fbpx
Browsing Category

Breaking News

ଗିରଫ ହେଲେ କେନ୍ଦ୍ରାପଡା ଅବକାରୀ SI

କେନ୍ଦ୍ରାପଡା,୨୭ ।୧୧(ଓଡିଶା ଭାସ୍କର): କେନ୍ଦ୍ରାପଡା ଅବକାରୀ SI ପୂର୍ଣ୍ଣେନ୍ଦୁ ରାଉତଙ୍କୁ ଆଜି ଗିରଫ କରିଛି ପୋଲିସ । ତାଙ୍କ ନାଁରେ ମୃତ ବ୍ୟକ୍ତିଙ୍କୁ ଜୀବିତ ଦର୍ଶାଇଥିବା ଅଭିଯୋଗ ହୋଇଥିଲା । ତେବେ ଗୋପ ବାରର…

କେନ୍ଦ୍ର କ୍ୟାବିନେଟର ନିଷ୍ପତ୍ତି

ନୂଆଦିଲ୍ଲୀ,୨୭ ।୧୧: ପଞ୍ଚଦଶ ଅର୍ଥ କମିସନର କାର୍ଯ୍ୟକାଳ ଆଉ ୧୧ ମାସ ବଢାଇଛି କେନ୍ଦ୍ର କ୍ୟାବିନେଟ୍ । ଏନେଇ ନଭେମ୍ବର ୩୦ରେ ମଧ୍ୟବର୍ତ୍ତୀକାଳୀନ ରିପୋର୍ଟ ଦେବେ କମିସନ । ଏହା ସହ ଭାରତ-ସାଉଦି ଆରବ ବୁଝାମଣା…

PMAY ଯୋଜନାରେ ଅନିୟମିତତା ପ୍ରସଙ୍ଗ, ବିଜେପିର ମୁଲତବୀ ପ୍ରସ୍ତାବ ଉପରେ ପଞ୍ଚାୟତିରାଜ ମନ୍ତ୍ରୀଙ୍କ ବିବୃତି

ଭୁବନେଶ୍ୱର, ୨୭ା୧୧(ଓଡ଼ିଶା ଭାସ୍କର): ଆଜି ବିଧାନସଭାରେ PMAY ଯୋଜନାରେ ଅନିୟମିତତା ପ୍ରସଙ୍ଗରେ ବିଜେପି ମୁଲତବୀ ପ୍ରସ୍ତାବ ଆଣିଥିଲା । ଯାହାର ଉତ୍ତର ରଖିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା । ସେ କହିଛନ୍ତି…

ପାକିସ୍ତାନୀ ଲିଙ୍କକୁ କେୟାର ହସ୍ପିଟାଲର ଖଣ୍ଡନ

ଭୁବନେଶ୍ୱର, ୨୭ା୧୧(ଓଡ଼ିଶା ଭାସ୍କର): ପାକିସ୍ତାନୀ ଲିଙ୍କ ଅଭିଯୋଗକୁ ଭୁବନେଶ୍ୱର କେୟାର ହସ୍ପିଟାଲ ଖଣ୍ଡନ କରିଛି ।  ମୁଖ୍ୟ ପରିଚାଳନା ଅଧିକାରୀ ଗୁରିତ କୌର ସେଠୀ ଏନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି ପାକିସ୍ତାନର…

ରାଜ୍ୟସଭା ପ୍ରାର୍ଥୀ ହେବେ ଅରୁଣ

ଭୁବନେଶ୍ୱର,୨୭ ।୧୧(ଓଡିଶା ଭାସ୍କର): ଉତ୍ତରପ୍ରଦେଶରେ ବିଜେପିର ରାଜ୍ୟସଭା ପ୍ରାର୍ଥୀ ହେବେ ଅରୁଣ ସିଂହ । ତେବେ ବର୍ତ୍ତମାନ ସମୟରେ ଓଡିଶା ପାଇଁ ବିଜେପି ପ୍ରଭାରୀ ଅଛନ୍ତି ଅରୁଣ ସିଂହ । ସି.କେ. ରାମମୂର୍ତ୍ତି…

ମଦୁଆ ଗାଡି ଚାଳକ ସାବଧାନ୍, ଡିସେମ୍ବର ପହିଲାରୁ କଡାକଡି ହେବ ଟ୍ରାଫିକ୍ ନିୟମ

ଭୁବନେଶ୍ୱର,୨୭ ।୧୧(ଓଡିଶା ଭାସ୍କର): ଡିସେମ୍ବର ପହିଲାରୁ ଟ୍ରାଫିକ୍ ନିୟମ କଡାକଡି ହେବ । ନିୟମ ଉଲ୍ଲଂଘନକାରୀଙ୍କୁ ଏଣିକି ଆଉ ନିସ୍ତାର ନାହିଁ । ପୋଲିସ ଟାର୍ଗେଟରେ ମଦୁଆ ଚାଳକ ରହିବେ ବୋଲି ଆଜି ଡିଜିପି କହିଛନ୍ତି ।…

କେୟାର ହସ୍ପିଟାଲ ମାଲିକ ଜଣେ ପାକିସ୍ତାନୀ: ପ୍ରଦୀପ୍ତ ନାୟକ

ଭୁବନେଶ୍ୱର, ୨୭ା୧୧(ଓଡ଼ିଶା ଭାସ୍କର): ବିଧାନସଭାରେ ଶୀତକାଳିନ ଅଧିବେଶନ ଜାରି ରହିଛି । ଏହାରି ମଧ୍ୟରେ ଆଜି ଗୃହରେ ଭୁବନେଶ୍ୱର ଘରୋଇ ହସ୍ପିଟାଲରେ ପାକିସ୍ତାନୀ ଏଜେଣ୍ଟ ଲିଙ୍କ୍ ଥିବା ଏବଂ ରୋଗୀ ଶୋଷଣ ପ୍ରସଙ୍ଗ…

ବିଜେଡି ଫେରିବାକୁ ଇଚ୍ଛୁକ ଦାମ

ଭୁବନେଶ୍ୱର,୨୭ ।୧୧(ଓଡିଶା ଭାସ୍କର): ଚଳିତ ନିର୍ବାଚନରେ ବିଜେପିରେ ଯୋଗ ଦେଇଥିବା ଦାମ ରାଉତ ପୁଣି ଥରେ ବିଜେଡି ଫେରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ଏନେଇ ଦାମ ଆଜି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ତେବେ ଦାମ…

ଓଡିଆଙ୍କୁ ନିଯୁକ୍ତି ପ୍ରସଙ୍ଗରେ ଶାସକ-ବିରୋଧୀ ଏକ

ଭୁବନେଶ୍ୱର,୨୭ ।୧୧(ଓଡିଶା ଭାସ୍କର): ଆଜି ବିଧାନସଭାରେ ଉଠିଲା ପିଏସୟୁରେ ଓଡିଆଙ୍କୁ ନିଯୁକ୍ତି ପ୍ରସଙ୍ଗ । ପୂର୍ବରୁ ନିୟମ ଖିଲାପ କରି ଅଧିକ ଅଣଓଡିଆଙ୍କୁ ନିଯୁକ୍ତି ମିଳୁଥିବା ଅଭିଯୋଗ ହୋଇଥିଲା । ଏହି ପ୍ରସଙ୍ଗରେ…

ଖୁବଶୀଘ୍ର କାର୍ଯ୍ୟରେ ଯୋଗ ଦେବେ ନୂଆ ଡିଜିପି

ଭୁବନେଶ୍ୱର, ୨୭ା୧୧(ଓଡ଼ିଶା ଭାସ୍କର): ଖୁବଶୀଘ୍ର କାର୍ଯ୍ୟରେ ନୂଆ ପୋଲିସ ମହାନିର୍ଦ୍ଦେଶକ ଯୋଗଦେବେ ବୋଲି ଜଣାପଡ଼ିଛି । ନିକଟରେ ପୋଲିସ ମହାନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଛନ୍ତି ଅଭୟ । ନୂଆ ଡିଜି ଭାବେ ଅଭୟଙ୍କ ନାମ…