Browsing Category

Breaking News

ଏସପି ଦେଖାଇଲେ ମାନବିକତା: ସଡ଼କ ଦୁର୍ଘଟଣାରେ ଗୁରୁତର ଯୁବକଙ୍କୁ ରକ୍ତଦେଇ ବଞ୍ଚାଇଲେ ଜୀବନ

ନୂଆଦିଲ୍ଲୀ: ଜଣେ ଦୁର୍ଘଟଣାଗ୍ରସ୍ତ ଯୁବକଙ୍କୁ ରକ୍ତଦାନ ଦାନ କରି ନିଜର ମାନବିକତାର ପରିଚୟ ଦେଇଛନ୍ତି ଜଣେ ଏସପି । ଆଜିକାଲି ରାସ୍ତାଘାଟରେ ଦୁର୍ଘଟଣା ଘଟାଇ ଅଧିକାଂଶ ଲୋକ ଫେରାର ହୋଇଯାଉଥିବା ବେଳେ ଜଣେ ପ୍ରଶାସନିକ…

ଅଫଲାଇନରେ ମାଟ୍ରିକ ପରୀକ୍ଷା ଆରମ୍ଭ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନା ଯୋଗୁଁ ଚଳିତବର୍ଷ ବିନା ପରୀକ୍ଷାରେ ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇଥିବା ବେଳେ ଅସନ୍ତୁଷ୍ଟ ପିଲାଙ୍କ ପାଇଁ ଆଜି ଆରମ୍ଭ ହୋଇଛି ଅଫଲାଇନ୍ ପରୀକ୍ଷା । ରାଜ୍ୟରେ ୧୫ ହଜାର ୧୩୬…

ଦେଶରେ ୨୪ ଘଣ୍ଟାରେ ୪୪,୨୩୦ ପଜିଟିଭ ଚିହ୍ନଟ,  ୫୫୫ ଜଣଙ୍କର ମୃତ୍ୟୁ

ନୂଆଦିଲ୍ଲୀ : ଦେଶରେ ଗତ କିଛିଦିନ ଧରି କରୋନା ସଂକ୍ରମଣ ଓ ମୃତ୍ୟୁସଂଖ୍ୟା ହ୍ରାସବୃଦ୍ଧି ଘଟିଥିବା ବେଳେ ଆଜି ସାମାନ୍ୟ ବୃଦ୍ଧି ପାଇଛି  । କିଛିଦିନ ପୂର୍ବରୁ ପୁଣି କରୋନା କଡ଼ ଲେଉଟାଇବାକୁ ନେଇ ଚିନ୍ତା ବଢ଼ିଯାଇଥିଲା  ।…

ପୋଲିସ କବଜାରେ ନକଲି PA, ରେଳମନ୍ତ୍ରୀଙ୍କ ପିଏ କହି ଲୁଟୁଥିଲା ଟଙ୍କା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଲୋକମାନେ ଟଙ୍କା ଲୁଟିବା ପାଇଁ ବଡ ବଡ ନେତା, ମନ୍ତ୍ରୀଙ୍କ ନାଁ ବ୍ୟବହାର କରୁଛନ୍ତି ଓ ସାଧାରଣ ଲୋକେ ଏହାର ଶିକାର ହେଉଛନ୍ତି । ସେହିପରି ରେଳମନ୍ତ୍ରୀଙ୍କ ପିଏ କହି ଲୋକଙ୍କୁ ଠକୁଥିବା…

ପ୍ରଥମେ ମହିଳାଙ୍କୁ ଡ୍ରଗ୍ସ ଦେଉଥିଲେ, ପରେ କରୁଥିଲେ ଦେହବେପାର

ମୁମ୍ବାଇ: ଦିନକୁ ଦିନ ଡ୍ରଗ୍ସ ଓ ଏହା ସହିତ ଜଡିତ ଅପରାଧିକ ମାମଲା ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ଏନସିବି ଏପରି ଏକ ଘଟଣାର ଫର୍ଦ୍ଦାଫାସ କରିଛି, ଯେଉଁଥିରେ ମହିଳାଙ୍କୁ ଡ୍ରଗ୍ସ ଦେଇ ଅଭ୍ୟାସରେ ପକାଇବା ସହ…

