Browsing Category
Breaking News
ବର୍ଷା ଯୋଗୁଁ ୧୨ ଜିଲ୍ଲାରେ ସ୍କୁଲ ଛୁଟି, ଗଣଶିକ୍ଷା ମନ୍ତ୍ରୀଙ୍କ ଘୋଷଣା
ଭୁବନେଶ୍ୱର(ଓଡିଶା ଭାସ୍କର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କାରଣରୁ ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି । ପ୍ରବଳ ବର୍ଷା କାରଣରୁ ୧୨ ଜିଲ୍ଲାରେ ୨ ଦିନ ପାଇଁ ସ୍କୁଲ ଛୁଟି ଘୋଷଣା କରାଯାଇଛି । ରେଡ୍…
Civil Service କୋଚିଂ ବାବଦରେ ଖର୍ଚ୍ଚ ହେଲା ଦୁଇକୋଟି ୪୦ ଲକ୍ଷ, ମାତ୍ର ରାଜ୍ୟରୁ ପାଇଲେନି ଜଣେ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସର୍ବଭାରତୀୟ ସିଭିଲ୍ ସର୍ଭିସ୍ ପରୀକ୍ଷାରେ ଓଡ଼ିଶାର ଛାତ୍ରଛାତ୍ରୀଙ୍କ ନିମ୍ନମାନର ପ୍ରଦର୍ଶନକୁ ନେଇ ପୂର୍ବରୁ ଅନେକ ବାର ଅଭିଯୋଗ ହୋଇଆସୁଥିଲା । ତେଣୁ ଏହାକୁ ଦୃଷ୍ଟିର ରଖି ୨୦୧୬ରେ ରାଜ୍ୟ…
ମହିଳାମାନେ ଗର୍ଭାବସ୍ଥାରେ ଏହିସବୁ ଖାଦ୍ୟ ଜମାରୁ ଖାଆନ୍ତୁ ନାହିଁ, ଶିଶୁର ଜୀବନ ହୋଇପାରେ ବିପଦପୂର୍ଣ୍ଣ
ଗର୍ଭାବସ୍ଥାରେ ମହିଳାମାନେ ଖାଦ୍ୟପେୟ ପ୍ରତି ଧ୍ୟାନ ଦେବା ଜରୁରୀ । କାରଣ ଏହି ସମୟରେ ସାମାନ୍ୟ ଅବହେଳା ଶିଶୁ ଉପରେ ପଡ଼ିଥାଏ । ଗର୍ଭଧାରଣ ସମୟରେ କିଛି ଜିନିଷ ଖାଇବାକୁ ବାରଣ କରାଯାଇଥିବା ବେଳେ ଆଉ କିଛି ସୀମିତ…
ଇକମୋ ଚିକିତ୍ସାରେ ଆଉ ଜଣେ ରୋଗୀ ମୃତ
କଟକ(ଓଡ଼ିଶା ଭାସ୍କର): କଟକ ଏସସିବିରେ ଇକମୋ ଚିକତ୍ସାଧୀନ ଆଉ ଜଣେ ରୋଗୀଙ୍କର ମୃତ୍ୟୁ ହୋଇଛି । ସେ ଗତ ୨୯ରେ ଫୁସଫୁସ ସଂକ୍ରମଣ ଯୋଗୁଁ ଭର୍ତ୍ତି ହୋଇଥିଲେ । ଗତ ରାତିରେ ମହିଳା ରୋଗୀଙ୍କ ମୃତ୍ୟୁ ନେଇ ମେଡିକାଲରୁ ସୂଚନା…
ଗଭୀର ଅବପାତର ରୂପ ନେଲା ଅବପାତ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅବପାତ ଅଧିକ ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହୋଇଛି । ସକାଳ ୫ଟା ୩୦ରୁ ୬ଟା ୩୦ ମଧ୍ୟରେ ଚାନ୍ଦବାଲି ଉପକୂଳ ଅତିକ୍ରମ କରିଛି । ଏହାର ପ୍ରଭାବରେ ପାରାଦୀପରେ ୨୧୯ ମିମି ବର୍ଷା ହୋଇଥିବା…
ଟି -୨୦ ୱାଲ୍ଡକପ୍ ପରେ ରୋହିତ ଶର୍ମା ହୋଇପାରନ୍ତି ଅଧିନାୟକ, ବିରାଟ ଛାଡ଼ିବେ ପଦ!
