fbpx
Browsing Category

Breaking News

ଶକ୍ତି ପରୀକ୍ଷାରେ ଉଦ୍ଧବ ପାସ୍

ମୁମ୍ବାଇ,୩୦ ।୧୧: ମହାରାଷ୍ଟ୍ର ବିଧାନସଭାରେ ବହୁମତ ସାବ୍ୟସ୍ତ କଲେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ବହୁମତର ମ୍ୟାଜିକ୍ ନମ୍ବର ୧୪୫ ପାର କରି ଉତ୍ତୀର୍ଣ୍ଣ ହୋଇଛନ୍ତି ଉଦ୍ଧବ । ତେବେ ଉଦ୍ଧବ ସରକାରଙ୍କ ସପକ୍ଷରେ ମୋଟ୍…

ମହାରାଷ୍ଟ୍ର: ଉଦ୍ଧବଙ୍କ ବହୁମତ ପରୀକ୍ଷା

ମୁମ୍ବାଇ,୩୦ ।୧୧: ମହାରାଷ୍ଟ୍ର ବିଧାନସଭାରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବହୁମତ ସାବ୍ୟସ୍ତ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଅଶୋକ ଚୌହାନ ବିଶ୍ୱାସ ପ୍ରସ୍ତାବ ରଖିଛନ୍ତି । ପ୍ରସ୍ତାବର ସମର୍ଥନ କରିଛି ମହାରାଷ୍ଟ୍ର…

ପୋଲିସ ନ ଧରିଥିଲେ ବି ଉଲ୍ଲଙ୍ଘନକାରୀ ଗଣିବେ ଜୋରିମାନା

ଭୁବନେଶ୍ୱର,୩୦ା୧୧(ଓଡ଼ିଶା ଭାସ୍କର): ଆସନ୍ତାକାଲିଠୁ ଟ୍ରାଫିକ ଉଲ୍ଲଙ୍ଘନ ଚିହ୍ନଟ ବ୍ୟବସ୍ଥା ଆରମ୍ଭ କରାଯିବ । ପୋଲିସ ନ ଧରିଥିଲେ ବି ଉଲ୍ଲଙ୍ଘନକାରୀ ଜୋରିମାନା ଗଣିବେ । ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ରୁପାଲି ଛକରୁ…

ଟ୍ରେନରେ ସିଟ୍ ନମିଳିବାରୁ ଖରାପ ଅବସ୍ଥାରେ ଯାତ୍ରା କଲେ ଏହି ବଲିଉଡ୍ ଅଭିନେତା, ଦେଖନ୍ତୁ ଭିଡିଓ

ମୁମ୍ବାଇ,୩୦ ।୧୧: ଟ୍ରେନରେ ଯାତ୍ରା କରିବା ସମସ୍ତଙ୍କ ପାଇଁ ସହଜ ନୁହେଁ । ସେଥିପାଇଁ ସମସ୍ତ ବଲିଉଡ୍ ସେଲିବ୍ରିଟମାନେ ପ୍ରାୟତଃ ପ୍ଲେନରେ ଯାତ୍ରା କରିବାକୁ ପସନ୍ଦ କରିଥାନ୍ତି । ନିକଟରେ ବଲିଉଡର ଜଣେ ଲୋକପ୍ରିୟ…

ଆନ୍ଧ୍ରା ବ୍ୟାଙ୍କରେ ଭୟାବହ ଅଗ୍ନିକାଣ୍ଡ

କଟକ, ୩୦ା୧୧(ଓଡ଼ିଶା ଭାସ୍କର): କଟକ ମଙ୍ଗଳାବାଗ ଆନ୍ଧ୍ରା ବ୍ୟାଙ୍କ ଶାଖାରେ ଭୟାବହ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । ନିଆଁ ଲିଭାଇବା କାର୍ଯ୍ୟରେ ୨ଟି ଦମକଳ ଗାଡ଼ି ନିୟୋଜିତ ହୋଇଛନ୍ତି । ଅଗ୍ନିଶମ କର୍ମଚାରୀ…

