Browsing Category
Breaking News
ପାପ ସମ୍ପର୍କର କୁପରିଣତି: ଦୁଇ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ପରେ ୨ ନବଜାତ ଶିଶୁଙ୍କୁ ହତ୍ୟା, ପର୍ଦ୍ଦାଫାସ କଲା ପୋଲିସ
କଳାହାଣ୍ଡି(ଓଡ଼ିଶା ଭାସ୍କର): ଆଜିକାଲି ପ୍ରେମକୁ ସମସ୍ତେ ଖେଳ ଭାବିବାରେ ଲାଗିଛନ୍ତି । ଏଥିପାଇଁ କିଏ ଜୀବନ ଦେଉଛି ତ ଆଉ କିଏ ଜୀବନ ନେଇଛି । ସେହିପରି କଳାହାଣ୍ଡିରୁ ଏକ ଘଟଣା ସାମ୍ନାକୁ ଆସିଛି, ଯାହା ଆପଣଙ୍କୁ…
ଗୋଲ୍ଡେନ୍ ବୟ୍ ନୀରଜଙ୍କୁ ଚୁର୍ମା ଏବଂ ସିନ୍ଧୁଙ୍କୁ ଆଇସକ୍ରିମ୍ ଖୁଆଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଟୋକିଓ ଅଲିମ୍ପିକ୍ ରେ ପଦକ ହାସିଲ କରିଥିବା ଆଥଲେଟ୍ ମାନଙ୍କ ସହିତ ନୂଆଦିଲ୍ଲୀରେ ଭେଟିଥିଲେ । କିଛି ଦିନ ତଳେ ସମାପ୍ତ ହୋଇଥିବା ଟୋକିଓ ଅଲିମ୍ପିକ୍ ରେ ଭାରତୀୟ…
କୁଆଡ଼େ ଗଲେ ଅଶରଫ୍ ଘନି? ମିଳୁନି ଖୋଜଖବର, ମନା କଲା କାଜକିସ୍ତାନ
ନୂଆଦିଲ୍ଲୀ: ଆମେରିକା ନିଜର ସେନାକୁ ପ୍ରତ୍ୟାହାର କରିବା ପରେ ତାଲିବାନ ମାନେ ଅଫାଗାନିସ୍ତାନ ଉପରେ ନିଜର ପତିଆରା ପୁଣିଥରେ ଜମାଇଛନ୍ତି । ଗତକାଲି ସେମାନେ ପୂରା ଅଫଗାନକୁ ଅକ୍ତିଆର କରିନେଇଛନ୍ତି । ତାଲିବାନ ମାନେ…
ଭୁବନେଶ୍ୱରରେ ହୋଟେଲ ଓ ଲଜ୍ ପାଇଁ ଆସିଲା ନୂଆ ଆପ୍
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ ହୋଟେଲ ଓ ଲଜ୍ ପାଇଁ ନୂଆ ଆପ୍ ଲଞ୍ଚ ହୋଇଛି । ଲଞ୍ଚ ହୋଇଥିବା ନୂଆ ଆପ୍ଲିକେସନର ନାଁ ହେଉଛି ‘ସରଇ’ । ଏହି ଆପ୍ଲିକେସନ ଜରିଆରେ ପ୍ରତ୍ୟେକ ଦିନର ବିବରଣୀ ଦେଇପାରିବେ…
ନିଜେ ନିଜର ଆକାର ବଦଳାନ୍ତି ଏଠାକାର ପଥର, ଜାଣନ୍ତୁ ଏହି ରହସ୍ୟମୟୀ ଗାଁ ବିଷୟରେ
ନୂଆଦିଲ୍ଲୀ: ସାଧାରଣତଃ ଆମେ ଜାଣିଛୁ ଯେ, ମଣିଷ ମାନଙ୍କ ବୟସ ବଢ଼ିବା ସହିତ ଶରୀରରେ ପରିବର୍ତ୍ତନ ହୋଇଥାଏ ଓ ଆକାରରେ ବି ପରିବର୍ତ୍ତନ ଘଟେ । ଯେମିତିକି ମୋଟା-ପତଳା ହେବା, ଡେଙ୍ଗା ହେବା ଇତ୍ୟାଦି । ହେଲେ ଆପଣ ମାନେ…
