Browsing Category

Breaking News

ସୋମବାର ମିଳିବ ପିଏମ କିଷାନ ଟଙ୍କା; ୯.୭୫ କୋଟି ପରିବାର ହେବେ ଉପକୃତ

ଭୁବନେଶ୍ୱର: ଆସନ୍ତାକାଲି ଅର୍ଥାତ ସୋମବାର ଦେଶର ୯.୭୫ କୋଟି କୃଷକ ପରିବାରକୁ ମିଳିବ ପିଏମ-କିଷାନ ଟଙ୍କା । ଭିସି ଜରିଆରେ ଯୋଜନାର ପରବର୍ତ୍ତୀ କିସ୍ତି ପ୍ରଦାନ କରିବେ ପିଏମ ମୋଦୀ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ…

ସୋମବାରଠାରୁ ଖୋଲିବ ବୈଷୟିକ ଶିକ୍ଷାନୁଷ୍ଠାନ

ଭୁବନେଶ୍ୱର: ସୋମବାରଠାରୁ ଖୋଲିବ ରାଜ୍ୟର ସବୁ ବୈଷୟିକ ଶିକ୍ଷାନୁଷ୍ଠାନ । କେବଳ ଶେଷ ବର୍ଷର ଛାତ୍ରଛାତ୍ରୀ ଶ୍ରେଣୀ ଗୃହରେ ପାଠ ପଢ଼ିବେ । ସବୁ ଆଇଟିଆଇ ଓ ପଲିଟେକନିକ୍ ଅନୁଷ୍ଠାନ ମଧ୍ୟ ସୋମବାଠାରୁ ଖୋଲିବ । ଯଦି କୌଣସି…

କଳାର ଅସଲ ପୂଜାରୀ ଚିର ସ୍ମରଣୀୟ; ତାଙ୍କ ଜନ୍ମଦିନରେ…

ଓଡ଼ିଶା ଭାସ୍କର ବ୍ୟୁରୋ:  ଓଡ଼ିଆ ଚଳଚ୍ଚିତ୍ରର କିମ୍ବଦନ୍ତୀ ଅଭିନେତା, ନିର୍ଦ୍ଦେଶକ, ପ୍ରଯୋଜକ, ଜଣେ ଚିତ୍ରକର ଏବଂ ଶିକ୍ଷାବିତ୍ #ଶରତ ପୂଜାରୀଙ୍କ ୮୭ତମ ଜୟନ୍ତୀରେ ରାଜ୍ୟର ବିଭିନ୍ନ ବର୍ଗ ଜଣାଇଛନ୍ତି ଭକ୍ତି…

୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ସୋମବାର ସକାଳ ସୁଦ୍ଧା ୧୭ ଜିଲ୍ଲାରେ ବର୍ଷା ସହ ବଜ୍ରପାତ ଆଶଙ୍କା । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତିସଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୂରଭଞ୍ଜ,…

ମଙ୍ଗଳ ଗ୍ରହରେ ୧ ବର୍ଷ ବିତେଇବାକୁ ଚାହୁଁଛନ୍ତି କି? ଏହି ଲୋକମାନେ କରନ୍ତୁ ଆବେଦନ

ନୂଆଦିଲ୍ଲୀ: ନାସା ମଙ୍ଗଳ ଗ୍ରହ ପରି ସ୍ଥାନରେ ଗୋଟିଏ ବର୍ଷ ବିତାଇବା ପାଇଁ ଚାରି ଲୋକଙ୍କ ଆବେଦନ ମଗାଇଛି ଆମେରିକା ଅନ୍ତରୀକ୍ଷ ଏଜେନ୍ସି । ଅନ୍ତରୀକ୍ଷ ଯାତ୍ରୀଙ୍କୁ ମଙ୍ଗଳ ଗ୍ରହକୁ ପଠାଇବା ପୂର୍ବରୁ ସେମାନଙ୍କୁ…

ବାହାଘର ଖୁସିରେ ଉଛୁଳି ପଡୁଥିଲା ଘର, ଗୋଟିଏ ମିନିଟରେ ସବୁ ସରିଗଲା, ବିଦ୍ୟୁତ୍ ଆଘାତରେ ଚାଲିଗଲା ବରର ଜୀବନ

