Browsing Category
Breaking News
ଲକଡାଉନରେ ସରିଗଲା ରୋଗଗ୍ରସ୍ତ ପୁଅର ଔଷଧ: ସାଇକେଲରେ ତିନି ଦିନ ଧରି ୩୦୦ କିଲୋମିଟର ଯାତ୍ରା କଲେ ଯୁବକ
ମସୁର: କର୍ଣ୍ଣାଟକର ମୈସୁରରେ ଏକ ଦୁଃଖଦ ତଥା ଭାବପ୍ରବଣାତ୍ମକ ଘଟଣା ସାମନାକୁ ଆସିଛି । ଜଣେ ରୋଗ ଜର୍ଜରିତ ପୁତ୍ର ପାଇଁ ଜଣେ ମଜଦୁଦ ତଥା ଗରିବ ପିତାର ତ୍ୟାଗର କାହାଣୀ ଦେଖିବାକୁ ମିଳିଛି । କରୋନାର ଦ୍ୱିତୀୟ ଲହରରେ…
ପ୍ରେମ ବିବାହର ଅନ୍ତରାଳେ ବର୍ଷାଙ୍କୁ ମାରିଦେଲେ! ରାଜଧାନୀରେ ନବବଧୂକୁ ହତ୍ୟା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନା ମହାମାରୀର ସଂକଟ କାଳରେ ଗୋଟିଏ ପରେ ଗୋଟିଏ ଦୁଃସମ୍ବାଦ ମିଳୁଛି । ହତ୍ୟା, ଲୁଟ୍, ଛିନତାଇ ଆଦି ଅପରାଧିକ କାର୍ଯ୍ୟକଳାପ ମଧ୍ୟ କମୁନାହିଁ । ଏହିକ୍ରମରେ ଆଜି ରାଜ୍ୟ ରାଜଧାନୀରେ ଜଣେ…
ଅଧା କର୍ମଚାରୀରେ ସ୍କୁଲ ଚାଲିବ, ଜୁନ୍ ୧୫ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଘରେ ରହିବେ, ନିଷ୍ପତ୍ତି ନେଲା ଶିକ୍ଷା ବିଭାଗ
ନୂଆଦିଲ୍ଲୀ: ଗ୍ରୀଷ୍ମ ଛୁଟି ପରେ ଜୁନ୍ ପହିଲାରୁ ହରିୟାଣାରେ ସମସ୍ତ ସ୍କୁଲ ଖୋଲିଛି । ସ୍କୁଲ ଖୋଲିଥିଲେ ମଧ୍ୟ ସମସ୍ତ ଛାତ୍ରଛାତ୍ରୀ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ସ୍କୁଲକୁ ଆସିବେ ନାହିଁ । ଏହି ସମୟରେ ଅଧା କର୍ମଚାରୀ…
ଦେଶରେ ପୁଣି ବଢ଼ିଲା ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା, ଆଜି ୩୨୦୭ ଜଣଙ୍କ ପ୍ରାଣହାନୀ
ନୂଆଦିଲ୍ଲୀ : ଦେଶରେ କରୋନାର ପ୍ରକୋପ ଜାରି ରହିଛି । ତେବେ କିଛି ଦିନ ଧରି ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା କମିଆସୁଥିବା ବେଳେ ଆଜି ପୁଣି ବୃଦ୍ଧି ପାଇଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୩୨୦୭ ଜଣଙ୍କ ମୃତ୍ୟୁ…
ଭୟଙ୍କର ସିଲିଣ୍ଡର ବିସ୍ଫୋରଣରେ ଦୁଇ କୋଠା ଭୁଶୁଡ଼ିଲା: ୪ ଶିଶୁଙ୍କ ସମେତ ୮ ଜଣଙ୍କ ମୃତ୍ୟୁ, ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ ଏକ ଭୟଙ୍କର ବିସ୍ଫୋରଣ ଘଟିଛି । ଗୋଣ୍ଡାରେ ସିଲିଣ୍ଡର ବିସ୍ଫୋରଣ ଘଟି ୮ ଜଣଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଦୁଇ ପୁରୁଷ, ଦୁଇ ମହିଳା ଓ ୪ ଜଣ ଶିଶୁ ରହିଥିବା ଜଣାପଡ଼ିଛି । ଆଜି…
