Browsing Category
Breaking News
କରୋନା ଟିକା ପାଇଁ ତାଲିକା ମାଗିଲେ ରାଜ୍ୟ ସରକାର
ଭୁବନେଶ୍ୱର,୨୩ ।୧୦(ଓଡିଶା ଭାସ୍କର): ରାଜ୍ୟରେ କଲବଲ କରୁଛି କରୋନା । ଏହାରି ମଧ୍ୟରେ କରୋନା ଟିକା ପାଇଁ ତାଲିକା ମାଗିଛନ୍ତି ରାଜ୍ୟ ସରକାର । ସ୍ୱାସ୍ଥ୍ୟକର୍ମୀଙ୍କ ତାଲିକା ମାଗିଛନ୍ତି ରାଜ୍ୟ ସରକାର । ଅକ୍ଟୋବର ୨୯…
ଦିନରେ ଶୋଇବା ଦ୍ୱାରା ମିଳିଥାଏ ଏହି ଉପକାର
ସାଧାରଣତଃ ଲୋକମାନେ ଦିନରେ ଶୋଇବା ଅସ୍ୱାସ୍ଥ୍ୟକର ବୋଲି ମାନିଥାନ୍ତି । ଅନ୍ୟପଟେ ଅଧିକାଂଶ ଲୋକ ଦିନରେ ଅଫିସରେ ଥିବାରୁ ଶୋଇବା କଷ୍ଟକର ହୋଇଥାଏ । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଦିନରେ ଶୋଇବା ଦ୍ୱାରା…
ଭୁବନେଶ୍ୱରରେ କମିଲା ସଂକ୍ରମଣ, ଆଜି ୧୮୯ ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର,୨୩ ।୧୦(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ ଏବେ କରୋନା ସଂକ୍ରମଣ କମିବାରେ ଲାଗିଛି । ଏହାରି ମଧ୍ୟରେ ଆଜି ଭୁବନେଶ୍ୱରରୁ ୧୮୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିି । ସେମାନଙ୍କ ମଧ୍ୟରୁ…
କପିଲ ଦେବଙ୍କ ଉପରେ ବଡ ଖବର: ମେଡିକାଲରୁ ଆସିଲା ତାଜା ଅପଡେଟ
ନୂଆଦିଲ୍ଲୀ,୨୩ ।୧୦: ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ତଥା ୧୯୮୩ ମସିହାରେ ଭାରତକୁ ପ୍ରଥମଥର ପାଇଁ ବିଶ୍ୱକପ୍ ଜିତାଇଥିବା କପିଲ ଦେବ ହୃଦଘାତରେ ପୀଡିତ । ଆଜି ସକାଳୁ ସଙ୍କଟାପନ୍ନ ଅବସ୍ଥାରେ ଦିଲ୍ଲୀର ଫୋର୍ଟିସ୍…
କେନ୍ଦ୍ରମନ୍ତ୍ରୀଙ୍କ ଭର୍ଚୁଆଲ ସଭା, ଜାଣନ୍ତୁ କ’ଣ କହିଲେ ଧର୍ମେନ୍ଦ୍ର?
ତିର୍ତ୍ତୋଲ, ୨୩ ।୧୦(ଓଡିଶା ଭାସ୍କର): ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଚାଲିଛି ଛକାପଞ୍ଛା । ଏହାରି ମଧ୍ୟରେ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେପି ପକ୍ଷରୁ ପ୍ରଚାର ଆରମ୍ଭ କରିଛନ୍ତି…
ବୋଏଲ ଯାତ୍ରାକୁ ମିଳିଲା ଅନୁମତି
ପାଟଣାଗଡ, ୨୩ ।୧୦(ଓଡିଶା ଭାସ୍କର): ପାଟଣାଗଡର ପ୍ରସିଦ୍ଧ ବୋଏଲ ଯାତ୍ରାକୁ ମିଳିଛି ଅନୁମତି । କୋଭିଡ କଟକଣା ଭିତରେ ଯାତ୍ରା କରିବାକୁ ଶେଷରେ ଅନୁମତି ମିଳିଛି । ଯାତ୍ରା ହେବା ନେଇ ଆଜି ଅତିରିକ୍ତ ଏସପି ଓ ଜିଲ୍ଲାପାଳ…
ଭୋଟ ସଂଗ୍ରହ ବେଳେ ଉତ୍ତେଜନା
ବାଲେଶ୍ୱର, ୨୩ ।୧୦(ଓଡିଶା ଭାସ୍କର): ପୁରୁଣା ବାଲେଶ୍ୱର ୧ ନମ୍ବର ୱାର୍ଡରେ ଦେଖାଦେଇଛି ଉତ୍ତେଜନା । ଭୋଟ ସଂଗ୍ରହ ପାଇଁ ଆସିଥିବା ପ୍ରିଜାଇଡିଂ ଅଫିସରଙ୍କୁ ଅଟକ ରଖିଛନ୍ତି ଗ୍ରାମବାସୀ । କୋଭିଡ ପାଇଁ ପାଷ୍ଟାଲ ବାଲାଟର…
ନାଗାର୍ଜୁନ ବେଶର ଅନଲାଇନ୍ ଦର୍ଶନ ପାଇଁ ପ୍ରସ୍ତାବ
ପୁରୀ, ୨୩ ।୧୦(ଓଡିଶା ଭାସ୍କର): ମହାପ୍ରଭୁଙ୍କ ନାଗାର୍ଜୁନ ବେଶର ଅନଲାଇନ୍ ଦର୍ଶନ ପାଇଁ ପ୍ରସ୍ତାବ ଦିଆଯାଇଛି । ଗୁପ୍ତନୀତି ପରେ ସାହାଣମେଲା ନୀତିର ଦର୍ଶନ ବ୍ୟବସ୍ଥା କରିବାକୁ ପ୍ରସ୍ତାବ ଦିଆଯାଇଛି । ସରକାରଙ୍କୁ…
ବାବା ଚଳାଉଥିଲା ସେକ୍ସ ରାକେଟ୍, ଆପତ୍ତିଜନକ ଭିଡିଓ ଭାଇରାଲ
ଲକ୍ଷ୍ନୌ, ୨୩ ।୧୦: ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ସେକ୍ସ ରାକେଟ୍ ଚଳାଉଥିବା ବାବା ନାମକ ଜଣେ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଛି । ଅଭିଯୋଗ ହୋଇଛି ଯେ, ବାବା ବନ୍ଦ ରୁମ ଭିତରେ ଚିକିତ୍ସା ଚାଲିଥିବା କହି…
ରାଜ୍ୟରେ ୧୮ ଜୀବନ ନେଲା କରୋନା, ଜାଣନ୍ତୁ କେଉଁଠୁ କେତେ?
ଭୁବନେଶ୍ୱର,୨୩ ।୧୦(ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ କମୁଥିଲେ ବି ମୃତ୍ୟୁ ସଂଖ୍ୟା କମୁନାହିଁ । ଆଜି ୧୭୯୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୧୮ ଜଣଙ୍କର ମୃତ୍ୟୁ ହୋଇଛି । ଏହି କ୍ରମରେ…