Browsing Category

Breaking News

ଆଜି ରାଜ୍ୟରୁ ଚିହ୍ନଟ ହେଲେ ୧୬୧୫ ପଜିଟିଭ୍, ଜାଣନ୍ତୁ କେଉଁଠୁ କେତେ

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କ୍ରମଶଃ କରୋନାର ସ୍ଥିତି ସ୍ୱାଭାବିକ ହେବାରେ ଲାଗିଥିଲେ ହେଁ ଆଶଙ୍କା ହଟିନାହିଁ । ତେଣୁ ଏହାକୁ ନଜରରେ ରଖି ବିଏମସି ପକ୍ଷରୁ ରାଜଧାନୀ ଭୁବନେଶ୍ୱରର ସମସ୍ତ ସରକାରୀ ଓ…

ଅଧିକ ଚିକେନ୍ ଖାଇବା ଦ୍ୱାରା ବିଗିଢ଼ିପାରେ ଆପଣଙ୍କ ସ୍ୱାସ୍ଥ୍ୟ, ଜାଣନ୍ତୁ କିପରି

ଚିକେନରେ ଅଧିକ ପ୍ରୋଟିନ ଥିବାରୁ ଏହା ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ । କିନ୍ତୁ ଲୋଭରେ ଆସି ଆପଣ ଅଧିକ ଚିକେନ୍ ଖାଇବା ଦ୍ୱାରା ଆପଣଙ୍କ ଶରୀରକୁ ଏହାର ଓଲଟା ପ୍ରତିକ୍ରିୟା ମିଳିପାରେ । ତେବେ ଚିକେନ୍ ଅଣ ଶାକାହାରୀ…

ହକିରେ ଆର୍ଜେଣ୍ଟିନାକୁ ହରାଇ ଭାରତର ରୋମାଞ୍ଚକର ବିଜୟ

ନୂଆଦିଲ୍ଲୀ: ଆଜି ଟୋକିଓ ଅଲିମ୍ପିକ-୨୦୨୦ର ସପ୍ତମ ଦିନ । ଅଲିମ୍ପିକ ପୁରୁଷ ହକିରେ ରୋମାଞ୍ଚକର ବିଜୟ ହାସଲ କରିଛି ଭାରତ । ଡିଫେଣ୍ଡିଂ ଚାମ୍ପିଅନ ଆର୍ଜେଣ୍ଟିନାକୁ ହରାଇଛି ଭାରତ । ଆର୍ଜେଣ୍ଟିନାକୁ ୩-୧ ଗୋଲରେ ଭାରତ…

କ୍ୱାର୍ଟର ଫାଇନାଲରେ ପିଭି ସିନ୍ଧୁ

ନୂଆଦିଲ୍ଲୀ: ଆଜି ଟୋକିଓ ଅଲିମ୍ପିକ-୨୦୨୦ର ସପ୍ତମ ଦିନ । ଭାରତୀୟ ବ୍ୟାଡମିଣ୍ଟନ ତାରକା ପି.ଭି ସିନ୍ଧୁ କ୍ୱାର୍ଟରରେ ପହଞ୍ଚିଛନ୍ତି । ପ୍ରି-କ୍ୱାର୍ଟରକୁ ସିଧାସଳଖ ସେଟରେ ଜିତିଛନ୍ତି ସିନ୍ଧୁ । ପ୍ରି-କ୍ୱାର୍ଟରକୁ…

ଶିଶୁକନ୍ୟାକୁ ଦୁଷ୍କର୍ମ, ଅଭିଯୁକ୍ତ ନାବାଳକକୁ ଗିରଫ କଲା ପୁଲିସ

ବ୍ୟାସନଗର (ଭାସ୍କର ନ୍ୟୁଜ୍‌): କଳି ଯୁଗ ଶେଷରେ ଘୋର୍‌ ପାପ, ଅନ୍ୟାୟ ଅନୀତି ଅସମ୍ଭବ ଘଟଣାମାନ ଘଟିଚାଲିଛି । ନୀତି ନିୟମକୁ ଭୁଲିଯାଉଛନ୍ତି । ଏଭଳି ଘଟଣା ଘଟିଛି ଯାଜପୁର ଜିଲ୍ଲାର ସୁକିନ୍ଦା ଅଞ୍ଚଳରେ । କ୍ଷୀର ଛାଡି…

