Browsing Category

Breaking News

କୋଟିଆ ମାମଲାରେ ଆନ୍ଧ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ୍

ନୂଆଦିଲ୍ଲୀ,୧୨ ।୨: ସୁପ୍ରିମକୋର୍ଟରେ କୋଟିଆ ମାମଲାର ଆଜି ଶୁଣାଣି ହୋଇଛି । ଓଡିଶାର ଆବେଦନ ଉପରେ ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ । ଓଡିଶାରେ ପଞ୍ଚାୟତ ନିର୍ବାଚନ ନେଇ ସୁପ୍ରିମକୋର୍ଟ ଆନ୍ଧ୍ରର ସ୍ପଷ୍ଟୀକରଣ…

ଭାଲେଣ୍ଟାଇନ୍ସ ଡେ : ଫେବୃଆରୀ ୧୪ ରେ ଏହି ୫ ନାମ ଥିବା ବ୍ୟକ୍ତିଙ୍କୁ ମିଳିବ ପ୍ରକୃତ ପ୍ରେମ

ଏବେ ଚାଲିଛି ପ୍ରେମ ସପ୍ତାହ ବା ଭାଲେଣ୍ଟାଇନ୍ସ ଡେ । ତେବେ ଆପଣ ନିଜ ନାଁ ମାଧ୍ୟମରେ ନିଜର ପ୍ରେମ ବିଷୟରେ ସବୁକିଛି ଜାଣିପାରିବେ । ଏଥର ଭାଲେଣ୍ଟାଇନ୍ସ ଡେ ମଧ୍ୟ କିଛି ବିଶେଷ ରହିଛି । କାହିଁକି ନା ପ୍ରତ୍ୟେକ…

ଖୁବଶୀଘ୍ର ହାଇଟେକ୍ ଜମାକାରୀ ଫେରିପାଇବେ ସେମାନଙ୍କର ପ୍ରାପ୍ୟ

ଭୁବନେଶ୍ୱର, ୧୨ା୨ (ଓଡିଶା ଭାସ୍କର): ଖୁବଶୀଘ୍ର ହାଇଟେକ ଜମାକାରୀଙ୍କୁ ମିଳିବ ସେମାନଙ୍କର ଟଙ୍କା । ଏ ନେଇ ଅର୍ଥ ବିଭାଗ ପକ୍ଷରୁ ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି । ଜମାକାରୀମାନେ ଟଙ୍କା ଫେରସ୍ତ ପାଇବା ପାଇଁ…

ଜନ୍ମଦିନ ପାର୍ଟିରେ ବନ୍ଧୁଙ୍କୁ ହତ୍ୟା: ୪ ଗିରଫ

ନୂଆଦିଲ୍ଲୀ, ୧୨ା୨: ଦିଲ୍ଲୀର ମଙ୍ଗଳପୁରୀ ଅଞ୍ଚଳରେ ଏକ ଜନ୍ମଦିନ ପାର୍ଟିରେ ଜଣେ ଯୁବକଙ୍କୁ ଛୁରୀ ଭୁସି ହତ୍ୟା କରାଯାଇଛି । ରିଙ୍କୁ ଶର୍ମା ନାମକ ଜଣେ ଯୁବକଙ୍କୁ ଚାରି ଜଣ ଯୁବକ ହତ୍ୟା କରିଥିବା ଅଭିଯୋଗ ହୋଇଛି । ତେବେ…

ଆସନ୍ତା ୧୮ରେ ଆଇପିଏଲ-୧୪ ନିଲାମ: ଚୂଡ଼ାନ୍ତ ତାଲିକାରେ ଓଡ଼ିଶାର ଶୁଭ୍ରାଂଶୁ ଓ ପୋଦ୍ଦାର

ଭୁବନେଶ୍ୱର, ୧୨ା୨ (ଓଡିଶା ଭାସ୍କର): ଆଇପିଏଲ-୧୪ ସିଜିନ ପାଇଁ ଆସନ୍ତା ୧୮ ତାରିଖରେ ନିଲାମ କରାଯିବ । ତେବେ ୨୯୨ ଜଣ ଖେଳାଳି ଚୂଡ଼ାନ୍ତ ତାଲିକାରେ ସ୍ଥାନ ପାଇଥିବା ବେଳେ ଓଡ଼ିଶାରୁ ଦୁଇଜଣ ଖେଳାଳି ସ୍ଥାନ ପାଇଛନ୍ତି ।…