୨୦୨୦ରେ ହେବ ୩ୟ ମେକ୍ ଇନ୍ ଓଡିଶା କନକ୍ଲେଭ

ଭୁବନେଶ୍ୱର,୩୦ ।୧୧(ଓଡିଶା ଭାସ୍କର): ଆସନ୍ତା ୨୦୨୦ରେ ୩ୟ ମେକ୍ ଇନ୍ ଓଡିଶା କନକ୍ଲେଭ ହେବ । ନଭେମ୍ବର ୩୦ରୁ ଡିସେମ୍ବର ୪ ଯାଏଁ ଚାଲିବ ଏହି କନକ୍ଲେଭ । ଏନେଇ ଆଜି ସୂଚନା ଦେଇଛନ୍ତି ଶିଳ୍ପମନ୍ତ୍ରୀ କ୍ୟାପେଟନ…

ନିଯୁକ୍ତି ବିଜ୍ଞପ୍ତିକୁ ନେଇ ବିବାଦରେ ଉତ୍କଳ ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର,୩୦ା୧୧(ଓଡ଼ିଶା ଭାସ୍କର): ପ୍ରକାଶିତ ବିଜ୍ଞାପନକୁ ନେଇ ଏବେ ବିବାଦରେ ଉତ୍କଳ ବିଶ୍ୱବିଦ୍ୟାଳୟ । ଅକ୍ଟୋବର ୧୬ରେ ବିଶ୍ୱବିଦ୍ୟାଳୟ ପକ୍ଷରୁ କମ୍ପ୍ୟୁଟର ସେଣ୍ଟର ପ୍ରୋଗ୍ରାମର ପଦରେ ନିଯୁକ୍ତି ପାଇଁ ପ୍ରକାଶ…

ଝାଡ଼ଖଣ୍ଡରେ ୧୧ଟା ସୁଦ୍ଧା ୨୭.୪୧% ମତଦାନ, ବିସ୍ଫୋରଣ କରି ପୋଲ ଉଡ଼େଇଲେ ମାଓବାଦୀ

ଝାଡ଼ଖଣ୍ଡ,୩୦ା୧୧: ଆଜି ଝାଡ଼ଖଣ୍ଡ ବିଧାନସଭା ପାଇଁ ପ୍ରଥମ ପର୍ଯ୍ୟାୟ ନିର୍ବାଚନ କରାଯାଇଛି । ସକାଳ ୭ଟାରୁ ଝାଡ଼ଖଣ୍ଡ ରାଜ୍ୟର ମାଓ ପ୍ରଭାବିତ ୬ଟି ଜିଲ୍ଲାରେ ୧୩ଟି ବିଧାନସଭା ଆସନ ପାଇଁ ମତଦାନ ଜାରି ରହିଛି । ପୂର୍ବାହ୍ନ…

ଭିଡ଼ିଓ କନଫରେନ୍ସିଂ ଜରିଆରେ ୨୭ଟି ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୩୦ା୧୧(ଓଡ଼ିଶା ଭାସ୍କର): ମେକ୍ ଇନ୍ ଓଡ଼ିଶାର ଅଷ୍ଟମ ପର୍ଯ୍ୟାୟ ଆରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ ୨୭ଟି ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ଭିଡ଼ିଓ…

ନଦୀକୁ ଖସିଲା ପିକଅପ ଭ୍ୟାନ, ୭ମୃତ

ମହାରାଷ୍ଟ୍ର,୩୦ା୧୧: ମହାରାଷ୍ଟ୍ର ଧୁଲେରେ ନଦୀକୁ ଏକ ପିକଅପ ଭ୍ୟାନ ଖସିପଡ଼ିଛି । ଯେଉଁଥିରେ ୭ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଏହାସହ ୨୦ରୁ ଅଧିକ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତକଙ୍କୁ ମେଡ଼ିକାଲରେ ଭର୍ତ୍ତି…