ସଂସଦରେ କଟକର ସ୍ୱର; ପ୍ରଥମ ଥର ପାଇଁ ୨ ଯୋଡା ବେଙ୍ଗାଲୁରୁ ଟ୍ରେନ୍‌ କଟକ ଦେଇ ଯାତାୟତ କରିବାକୁ ନିଷ୍ପତ୍ତି

କଟକ (ଭାସ୍କର ନ୍ୟୁଜ୍‌): ଦୀର୍ଘବର୍ଷ ହେବ କଟକ ଦେଇ ଦେଶର ପ୍ରମୁଖ ସୁପରଫାଷ୍ଟ ଟ୍ରେନ୍‌ ଚଳାଚଳ କରୁନଥିଲା କିମ୍ବା ରହଣି କଟକ ଷ୍ଟେସନ୍‌ରେ ନଥିଲା । ଯାହା ଫଳରେ ୧୦ଗୋଟି ଜିଲ୍ଲାର ଛାତ୍ର-ଛାତ୍ରୀ, ଶ୍ରମଜୀବି ଲୋକ ଓ…

ରାଜ୍ୟରେ ଖୋଲିବ ମେଡିକାଲ୍‌ କଲେଜ୍‌, କୋଭିଡ୍ କଟକଣା ମଧ୍ୟରେ ଚାଲିବ କ୍ଲାସ୍

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌): ରାଜ୍ୟରେ କୋଭିଡ୍‌ ସଂକ୍ରମଣ ହାର ହ୍ରାସ ପାଉଥିବା ବେଳେ ବନ୍ଦ ଥିବା ମେଡିକାଲ୍‌ କଲେଜକୁ ପୁଣି ଥରେ ଖୋଲିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ଏନେଇ ଡିଏମ୍‌ଇଟିଙ୍କୁ ଚିଠି ଲେଖି…

ଗ୍ୟାଙ୍ଗ୍‌ଷ୍ଟର ହାଇଦର୍‌ର ପୁଅକୁ ମିଳିଲାନି ପାରୋଲ୍‌, ୪୦ ଦିନିଆ ଜାମିନ୍ ଆବେଦନକୁ ଖାରଜ କଲେ କୋର୍ଟ

କେନ୍ଦ୍ରାପଡ଼ା,  (ଭାସ୍କର ନ୍ୟୁଜ୍‌): ଗ୍ୟାଙ୍ଗ୍‌ଷ୍ଟର ସେକ୍‌ ହାଇଦରର ଶୁଦ୍ଧିକ୍ରିୟାରେ ଯୋଗ ଦେବାକୁ ପାରୋଲ୍‌ ପାଇଁ ଆବେଦନ କରିଥିଲା ବଡ଼ ପୁଅ ସେକ ମୁନା । ହେଲେ ଏହି ଆବେଦନକୁ କେନ୍ଦ୍ରାପଡ଼ା ଜିଲ୍ଲା ଦୌରାଜଜ୍‌ ଖାରଜ…

କେନ୍ଦ୍ରର ନୂଆ କରୋନା ଗାଇଡ୍‌ଲାଇନ ଜାରି, ଅଗଷ୍ଟ ୩୧ ପର୍ଯ୍ୟନ୍ତ କଟକଣା ବୃଦ୍ଧି: ଆଗକୁ ପାର୍ବଣ ଋତୁ, ସତର୍କ ରହିବାକୁ ପରାମର୍ଶ

ନୂଆଦିଲ୍ଲୀ,(ଭାସ୍କର ନ୍ୟୁଜ୍) : ମହାମାରୀ କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଜାରି କରିଥିବା ଗାଇଡ୍‌ଲାଇନ୍‌ ଅବଧିକୁ ଆସନ୍ତା ମାସ ଅର୍ଥାତ ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ…

କୁଆଖାଇ ନଦୀକୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ, ଉଦ୍ଧାର କଲେ ସ୍ଥାନୀୟଲୋକେ

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): କୁଆଖାଇ ନଦୀକୁ ଡେଇଁ ଆତ୍ମହତ୍ୟା କରିବାକୁ ଉଦ୍ୟମ କଲେ ଯୁବତୀ । ଅଧଘଣ୍ଟାର ହାଇଡ୍ରାମା କରିବା ସହ ବ୍ରିଜ୍ ତଳକୁ ଡେଇଁବାକୁ କରିଥିଲେ ଉଦ୍ୟମ। ତେବେ ସ୍ଥାନୀୟ ଲୋକଙ୍କ ଉପସ୍ଥିତ ବୁଦ୍ଧି…