫାଶୀଖୁଣ୍ଟରେ ଝୁଲିବେ ପ୍ରଥମ ମହିଳା କଏଦୀ: କରିଥିଲେ ୭ ଜଣଙ୍କୁ ହତ୍ୟା
ମଥୁରା, ୧୭ା୨: ସ୍ୱାଧୀନ ଭାରତର ଇତିହାସରେ ପ୍ରଥମ ଥର ଏପରି ଏକ ଘଟଣା ଦେଖିବାକୁ ମିଳିବ । ଜଣେ ମହିଳା କଏଦୀଙ୍କୁ ଫାଶୀଖୁଣ୍ଟରେ ଝୁଲାଯିବ । ଉତ୍ତରପ୍ରଦେଶର ମଥୁରାର ଜଣେ ମହିଳା ଶବନମ ଝୁଲିବେ ଫାଶୀଖୁଣ୍ଟରେ । ଶବନବ ନିଜ…
ନବମ ଦିନରେ ତୈଳ ଦରବୃଦ୍ଧି: ପେଟ୍ରୋଲ ତିନି ଅଙ୍କ ଟପିଲା
ନୂଆଦିଲ୍ଲୀ, ୧୭ା୨: ଦେଶରେ ଲଗାତର ତୈଳ ଦର ବଢ଼ିଚାଲିଛି । କ୍ରମାଗତ ଭାବେ ନବମ ଦିନ ପାଇଁ ଦେଶରେ ତୈଳ ଦଳ ବୃଦ୍ଧି ପାଇଛି । ରାଜସ୍ଥାନରେ ପେଟ୍ରୋଲ ଲିଟର ୧୦୦ ଟଙ୍କା ଅତିକ୍ରମ କରିଛି । ରାଜସ୍ଥାନର ଶ୍ରୀଗଙ୍ଗାନଗରରେ…
ଆଜି ଶ୍ରୀଜଗନ୍ନାଥଙ୍କ ବନକଲାଗି ନୀତି: ୪ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ
ପୁରୀ, ୧୭ା୨ (ଓଡିଶା ଭାସ୍କର): ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଏହି ଅବସରରେ ୪ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ । ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ ଦତ୍ତମହାପାତ୍ର ସେବକ ।…
ଦେଶରେ ୨୪ ଘଣ୍ଟାରେ ୧୦୦ ମୃତ, ୧୧ ହଜାର ଆକ୍ରାନ୍ତ
ନୂଆଦିଲ୍ଲୀ, ୧୭ା୨: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୯୦ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୫ ହଜାର ୯୧୩କୁ ବୃଦ୍ଧି…
ପର୍ସରେ ଅଶ୍ଲୀଳ ଫଟୋ ରଖନ୍ତୁ ନାହିଁ, ଜୀବନ ହୋଇଯିବ ବର୍ବାଦ
ଅର୍ଥ ସମ୍ବନ୍ଧୀୟ ସମସ୍ୟାକୁ ଦୂର କରିବା ପାଇଁ ଶାସ୍ତ୍ରରେ ଅନେକ ନିୟମ ଉଲ୍ଲେଖ ରହିଛି । ଏହି ନିୟମକୁ ମାନି ଚଳିଲେ ଜଣକର ଜୀବନରେ କେବେ ବି ଅର୍ଥ ସମସ୍ୟା ରହିବ ନାହିଁ । ସାଧାରଣତଃ ସମସ୍ତଙ୍କ ପାଖରେ ପର୍ସ ଥାଏ । ଆପଣ…
ବ୍ରିଜ୍ ତଳକୁ ଖସିଲା ଅଟୋ: ୨ ମୃତ, ୧୭ ଆହତ
ବରଗଡ଼, ୧୭ା୨ (ଓଡିଶା ଭାସ୍କର): ବରଗଡ଼ର ବିଜେପୁରରେ ଏକ ଅଟୋ ଓଲଟି ୨ ଜଣଙ୍କର ମୃତ୍ୟୁ ଘଟିଥିବା ସହ ୧୭ ଜଣ ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ, ବରଯାତ୍ରୀ ନେଇ ଫେରୁଥିବା ବେଳେ ଅଟୋଟି ବିଜେପୁରର ସରନାପାଲି ବ୍ରିଜ୍ ତଳକୁ…
ଅନରକିଲିଂ: ଦେଢ଼ ଲକ୍ଷ ଟଙ୍କା ସୁପାରି ଦେଇ ଝିଅକୁ ଜାଳିଦେଲେ ପରିବାରଲୋକେ
ନୂଆଦିଲ୍ଲୀ, ୧୭ା୨: ଉତ୍ତରପ୍ରଦେଶରେ ଏକ ଲଜ୍ଜାଜନକ ନିନ୍ଦନୀୟ ଘଟଣା ଘଟିଛି । ପରିବାର ଲୋକେ ସୁପାରି ଦେଇ ନିଜର ଜନ୍ମିତ ଝିଅକୁ ପୋଡ଼ି ମାରିଦେଇଛନ୍ତି । ଅନ୍ୟ ଧର୍ମର ଜଣେ ଯୁବକଙ୍କ ସହିତ ଝିଅଟିର ପ୍ରେମ ସମ୍ପର୍କ…
ଆସନ୍ତାକାଲିଠାରୁ ବଜେଟ୍ ଅଧିବେଶନ: ୨୨ରେ ଆଗତ ହେବ ବଜେଟ୍
ଭୁବନେଶ୍ୱର, ୧୭ା୨ (ଓଡିଶା ଭାସ୍କର): କରୋନା କଟକଣା ମଧ୍ୟରେ ଆସନ୍ତାକାଲି ଠାରୁ ବଜେଟ୍ ଅଧିବେଶନ ଆରମ୍ଭ ହେବ । ତେବେ ବଜେଟ୍ ଅଧିବେଶନ ଦୁଇଟି ପର୍ଯ୍ୟାୟରେ ଚାଲିବ । ପ୍ରଥମ ପର୍ଯ୍ୟାୟ ଫେବୃଆରୀ ୧୮ରୁ ୨୭ ତାରିଖ…
ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୨୪.୨୮ ଲକ୍ଷ ଛୁଇଁଲା
ନୂଆଦିଲ୍ଲୀ, ୧୭ା୨: କରୋନାର ପ୍ରଭାବ କ୍ରମଶଃ କମିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ୨୪ ଲକ୍ଷ ୨୮ ହଜାର ୨୫୬ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ୮ କୋଟି ୪୮ ଲକ୍ଷ ୩୩ ହଜାର ୧୦୯ ଜଣ ସୁସ୍ଥ ହୋଇଛନ୍ତି । ମୋଟ…