ଟୋକିଓ ଅଲିମ୍ପିକରେ ଫେଲ୍ ମାରିଲେ ଦୂତୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଟୋକିଓ ଅଲିମ୍ପିକରୁ ଏକ ନିରାଶାଜନକ ଖବର ଆସିଛି । ରାଜ୍ୟର ଦ୍ରୁତ ଧାବିକା ଦୂତୀ ଚାନ୍ଦ ୧୦୦ ମିଟର ହିଟରେ ୭ମ ସ୍ଥାନରେ ରହିଥିବା ଜଣାପଡ଼ିଛି । ତେବେ ଏହି ୧୦୦ ମିଟର ପ୍ରତିଯୋଗିତାକୁ ଦୂତୀ…

ବକ୍ସିଂ କ୍ୱାର୍ଟର ଫାଇନାଲରେ ଲଭଲିନା ବିଜୟୀ, ଭାରତକୁ ଦ୍ୱିତୀୟ ପଦକ ସୁନିଶ୍ଚିତ

ନୂଆଦିଲ୍ଲୀ: ଆଜି ଟୋକିଓ ଅଲିମ୍ପିକ-୨୦୨୦ର ଅଷ୍ଟମ ଦିନ । ଆର୍ଚେରୀରେ ଦୀପିକା କ୍ୱାର୍ଟର ଫାଇନାଲକୁ ଉନ୍ନୀତ ହୋଇଥିବା ବେଳେ ଭାରତ ପାଇଁ ଆସିଛି ଆଉ ଏକ ଖୁସି ଖବର । ବକ୍ସିଂ କ୍ୱାର୍ଟର ଫାଇନାଲରେ ବିଜୟୀ ହୋଇଛନ୍ତି…

ଦିଦିଙ୍କ ନଜର ଦିଲ୍ଲୀ ସିଂହାସନ ଉପରେ: ଲୋକସଭା କି ରାଜ୍ୟସଭାର ସଭ୍ୟ ନାହାନ୍ତି, ତଥାପି ସଂସଦୀୟ ଦଳ ନେତା

ନୂଆଦିଲ୍ଲୀ: ନା ଲୋକସଭା ନା ରାଜ୍ୟସଭାର ସଦସ୍ୟ, ତଥାପି ମମତା ବାନାର୍ଜୀଙ୍କୁ ସଂସଦୀୟ ଦଳ ନେତା ଭାବେ ଚୟନ କରାଯାଇଛି । ତେବେ ମମତାଙ୍କ ଦିଲ୍ଲୀ ଗସ୍ତ ପରେ ପରେ ଏହି ନିଷ୍ପତ୍ତି ଖୁବ୍ ଗୁରୁତ୍ୱ ବହନ କରୁଛି ।…

ସକାଳୁ ଉଠି ଥଣ୍ଡା ପାଣିରେ ମୁହଁ ଧୋଇବା ଦ୍ୱାରା ମିଳିଥାଏ ଚମତ୍କାରୀ ଫାଇଦା

ସକାଳ ସମୟରେ କରାଯାଇଥିବା କିଛି କାମ ଆପଣଙ୍କୁ ଦିନସାରା ଆରାମ ଦେଇଥାଏ । ସେଥିରୁ ଗୋଟିଏ ହେଉଛି, ସକାଳୁ ଉଠି ଥଣ୍ଡା ପାଣିରେ ମୁହଁ ଧୋଇବା । ଶୋଇକି ଉଠିବା ପରେ ମୁହଁରେ ଭାରୀପଣ ଓ ସୁଜନ ଦେଖିବାକୁ ମିଳିଥାଏ । ଏପରି…

ଥମୁନି ମୃତ୍ୟୁର ତାଣ୍ଡବ! ରାଜ୍ୟରେ ପୁଣି ୬୬ ଆକ୍ରାନ୍ତଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଆସିଥିଲେ ବି ମୃତ୍ୟୁ ସଂଖ୍ୟା ରେକର୍ଡସ୍ତରରେ ରହୁଛି । ଲକଡାଉନ୍, ସଟଡାଉନ୍ ପରି କଟକଣା ପରେ ବି ଲାଗିପାରୁନାହିଁ ମୃତ୍ୟୁସଂଖ୍ୟାରେ ରୋକ୍ ।…