ନୂଆଦିଲ୍ଲୀ : ଚଳିତ ବର୍ଷ ଟି -୨୦ ୱାଲ୍ଡକପ୍ ପରେ ଟି -୨୦ ଓ ଦିନିକିଆ ଟିମର ଟିମ୍ ଇଣ୍ଡିଆ ଅଧିନାୟକ ପଦ ଛାଡି ପାରନ୍ତି ବିରାଟ କୋହଲି । ତାଙ୍କ ସ୍ଥାନରେ ରୋହିତ ଶର୍ମାଙ୍କୁ ଦଳର ଅଧିନାୟକ ପଦର ଦାୟିତ୍ୱ ଦିଆଯାଇପାରେ ।…
ନାମରୁ ଜାଣନ୍ତୁ ଝିଅମାନଙ୍କର ସ୍ୱଭାବ, ଏହିପରି ଭାଗ୍ୟଶାଳୀଙ୍କୁ ବିବାହ କଲେ ବଦଳିଯିବ ଜୀବନ
ସାଧାରଣତଃ ଝିଅ ଓ ବୋହୂମାନଙ୍କୁ ମା’ ଲକ୍ଷ୍ମୀଙ୍କର ଅନ୍ୟ ରୂପ ବୋଲି କୁହାଯାଏ । ଘରେ ଝିଅଟିଏ ଥିଲେ ମା’ ସର୍ବଦା ଆମ ସାଥୀରେ ରହିଥାନ୍ତି ବୋଲି ଲୋକମାନେ ବିଶ୍ୱାସ କରନ୍ତି । ବିବାହ ପରେ ଝିଅଟିଏ ଅନ୍ୟ ଘରକୁ…
ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେବେ ଭୂପେନ୍ଦ୍ର, ଏହି ରାଜ୍ୟର ସିଏମ ହୋଇପାରନ୍ତି ସାମିଲ
ଅହମଦାବାଦ: ଜୁଜରାଟର ନୂଆ ମୁଖ୍ୟମନ୍ତ୍ରୀ ଚୟନ ହୋଇଥିବା ଭୂପେନ୍ଦ୍ର ପଟେଲ ଆଜିର ଦିନ ୨ଟା ୨୦ରେ ନିଜ ପଦ ପାଇଁ ଶପଥ ନେବେ । ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ନେବାର ୨ ଦିନ ପରେ କ୍ୟାବିନେଟ ମନ୍ତ୍ରୀମାନଙ୍କୁ ଶପଥ ଦିଆଯିବ ।…
ସେପ୍ଟେମ୍ବରରେ ରେକର୍ଡ ଭାଙ୍ଗିଲା ବର୍ଷା, ପୁରୀରେ ସର୍ବାଧିକ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବଙ୍ଗୋପସାଗରେରେ ସୃଷ୍ଟି ହୋଇଥିବା ଲଘୁଚାପ ଗଭୀର ଅବପାତର ରୂପ ନେବାରୁ ଲଗାଣ ବର୍ଷା ଜାରି ରହିଛି । ପ୍ରବଳ ବର୍ଷାରେ ଭିଜୁଛି ସାରା ରାଜ୍ୟ । ଆଜି ବି ଦିନ ତମାମ ବର୍ଷା ଲାଗି ରହିବ ।…
ଜିପ୍କୁ ପଛପଟୁ ପିଟିଲା ଟ୍ରକ୍: ୭ ମୃତ, ୫ ଆହତ
ବେଙ୍ଗାଲୁରୁ: ଜିପ୍ କୁ ପଛପଟୁ ଟ୍ରକ୍ ଧକ୍କା ଦେବା ଫଳରେ ୭ ଜଣଙ୍କର ମୃତ୍ୟୁ ହୋଇଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଚିକ୍କାବାଲାପୁର ଜିଲ୍ଲା ଚିନ୍ତାମଣି ତହସିଲ ଅଧିନ ମେଡିକର କ୍ରସ ନିକଟରେ । ସୂଚନାନୁସାରେ ଏକ…