୧୯ ବର୍ଷ ପୂର୍ବେ ତିଆରି ହୋଇଥିବା ପେଣ୍ଟିଂ ବିକ୍ରି ହେଲା ୧୭୭ କୋଟିରେ, ଜାଣନ୍ତୁ କ’ଣ ଥିଲା ଏହାର ଖାସିୟତ
ଗତ ୨୦୦୦ ମସିହାରେ ଜାପାନରେ ଏକ ପେଣ୍ଟିଂ ତିଆରି ହୋଇଥିଲା । ସେ ସମୟରେ ଉକ୍ତ ପେଣ୍ଟିଂର କୌଣସି ମୂଲ୍ୟ ନଥିଲା । ମାତ୍ର ନିକଟରେ ଉକ୍ତ ପେଣ୍ଟିଂର ନିଲାମ ୧୭୭ କୋଟି ଟଙ୍କାରେ ହୋଇଛି । ଏହି ପେଣ୍ଟିଂକୁ ୟୋଶିତୋମୋ ନାମରେ…
ରାସ୍ତାରୁ ହଟିବ ୧୫ ବର୍ଷରୁ ଉର୍ଦ୍ଧ୍ବ ପୁରୁଣା ଗାଡ଼ି
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାସ୍ତାରୁ ହଟିବାକୁ ଯାଉଛି ୧୫ ବର୍ଷରୁ ଉର୍ଦ୍ଧ୍ବ ପୁରୁଣା ଗାଡ଼ି । ଓଡ଼ିଶାରେ ପୁରୁଣା ଗାଡ଼ି ଚିହ୍ନଟ ହୋଇସାରିଥିବା କହିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ମନ୍ତ୍ରୀଙ୍କ କହିବା…
ଗୁଳିମାଡ଼ ପରେ କାବୁଲ ଏୟାରପୋର୍ଟରେ ଆତଙ୍କ, ଭାରତ ଅଧ୍ୟକ୍ଷତାରେ ଜାତିସଂଘର ଜରୁରୀକାଳୀନ ବୈଠକ
ନୂଆଦିଲ୍ଲୀ: ଆଫଗାନିସ୍ତାନ ଉପରେ ବର୍ତ୍ତମାନ ତାଲିବାନ ମାନେ ହୁକୁମ ଚଳାଇବା ଆରମ୍ଭ କରିଛନ୍ତି । ସେମାନେ ଦାବି କରିଛନ୍ତି ଯେ, ଦେଶରେ ଅରାଜକତାକୁ ରୋକିବା ପାଇଁ କାବୁଲରେ ପଶିଛନ୍ତି । ସେପଟେ ରାଷ୍ଟ୍ରପତି ଅଶରଫ ଘନି…
ଲଭ୍ ମ୍ୟାରେଜର ଭୟଙ୍କର ଦଣ୍ଡ, ପେପର କଟରରେ ଝିଅର ବେକ କାଟିଲା ପିତା !
ଚେନ୍ନାଇ: ଆଜିକାଲି ପ୍ରେମ ବିବାହ ଅତି ସାଧାରଣ କଥା କହିଲେ ଚଳେ , କିନ୍ତୁ ଏବେ ବି କିଛି ସ୍ଥାନରେ ଏହାକୁ ତୀବ୍ର ବିରୋଧ କରୁଥିବାର ଦେଖିବାକୁ ମିଳୁଛି । ସେହିଭଳି ଏକ ଘଟଣା ତାମିଲନାଡୁର ଥିରୁପୁରରେ ଘଟିଛି, ଯାହାକୁ…
କଂଗ୍ରେସକୁ ବଡ ଝଟକା: ଦଳ ଛାଡିଲେ ମହିଳା ମୋର୍ଚ୍ଚାର ଅଧ୍ୟକ୍ଷ ସୁସ୍ମିତା ଦେବ, ଟିଏମସିରେ ସାମିଲ ନେଇ ଚର୍ଚ୍ଚା ଜୋର
ନୂଆଦିଲ୍ଲୀ : କଂଗ୍ରେସର ପୂର୍ବତନ ସାଂସଦ ତଥା ବର୍ତ୍ତମାନ ମହିଳା ମୋର୍ଚ୍ଚାର ଅଧ୍ୟକ୍ଷ ସୁସ୍ମିତା ଦେବ ପାର୍ଟିରୁ ଇସ୍ତଫା ଦେଇଛନ୍ତି । ସେ ନିଜର ଇସ୍ତଫା ପତ୍ର ପାର୍ଟିର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ନିକଟକୁ…