ରିମାଣ୍ଡରେ ଗଲେ ପାଠକ ବାପ-ପୁଅ

ଭୁବନେଶ୍ୱର,୧୨ ।୨(ଓଡିଶା ଭାସ୍କର): ଦିନିକିଆ ରିମାଣ୍ଡରେ ଗଲେ ଅଭୟକାନ୍ତ ପାଠକ ଓ ପୁଅ ଆକାଶ ପାଠକ । ବ୍ରହ୍ମପୁର ଜେଲରୁ ଉଭୟଙ୍କୁ ରିମାଣ୍ଡରେ ନେଇଛି ପୋଲିସ । ଉଭୟଙ୍କୁ ରିମାଣ୍ଡରେ ନେଇଛି ଗୋଳନ୍ଥରା ଥାନା ପୋଲିସ ।…

ମୋଦି ସରକାର ଚୀନ ପାଖରେ ଆତ୍ମସମର୍ପଣ କରିଛନ୍ତି: ରାହୁଲ

ନୂଆଦିଲ୍ଲୀ, ୧୨ା୨: ପୂର୍ବ ଲଦାଖରେ ଚୀନ ସହ ଭାରତର ଉତ୍ତେଜନା ନେଇ ସରକାରଙ୍କୁ ସମାଲୋଚନା କରିଛନ୍ତି ପୂର୍ବତନ ଏଆଇସିସି ସଭାପତି ରାହୁଲ ଗାନ୍ଧି । ରାହୁଲ ଅଭିଯୋଗ କରିଛନ୍ତି ଯେ, ମୋଦି ସରକାର ଭାରତର କିଛି ଅଂଶ ଚୀନକୁ…

SCB ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଉଚ୍ଛେଦ ଆରମ୍ଭ

କଟକ,୧୨ ।୨(ଓଡିଶା ଭାସ୍କର): କଟକ SCB ମେଡିକାଲ ପାଇଁ ସମ୍ପ୍ରସାରଣ ପ୍ରସଙ୍ଗରେ ଦ୍ୱିତୀୟ ପର୍ଯ୍ୟାୟ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି । ତାଳଦଣ୍ଡା କେନାଲ ରାସ୍ତାରୁ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି । ରାଣୀହାଟ…

ଦେଶରେ ୨୪ ଘଣ୍ଟାରେ ୮୭ ମୃତ

ନୂଆଦିଲ୍ଲୀ, ୧୨ ।୨: ଦେଶରେ କରୋନା ସଂକ୍ରମଣ କମିବାରେ ଲାଗିଛି । ଦେଶରେ ୧ ଲକ୍ଷ ୫୫ ହଜାର ୪୪୭ ମୃତକଙ୍କ ସଂଖ୍ୟା ପାର ହୋଇଥିବା ବେଳେ ୨୪ ଘଣ୍ଟାରେ ଚିକିତ୍ସାଧୀନ ଅବସ୍ଥାରେ ୮୭ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଦିନକରେ…

ବିଦ୍ୟୁତ ଆଘାତରେ ଦମ୍ପତି ମୃତ

ଅନୁଗୁଳ,୧୨ ।୨(ଓଡିଶା ଭାସ୍କର): ଅନୁଗୁଳ କଣିହାଁ ଥାନା ସାନଜୋରଡା ଗାଁରେ ଘଟିଯାଇଛି ଏକ ଦୁଃଖଦ ଘଟଣା। ବିଦ୍ୟୁତ ଆଘାତରେ ପାଞ୍ଚାଳି ସାହୁ ଓ ସ୍ୱାମୀ ଦୁଃଖବନ୍ଧୁ ସାହୁଙ୍କର ମୃତ୍ୟୁ ଘଟିଛି । ରାତିରେ ଶୋଇଥିବା ବେଳେ…