Browsing Category

Breaking News

ସୌମ୍ୟ କିଛି ବଡ଼ବଡ଼ିଆଙ୍କ କଳାକାରନାମାର ସିକ୍ରେଟ୍ ଜାଣିଥିଲେ କି? ମିଳିମିଶି ମୃତ୍ୟୁ ଘଟଣାକୁ ଚାପିଦେବାର ଉଦ୍ଦେଶ୍ୟ କ’ଣ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ (ଏସିଏଫ୍) ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁକୁ ଇତିମଧ୍ୟରେ ଦୁଇ ସପ୍ତାହରୁ ଅଧିକ ଦିନ ହୋଇଗଲାଣି । ତେବେ ବର୍ତ୍ତମାନ ଏହି ହତ୍ୟାକାଣ୍ଡର ତଦନ୍ତରେ…

କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀଙ୍କୁ ନବୀନଙ୍କ ଚିଠି, ଜାଣନ୍ତୁ କାହିଁକି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଶାକୁ ସାର ଯୋଗାଣ ନେଇ କେନ୍ଦ୍ରମନ୍ତ୍ରୀ ମନସୁଖ ମାଣ୍ଡଭ୍ୟଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ଚିଠି…

ଦେଶରେ ୫୯୩ ଆକ୍ରାନ୍ତଙ୍କ ଜୀବନ ନେଲା କରୋନା

ନୂଆଦିଲ୍ଲୀ : ଦେଶରେ ଗତ କିଛିଦିନ ଧରି କରୋନା ସଂକ୍ରମଣ ଓ ମୃତ୍ୟୁସଂଖ୍ୟା ହ୍ରାସବୃଦ୍ଧି ଘଟିଥିବା ବେଳେ ଆଜି ସାମାନ୍ୟ ବୃଦ୍ଧି ପାଇଛି । କିଛିଦିନ ପୂର୍ବରୁ ପୁଣି କରୋନା କଡ଼ ଲେଉଟାଇବାକୁ ନେଇ ଚିନ୍ତା ବଢ଼ିଯାଇଥିଲା ।…

ଆଜି ଆସିବ ଅଗଷ୍ଟ ଗାଇଡଲାଇନ୍, ଅପରାହ୍ନରେ କହିବେ SRC

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ନିୟନ୍ତ୍ରଣରେ ଥିବା ବେଳେ ଆଉ ଗୋଟିଏ ଦିନ ପରେ ସରୁଛି ଗାଇଡଲାଇନର ଅବଧି । ଅଗଷ୍ଟ ପହିଲାରୁ ଲକଡାଉନ୍ ପାଇଁ ଆଜି ନୂଆ ଗାଇଡଲାଇନ୍ ଜାରି କରିବେ ରାଜ୍ୟ ସରକାର ।…

ଦେଶରେ ବଢ଼ି ଚାଲି ବେକାରୀ ସମସ୍ୟା, ଖାଲି ପଡ଼ିଛି ୮ ଲକ୍ଷରୁ ଅଧିକ ପଦବୀ

ନୂଆଦିଲ୍ଲୀ: ବର୍ତ୍ତମାନ ଦେଶରେ ବେକାରୀ ଏକ ମୁଖ୍ୟ ସମସ୍ୟା ଭାବେ ଉଭା ହେଉଛି । କରୋନା କାରଣରୁ ଏହି ସମସ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଅପରପକ୍ଷେ କେନ୍ଦ୍ର ସରକାରଙ୍କର ବିଭିନ୍ନ ମନ୍ତ୍ରଣାଳୟ ଓ…

କୋଟିପତି ପିଏସ ଗିରଫ, ଘରୁ ବାହାରିଛି ପୁଳା ପୁଳା ଟଙ୍କା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭିଜିଲାନ୍ସ ଚଢ଼ାଉ ପରେ ଆଜି ଗିରଫ ହୋଇଛନ୍ତି OSSCଙ୍କ କୋଟିପତି ପିଏସ । ଓଏସଏସସି ସଦସ୍ୟଙ୍କ ପିଏ ବିରଞ୍ଚି ନାରାୟଣ ସାହୁଙ୍କୁ ଗିରଫ କରିଛି ଭିଜିଲାନ୍ସ । ଏବେବି ପିଏସ୍ ବିରଞ୍ଚିଙ୍କ…

ରାଜ୍ୟରେ ପୁଣି ୬୮ ଆକ୍ରାନ୍ତଙ୍କ ଗଲା ଜୀବନ, ଜାଣନ୍ତୁ କେଉଁଠୁ କେତେ?

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଆସିଥିଲେ ବି ମୃତ୍ୟୁ ସଂଖ୍ୟା ରେକର୍ଡସ୍ତରରେ ରହୁଛି । ଲକଡାଉନ୍, ସଟଡାଉନ୍ ପରି କଟକଣା ପରେ ବି ଲାଗିପାରୁନାହିଁ ମୃତ୍ୟୁସଂଖ୍ୟାରେ ରୋକ୍ ।…

ଡିସକସ୍ ଥ୍ରୋରେ ଚମକିଲେ କମଲପ୍ରୀତ, ଶାନଦାର୍ ପ୍ରଦର୍ଶନ ସହ ଫାଇନାଲରେ ପହଞ୍ଚିଲେ

ନୂଆଦିଲ୍ଲୀ: ଆଜି ଟୋକିଓ ଅଲିମ୍ପିକ-୨୦୨୦ର ନବମ ଦିନ । ଡିସକସ୍ ଥ୍ରୋରେ ଭାରତର କମଲପ୍ରୀତ କୌର ଶାନଦାର ପ୍ରଦର୍ଶନ କରିଛନ୍ତି । ବିଜୟ ସହିତ ସେ ଫାଇନାଲରେ ପ୍ରବେଶ କରିଛନ୍ତି । ତୃତୀୟ ପ୍ରୟାସରେ ୬୪ ମିଟର ପର୍ଯ୍ୟନ୍ତ…

୧୩୨ ଦେଶରେ ପହଞ୍ଚିଲା କରୋନାର ଡେଲ୍ଟା ଭାରିଆଣ୍ଟ, ଚେତାଇଲା WHO

ନୂଆଦିଲ୍ଲୀ: କରୋନା ଭାଇରସର ନୂଆ ଭାରିଆଣ୍ଟ ଓ ଧୀର ଟିକାକରଣକୁ ନେଇ ଚେତାବନୀ ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା WHO । ଶୁକ୍ରବାର ଦିନ WHO କରୋନାର ଡେଲ୍ଟା ଭାରିଆଣ୍ଟକୁ ନେଇ ଚେତାବନୀ ଦେଇଛି । WHOର ଜୁରୁରୀକାଳୀନ…

ଆଜି ୧୫୭୮ ପଜିଟିଭ୍, ଜାଣନ୍ତୁ ରାଜ୍ୟର କେଉଁଠୁ କେତେ

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କ୍ରମଶଃ କରୋନାର ସ୍ଥିତି ସ୍ୱାଭାବିକ ହେବାରେ ଲାଗିଥିଲେ ହେଁ ଆଶଙ୍କା ହଟିନାହିଁ । ତେଣୁ ଏହାକୁ ନଜରରେ ରଖି ବିଏମସି ପକ୍ଷରୁ ରାଜଧାନୀ ଭୁବନେଶ୍ୱରର ସମସ୍ତ ସରକାରୀ ଓ…