Browsing Category

Breaking News

ବୋଏଲ ଯାତ୍ରାକୁ ମିଳିଲା ଅନୁମତି

ପାଟଣାଗଡ, ୨୩ ।୧୦(ଓଡିଶା ଭାସ୍କର): ପାଟଣାଗଡର ପ୍ରସିଦ୍ଧ ବୋଏଲ ଯାତ୍ରାକୁ ମିଳିଛି ଅନୁମତି । କୋଭିଡ କଟକଣା ଭିତରେ ଯାତ୍ରା କରିବାକୁ ଶେଷରେ ଅନୁମତି ମିଳିଛି । ଯାତ୍ରା ହେବା ନେଇ ଆଜି ଅତିରିକ୍ତ ଏସପି ଓ ଜିଲ୍ଲାପାଳ…

ଭୋଟ ସଂଗ୍ରହ ବେଳେ ଉତ୍ତେଜନା

ବାଲେଶ୍ୱର, ୨୩ ।୧୦(ଓଡିଶା ଭାସ୍କର): ପୁରୁଣା ବାଲେଶ୍ୱର ୧ ନମ୍ବର ୱାର୍ଡରେ ଦେଖାଦେଇଛି ଉତ୍ତେଜନା । ଭୋଟ ସଂଗ୍ରହ ପାଇଁ ଆସିଥିବା ପ୍ରିଜାଇଡିଂ ଅଫିସରଙ୍କୁ ଅଟକ ରଖିଛନ୍ତି ଗ୍ରାମବାସୀ । କୋଭିଡ ପାଇଁ ପାଷ୍ଟାଲ ବାଲାଟର…

ନାଗାର୍ଜୁନ ବେଶର ଅନଲାଇନ୍ ଦର୍ଶନ ପାଇଁ ପ୍ରସ୍ତାବ

ପୁରୀ, ୨୩ ।୧୦(ଓଡିଶା ଭାସ୍କର): ମହାପ୍ରଭୁଙ୍କ ନାଗାର୍ଜୁନ ବେଶର ଅନଲାଇନ୍ ଦର୍ଶନ ପାଇଁ ପ୍ରସ୍ତାବ ଦିଆଯାଇଛି । ଗୁପ୍ତନୀତି ପରେ ସାହାଣମେଲା ନୀତିର ଦର୍ଶନ ବ୍ୟବସ୍ଥା କରିବାକୁ ପ୍ରସ୍ତାବ ଦିଆଯାଇଛି । ସରକାରଙ୍କୁ…

ବାବା ଚଳାଉଥିଲା ସେକ୍ସ ରାକେଟ୍, ଆପତ୍ତିଜନକ ଭିଡିଓ ଭାଇରାଲ

ଲକ୍ଷ୍ନୌ, ୨୩ ।୧୦: ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ସେକ୍ସ ରାକେଟ୍ ଚଳାଉଥିବା ବାବା ନାମକ ଜଣେ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଛି । ଅଭିଯୋଗ ହୋଇଛି ଯେ, ବାବା ବନ୍ଦ ରୁମ ଭିତରେ ଚିକିତ୍ସା ଚାଲିଥିବା କହି…

ରାଜ୍ୟରେ ୧୮ ଜୀବନ ନେଲା କରୋନା, ଜାଣନ୍ତୁ କେଉଁଠୁ କେତେ?

ଭୁବନେଶ୍ୱର,୨୩ ।୧୦(ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ କମୁଥିଲେ ବି ମୃତ୍ୟୁ ସଂଖ୍ୟା କମୁନାହିଁ । ଆଜି ୧୭୯୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୧୮ ଜଣଙ୍କର ମୃତ୍ୟୁ ହୋଇଛି । ଏହି କ୍ରମରେ…

ରାଜ୍ୟର ୩୦ ଜିଲ୍ଲାରୁ ୧୭୯୩ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁଠୁ କେତେ

ଭୁବନେଶ୍ୱର,୨୩ ।୧୦(ଓଡିଶା ଭାସ୍କର): ରାଜ୍ୟରେ ଧୀରେ ଧୀରେ କରୋନା ସଂକ୍ରମଣ କମିବାରେ ଲାଗିଛିି । ଏହାରି ମଧ୍ୟରେ ଆଜି ପୁଣି ୩୦ ଜିଲ୍ଲାରୁ ୧୭୯୩ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ…

ଆଜିଠୁ ଧର୍ମେନ୍ଦ୍ରଙ୍କ ପ୍ରଚାର

ଜଗତସିଂହପୁର,୨୩ ।୧୦,(ଓଡିଶା ଭାସ୍କର):ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ ନେଇ ପ୍ରସ୍ତୁତି ଜୋରାଦାର ଚାଲିଛି । ଜଗତସିଂହପୁର ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ ପ୍ରଚାର ମୈଦାନକୁ ଓହ୍ଲାଇବେ କେନ୍ଦ୍ରମନ୍ତ୍ରୀ…

ଭାରତର ଜଳବାୟୁ ଦୂଷିତ: ଟ୍ରମ୍ପ

ନୂଆଦିଲ୍ଲୀ, ୨୩ ।୧୦: ଆମେରିକାରେ ରାଷ୍ଟପତି ନିର୍ବାଚନକୁ ନେଇ ଜୋରଦାର ପ୍ରଚାର ଆରମ୍ଭ ହୋଇଛି । ଡୋନାଲ୍ଡ ଟ୍ରମ୍ପ ଓ ବିଡେନଙ୍କ ମଧ୍ୟରେ ଅନ୍ତିମ ପ୍ରେସିଡେନ୍ସିଆଲ ଡିବେଟ୍ ହୋଇଛି । କରୋନା ମୁକାବିଲାରେ ନିଜ…

ନୟାପଲ୍ଲୀରୁ ଏୟାରପୋର୍ଟ ଗ୍ରୀନ୍ କରିଡର

ଭୁବନେଶ୍ୱର,୨୩ ।୧୦,(ଓଡିଶା ଭାସ୍କର):ଭୁବନେଶ୍ୱରରୁ ହାଇଦ୍ରାବାଦ ଯାଉଛନ୍ତି କରୋନା ରୋଗୀ । ଏୟାର ଆମ୍ବୁଲାନ୍ସରେ ରୋଗୀଙ୍କୁ ହାଇଦ୍ରାବାଦ ନିଆଯାଉଛି । ଏନେଇ ନୟାପଲ୍ଲୀରୁ ଏୟାରପୋର୍ଟ ଗ୍ରୀନ କରିଡର କରାଯାଇଛି । ତେବେ…

୩ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା

ଭୁବନେଶ୍ୱର,୨୩ ।୧୦,(ଓଡିଶା ଭାସ୍କର): ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳରେ ସକ୍ରିୟ ରହିଛି ଅବପାତ । ଏହା ପ୍ରଭାବରେ ଉତ୍ତର-ଓଡିଶା ଉପକୂଳ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । ୩ଟି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ…