fbpx
Browsing Category

Breaking News

ସରକାରୀ ନିଷ୍ପତ୍ତି । ଅନଲାଇନରେ ମିଳିବ ମଦ,ଜଣଙ୍କୁ ସର୍ବାଧିକ ୫ ଲିଟର

ଭୁବନେଶ୍ୱର : ୫।୫(ଓଡିଶା ଭାସ୍କର):ଲକ ଡାଉନ ୩.୦ରେ ମଦ ଦୋକାନ ଖୋଲିବାକୁ ଅନୁମତି ଦେଇଛନ୍ତି ସରକାର । ହେଲେ ଏଥିପାଇଁ ସାମଜିକ ଦୂରତା ନିୟମ ପାଳନକୁ କଡାକଡି କରିବାକୁ ନିର୍ଦ୍ଦେଶ ରହିଛି । ହେଲେ ସୋମବାରଠୁ ଯେଉଁଠି ମଦ…

ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୫/୫(ଓଡିଶା ଭାସ୍କର): ରାଜ୍ୟ ରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୭୪କୁ ବୃଦ୍ଧି ପାଇଛି ।  ଚିହ୍ନଟ ଆକ୍ରାନ୍ତ ଜଣକ ରାଉରକେଲାର। ସେ ପୁରୁଷ…

ପୋଲିସକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ଆବଶ୍ୟକ ନଥିଲେ ଗିରଫ କରନି

କଟକ, ୫ା୫(ଓଡ଼ିଶା ଭାସ୍କର): ରାଜ୍ୟରେ ଲକଡାଉନ ସ୍ଥିତିକୁ ନେଇ ହାଇକୋର୍ଟ ନୂଆ ନିର୍ଦ୍ଦେଶ ଜାରି କରିଛନ୍ତି । ନିହାତି ଆବଶ୍ୟକ ନଥିଲେ ପୋଲିସ କାହାକୁ ଗିରଫ ନକରିବାକୁ ନିର୍ଦ୍ଦେଶ ଦିଆଯାଇଛି । ୭ବର୍ଷରୁ କମ ସଜା…

ଚାଷୀଙ୍କ ପାଇଁ ଟୋଲ ଫ୍ରି ନମ୍ବର ଜାରି, ଜାଣନ୍ତୁ ଏହାର ଫାଇଦା କିପରି ନେବେ

ଭୁବନେଶ୍ୱର,୫ ।୫(ଓଡିଶା ଭାସ୍କର): କରୋନା ସଙ୍କଟକୁ ଦୃଷ୍ଟିରେ ରଖି ଚାଷୀଙ୍କ ପାଇଁ ଟୋଲ ଫ୍ରିି ନମ୍ବର ଜାରି କଲେ ରାଜ୍ୟ ସରକାର । ଟୋଲ ଫ୍ରି ନମ୍ବର ହେଉଛି-୧୮୦୦୧୦୨୫୧୬୬ । କୃଷି କାର୍ଯ୍ୟରେ କୌଣସି ବି ସମସ୍ୟା ଏହି…

କରୋନାକୁ ନେଇ ଏଯାଏଁ ପ୍ରକୃତ ଯୁଦ୍ଧ ଆରମ୍ଭ ହୋଇନାହିଁ: ବାଗଚୀ

ଭୁବନେଶ୍ୱର, ୫ା୫(ଓଡ଼ିଶା ଭାସ୍କର): ପ୍ରତିଦିନ ପରି ଆଜି ମଧ୍ୟ କରୋନା ସମ୍ପର୍କିତ ୨୪ଘଣ୍ଟାର ଅପଡ଼େଟ ଦେଇଛନ୍ତି ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ । ସେ କହିଛନ୍ତି ଯେ କରୋନାକୁ ନେଇ ଏଯାଏଁ ପ୍ରକୃତ ଯୁଦ୍ଧ ଆରମ୍ଭ ହୋଇନାହିଁ…

ଦେଶରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ହାର ୨୭.୪୧%

ନୂଆଦିଲ୍ଲୀ, ୫ା୫: କରୋନା ସମ୍ପର୍କିତ ଅପଡ଼େଟ ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ । ସେ କହିଛନ୍ତି ଯେ ଦେଶରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୬ହଜାର ୪୩୩ରେ…

ରାଜ୍ୟରେ ଆଉ ୩କରୋନା ଆକ୍ରାନ୍ତ ଚିହ୍ନଟ, କଟକକୁ ଫେରିଲା କରୋନା

ଭୁବନେଶ୍ୱର, ୫ା୫(ଓଡ଼ିଶା ଭାସ୍କର): ରାଜ୍ୟରେ ଆଉ ତିନି ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୭୩କୁ ବୃଦ୍ଧି ପାଇଛି । ରାଜ୍ୟରେ ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ…