Browsing Category
Breaking News
ଅଗ୍ନିକାଣ୍ଡ: ଜଳିଗଲା ୪ ବସ୍ ଓ ୧ ସ୍କର୍ପିଓ
ଭଦ୍ରକ, ୧୦ା୨ (ଓଡିଶା ଭାସ୍କର): ଭଦ୍ରକରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟି ୪ଟି ବସ୍ ଓ ଗୋଟିଏ ସ୍କର୍ପିଓ ଜଳିଯାଇଛି । ଟାଉନ ଥାନା ଡାହାଣୀଗଡ଼ିଆ ସ୍ଥିତ ହରିଶଙ୍କର ଗ୍ୟାରେଜରେ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି ।…
ଆଜିଠାରୁ ଖୋଲିବ ଇଞ୍ଜିନିୟରିଂ କଲେଜ
ଭୁବନେଶ୍ୱର, ୧୦ା୨ (ଓଡିଶା ଭାସ୍କର): ଆଜିଠାରୁ ଖୋଲିବ ରାଜ୍ୟର ସମସ୍ତ ଇଞ୍ଜିନିୟରିଂ କଲେଜ । ତେବେ କୋଭିଡ୍ ଗାଇଡଲାଇନ୍ ପାଳନ କରାଯିବା ସହ ପାଠପଢ଼ା ଆରମ୍ଭ ହେବ ବୋଲି କୁହାଯାଇଛି । ଆସନ୍ତା ୧୭ ତାରିଖଠାରୁ ପାଠପଢ଼ା…
ଆଜି ଟେଡି: ପାର୍ଟନରଙ୍କୁ ଉପହାର ଦେବାକୁ ହୋଇଯାଆନ୍ତୁ ରେଡି
ଟେଡି ଡେ ଫେବୃଆରୀ ମାସ ୧୦ ତାରିଖରେ ପାଳନ କରାଯାଏ । ଏହି ଦିବସରେ ପ୍ରେମିକ ପ୍ରେମିକାମାନେ ଟେଡି ଉପହାର ଦେଇ ସାଥୀଙ୍କୁ ନିଜର ଭାବନା ପରିପ୍ରକାଶ କରିଥାନ୍ତି ।
ବଜାରରେ ବିଭିନ୍ନ ରଙ୍ଗ ଓ ଆକୃତିର ଟେଡି ମିଳିଥାଏ ।…
୧ ଲକ୍ଷ ୭୦ ହଜାର କୋଟିର ବଜେଟକୁ ମିଳିଲା ମଞ୍ଜୁରୀ, ଆସନ୍ତା ୨୨ରେ ଉପସ୍ଥାପିତ ହେବ ବିଧାନସଭାରେ
ଭୁବନେଶ୍ୱର, ୯ା୨ (ଓଡିଶା ଭାସ୍କର): ଆଜି ରାଜ୍ୟ କ୍ୟାବିନେଟ୍ ବୈଠକ ଓ ମନ୍ତ୍ରୀ ପରିଷଦ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଅଧ୍ୟକ୍ଷତା କରିଛନ୍ତି । ମନ୍ତ୍ରୀପରିଷଦ…
ଜଳିଗଲା ବସ୍: ଅଳ୍ପକେ ବର୍ତ୍ତିଲେ ୩୦ ଯାତ୍ରୀ
ଭୁବନେଶ୍ୱର, ୯ା୨ (ଓଡିଶା ଭାସ୍କର): ଓଡ଼ିଆ ଶ୍ରମିକଙ୍କୁ ନେଇ ଯାଉଥିବା ଏକ ବସ୍ ଜଳିଯିବା ଦ୍ୱାରା ୩୦ ଜଣ ଓଡ଼ିଆ ଶ୍ରମିକ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ତେବେ ବସଟି ଓଡ଼ିଆ ଶ୍ରମିକମାନଙ୍କୁ ନେଇ ବିଶାଖାପାଟଣା ଯାଉଥିବା…
ପାଞ୍ଚ ଶହ ଟଙ୍କା ହେଲା କାଳ: ବ୍ୟବସାୟୀଙ୍କ ମୁଣ୍ଡକୁ ପଥରରେ ଛେଚି ହତ୍ୟା, ଅଭିଯୁକ୍ତ ଫେରାର
ବୈତୁଲ, ୯ା୨: ମଧ୍ୟପ୍ରଦେଶର ବୈତୁଲ ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କୁ ସାମାନ୍ୟ ଟଙ୍କା ପାଇଁ ହତ୍ୟା କରାଯାଇଛି । ମଜଦୁରୀ ପଇସାକୁ ନେଇ ସୃଷ୍ଟି ହୋଇଥିବା ବିବାଦର ଭୟାନକ ପରିଣତି ଦେଖିବାକୁ ମିଳିଛି । ତେବେ ମୃତଦେହ ଏକ…
କୋଟିଆରେ ଆନ୍ଧ୍ରର ନିର୍ବାଚନ: ସୁପ୍ରିମକୋର୍ଟ ଯିବେ ସରକାର
ଭୁବନେଶ୍ୱର, ୯ା୨ (ଓଡିଶା ଭାସ୍କର): କୋରାପୁଟ ଜିଲ୍ଲାର କୋଟିଆର ୩ଟି ପଞ୍ଚାୟତରେ ଆନ୍ଧ୍ରପ୍ରଦେଶର ନିର୍ବାଚନ ପ୍ରସଙ୍ଗରେ ରାଜ୍ୟ ସରକାର ସୁପ୍ରିମକୋର୍ଟ ଯିବେ । ଏନେଇ ଆଇନ ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ କରାଯାଇଛି…
ମାସକରେ ୧୨୦୭ ଫ୍ରଡ୍ କଲ୍: ସିପି
ଭୁବନେଶ୍ୱର,୯ ।୨(ଓଡିଶା ଭାସ୍କର): ଦିନକୁ ଦିନ ସାଇବର ଠକେଇ ବଢିବାରେ ଲାଗିଛି । ସାଇବର ଠକେଇ ନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ । ସେ କହିଛନ୍ତି ଯେ, ‘ସାଇବର…
ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ପଜିଟିଭ୍
ଭୁବନେଶ୍ୱର, ୯ା୨ (ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ଏହା ମଧ୍ୟରେ ଆଜି ପୁଣି ୧୦୫ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୬୩ ଓ ସ୍ଥାନୀୟ ଅଞ୍ଚଳରୁ…
କୋଷ୍ଟାଲ ହାଇୱେ ପ୍ରସଙ୍ଗରେ କଣ ପ୍ରତିକ୍ରିୟା ରଖିଲେ ସଞ୍ଜୟ ଦାସବର୍ମା
ଭୁବନେଶ୍ୱର, ୯ା୨ (ଓଡିଶା ଭାସ୍କର): କୋଷ୍ଟାଲ ହାଇୱେ ପ୍ରସଙ୍ଗରେ ନିଜର ପ୍ରତିକ୍ରିୟା ଦେଇଛନ୍ତି ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା । ଗତକାଲି କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଏକ ଅଣତରକା…