ନୂଆଦିଲ୍ଲୀ: ବିବାହ ହେଉଛି ଜୀବନର ଏକ ଖୁବ୍ ସୁନ୍ଦର ମୁହୁର୍ତ୍ତ । ଯାହାକୁ ପ୍ରତିଟି ବ୍ୟକ୍ତି ସ୍ମରଣୀୟ କରିବାକୁ ଚାହେଁ । ତେବେ ବିବାହ ପରେ ଏବଂ ପୂର୍ବରୁ କପଲ୍ ମାନେ ଫଟୋସୁଟ୍ କରିଥାନ୍ତି । ଏବେ ଏକ ଏପରି ମାମଲା…

୧୩ ଦିନ ପରେ ନୀରଜ ଚୋପ୍ରା କଲେ ପ୍ରଥମ ଟୁଇଟ୍, ଏପରି ଜାହିର୍ କଲେ ପଦକ ହାସଲ କରିବାର ଖୁସି

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ହାସଲ କରି ଇତିହାସ ସୃଷ୍ଟି କରିଥିବା ଭାରତୀୟ ଜାଭଲିନ୍ ଥ୍ରୋ ଖିଲାଡି ନୀରଜ ଚୋପ୍ରା ୧୩ ଦିନ ପରେ ପ୍ରଥମ ଟୁଇଟ୍ କରିଛନ୍ତି। ଏହି ଟୁଇଟରେ ନୀରଜ ସମସ୍ତଙ୍କୁ ଧନ୍ୟବାଦ…

୧ ମିନିଟ୍ ଭିତରେ କଣ କଣ ହୁଏ ଇଣ୍ଟରନେଟରେ? ୪.୧ କୋଟି ହ୍ୱାଟସଆପ୍ ମେସେଜ୍, ୧୮ କୋଟି ଇମେଲ୍, ୩୮ ଗୁଗୁଲ ସର୍ଚ୍ଚ ଆହୁରି ଅନେକ କିଛି

ନୂଆଦିଲ୍ଲୀ: ଆପଣ ମାନେ ମୋବାଇଲ୍ ଫୋନ୍ ବିନା କେତେ ସମୟ ରହିପାରିବେ? ବୋଧ ହୁଏ କିଛି ଘଣ୍ଟା ମାତ୍ର । କାରଣ ଆଜିକା ସମୟରେ ମୋବାଇଲ୍ ଠାରୁ ଆମେ ଦୂରେଇ ରହିପାରୁନେ । ଆଉ ଇଣ୍ଟରନେଟ୍ ସହିତ ଆମେ ପୂରା ଦୁନିଆକୁ ନିଜ ହାତ…

‘ଭାଗ୍ ମିଲ୍ଖା ଭାଗ୍’ ପାଇଁ ସୋନମ୍ ନେଇଥିଲେ ୧୧ଟଙ୍କା ଫିସ୍, ଫିଲ୍ମ ନିର୍ମାତା ଓମପ୍ରକାଶ କଲେ ଖୁଲାସା

ନୂଆଦିଲ୍ଲୀ: ବଲିଉଡରେ ଏପରି ଅନେକ ଫିଲ୍ମ ତିଆରି ହୁଏ ଯାହା ବକ୍ସ ଅଫିସ୍ ରେ ଧମାଲ୍ କରେ । ଅନ୍ୟପଟେ କିଛି ଫିଲ୍ମକୁ ନେଇ ସେଲେବ୍ ମାନେ ସ୍କ୍ରିପ୍ଟ ଦେଖୁ ଦେଖୁ ମୁହଁ ବୁଲାଇ ନିଅନ୍ତି । ହେଲେ କିଛି ସେଲେବ୍ ଏମିତି ବି…

ହ୍ୟାକର କଦାପି ଚୋରି କରିପାରିବ ନାହିଁ ଆପଣଙ୍କର ଅନଲାଇନ୍ ତଥ୍ୟ, ଏହି ୪ଟି କଥାକୁ ସର୍ବଦା ଧ୍ୟାନ ରଖନ୍ତୁ

ନୂଆଦିଲ୍ଲୀ: ବର୍ତ୍ତମାନ ଡିଜିଟାଲ ଯେତିକି ଯେତିକି ଆଗକୁ ବଢ଼ୁଛି, ସେହି ମାତ୍ରାରେ ଠକାମି ମଧ୍ୟ ବଢ଼ିଚାଲିଛି । ସାଧାରଣ ଲୋକଙ୍କର ଅନଲାଇନ ଉପରେ ଜ୍ଞାନର ଅଭାବ ହିଁ ଏହି ଠକାମି ପଛର ଅସଲ କାରଣ । ଯଦି ଲୋକମାନେ ଅନଲାଇନ୍…