ଓଡ଼ିଶାରେ ବୃଦ୍ଧି ପାଉଛି କରୋନା ସଂକ୍ରମଣ: ଆଜି ଚିହ୍ନଟ ହେଲେ ୮୩୯୯ ପଜିଟିଭ୍, ଖୋର୍ଦ୍ଧାରୁ ସର୍ବାଧିକ ୧୧୦୨ ଆକ୍ରାନ୍ତ
ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ସଂକ୍ରମଣ ଗୋଟିଏ ଦିନ ହ୍ରାସ ପାଇବା ପରେ ପୁଣି ପରଦିନ ବୃଦ୍ଧି ପାଉଥିବାର ଦେଖିବାକୁ ମିଳୁଛି । ଯେତେ ଲକଡାଉନ୍ ଲାଗୁହେଲେ…
ରାଜ୍ୟରେ ରେକର୍ଡ ସୃଷ୍ଟି କଲା କରୋନା: ଆଜି ସର୍ବାଧିକ ୪୦ ଜଣଙ୍କ ମୃତ୍ୟୁ
ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୦ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୨୮୩୧କୁ…
ଆଜି ଯୁକ୍ତ ଦୁଇ ପରୀକ୍ଷା ନିଷ୍ପତ୍ତି, ଅପରାହ୍ଣରେ ଗଣଶିକ୍ଷା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
ଭୁବନେଶ୍ୱର, (ଓଡିଶା ଭାସ୍କର): ଦେଶରେ ବର୍ତ୍ତମାନ କରୋନାର ଦ୍ୱିତୀୟ ଲହର ଭୟଙ୍କର ସ୍ଥିତିରେ ରହିଥିବାରୁ ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାକୁ ବାତିଲ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ…
ରକ୍ତଦାନ ଶିବିରରୁ ସୁର ସ୍ପ୍ରେଡର ଆଶଙ୍କା ! ଆୟୋଜକ କରୋନ ପଜିଟିଭ ଚିହ୍ନଟ, କାର୍ଯ୍ୟକ୍ରମରେ ଯୋଗଦେଥିଲେ ଲୋଇସିଂହା ବିଧାୟକ
ବଲାଙ୍ଗୀର(ଓଡ଼ିଶା ଭାସ୍କର): ମୋଦି ସରକାରଙ୍କ ୭ ବର୍ଷ ପୂର୍ତ୍ତିକୁ ବିଜେପି ଦଳ ତରଫରୁ ସେବା ସପ୍ତାହ ଦିବସ ପାଳନ କରାଯାଉଛି । ମହାମାରୀ ସମୟରେ ଦେଶର ଅନ୍ୟତମ ସର୍ବ ବୃହତ ରାଜନୈତିକ ଦଳ ସେବା ପାଇଁ ଆଗେଇ ଆସିବା…
ଭାରତୀୟ କରୋନା ଷ୍ଟ୍ରେନ୍କୁ “ଡେଲ୍ଟା’ ନାମ ଦେଲା ଡବ୍ଲ୍ୟୁଏଚ୍ଓ
ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର): ଭାରତରେ ଚିହ୍ନଟ ହୋଇଥିବା ପ୍ରଥମ କରୋନା ଭୂତାଣୁର ନାମକରଣ ହୋଇଛି । ଏହାର ନାଁ ଦିଆଯାଇଛି ‘ଡେଲ୍ଟା ଭାରିଏଣ୍ଟ’ । ବିଶ୍ୱ
ସ୍ୱାସ୍ଥ୍ୟ ସଙ୍ଗଠନ ସୋମବାର ପ୍ରଥମଥର ପାଇଁ କରୋନା ଭୂତାଣୁ…