Browsing Category

Breaking News

ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୨୫.୯୯ ଲକ୍ଷରେ ପହଞ୍ଚିଲା

ନୂଆଦିଲ୍ଲୀ, ୭ା୩: କରୋନାର ପ୍ରଭାବ କ୍ରମଶଃ କମିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୨୫ ଲକ୍ଷ ୯୯ ହଜାର ୧୭୭ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧ କୋଟି ୭୦ ଲକ୍ଷ ୬୭ ହଜାର ୬୮୩କୁ…

ଆସନ୍ତୁ ଜାଣିବା ଦୁନିଆଁର ସବୁଠାରୁ ବଡ଼ ପରିବାରର ବିଷୟରେ

ଜଣେ ବ୍ୟକ୍ତି ଏକ, ଦୁଇ ବା ତିନି ଜଣଙ୍କୁ ବିବାହ କରିଥିବା ଆପଣମାନେ ଶୁଣିଥିବେ । ଆପଣମାନେ ଏକଥା ଶୁଣି ଆଶ୍ଚର୍ଯ୍ୟ ହେବେ ଯେ ଜଣେ ବ୍ୟକ୍ତି ୩୯ ଜଣଙ୍କୁ ବିବାହ କରିଛନ୍ତି । ଏକଥା ଶୁଣିବା ପରେ କେହି ବିଶ୍ୱାସ କରି ନ…

ଏହି ସ୍ଥାନରେ ରହିଛି କୁକୁରଙ୍କ ପାଇଁ ବିଳାସମୟ ହୋଟେଲ: ସୁଇମିଂ, ମସାଜ୍ ସହିତ ରହିଛି ଆହୁରି ଅନେକ ସୁବିଧା

କୁକୁରକୁ ଗୃହପାଳିତ ପଶୁ ଭାବେ ଅନେକ ଘରେ ରଖିବାକୁ ପସନ୍ଦ କରିଥାନ୍ତି । ଅନେକ ଘରେ କୁକୁର ପରିବାରର ଏକ ସଦସ୍ୟ ପରି ରହିଥାଏ । ଅନେକ ଲୋକ କୁକୁରଙ୍କ ଲାଳନ ପାଳନରେ ଅନେକ ଅର୍ଥ ବ୍ୟୟ କରିଥାନ୍ତି । ଭାରତରେ କୁକୁରଙ୍କ…

ନନ୍ଦିଗ୍ରାମରେ ଦିଦି-ଶୁଭେନ୍ଦୁ ଟକ୍କର

କୋଲକାତା,୬ ।୩: ପଶ୍ଚିମବଙ୍ଗ ର୍ନିବାଚନ ପାଇଁ ଜୋର ଧରିଛି ରାଜନୀତି । ପୂର୍ବରୁ ଟିମଏମସି ନିଜର ପ୍ରାର୍ଥୀ ତାଲିକା କରିଥିବା ବେଳେ ଆଜି ବିଜେପି ନିଜର ପ୍ରାର୍ଥୀ ତାଲିକା ଘୋଷଣା କରିଛି । ନନ୍ଦିଗ୍ରାମରେ ବିଜେପିରୁ…

ନୂଆ ବିଭାଗ ହେଲା ମିଶନ ଶକ୍ତି

ଭୁବନେଶ୍ୱର,୬ ।୩(ଓଡିଶା ଭାସ୍କର): ରାଜ୍ୟରେ ମିଶନ ଶକ୍ତି ନାଁରେ ଏଣିକି କାର୍ଯ୍ୟ କରିବ ନୂଆ ବିଭାଗ । ମହିଳା ଦିବସ ପୂର୍ବରୁ ଏନେଇ ଘୋଷଣା କରିଛନ୍ତି ରାଜ୍ୟ ସରକାର । ମିଶନ ଶକ୍ତି ନାଁରେ ନୂଆ ବିଭାଗକୁ କ୍ୟାବିନେଟରେ…

କରୋନାକୁ ନେଇ ୮ଟି ରାଜ୍ୟକୁ କେନ୍ଦ୍ରର ପରାମର୍ଶ

ନୂଆଦିଲ୍ଲୀ,୬ ।୩: ଅନେକ କଟକଣା ପରେ ବି ଦେଶରେ କରୋନା ସଂକ୍ରମଣ ବଢିବାରେ ଲାଗିଛି । କରୋନା ସଂକ୍ରମଣ ନେଇ ୮ଟି ରାଜ୍ୟକୁ ପରାମର୍ଶ ଦେଇଛି କେନ୍ଦ୍ର । ଅଧିକ ପରୀକ୍ଷା, ଚିହ୍ନଟ ଓ ଟିକାକରଣ ବଢାଇବାକୁ କେନ୍ଦ୍ର ପରାମର୍ଶ…

୧୬ଟି ପ୍ରସ୍ତାବରେ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୬ ।୩(ଓଡିଶା ଭାସ୍କର): ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି । ରାଜ୍ୟ କ୍ୟାବିନେଟ ବୈଠକରେ ମୋଟ ୧୬ଟି ପ୍ରସ୍ତାବରେ ବାଜିଛି କ୍ୟାବିନେଟ ମୋହର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ…

ଓଡିଶା ଚାଷୀଙ୍କୁ ମିଳିବ ପିଏମ କିଷାନ ଯୋଜନାର ଲାଭ

ଭୁବନେଶ୍ୱର,୬ ।୩(ଓଡିଶା ଭାସ୍କର): ଏଣିକି ପିଏମ କିଷାନ ଯୋଜନାର ଲାଭ ପାଇବେ ଓଡିଶାର ସବୁ ଯୋଗ୍ୟ ଚାଷୀ । ଓଡିଶାର ସବୁ ଯୋଗ୍ୟ ଚାଷୀ ପିଏମ କିଷାନ ଯୋଜନାର ଲାଭ ପାଇବା ନେଇ ପ୍ରତିଶ୍ରୁତି ଦେଇଛନ୍ତି କେନ୍ଦ୍ର କୃଷି…

ବିିଶ୍ୱ ଟେଷ୍ଟ ଚାମ୍ପିଅନସିପ ଫାଇନାଲରେ ଭାରତ

ଅହମ୍ମଦାବାଦ,୬ ।୩: ଇଂଲଣ୍ଡ ବିରୋଧ ଚତୁର୍ଥ ଟେଷ୍ଟ ମ୍ୟାଚରେ ବିଜୟ ହାସଲ କରିଛି ଭାରତ । ଇନିଂସ ଓ ୨୫ ରନରେ ଇଂଲଣ୍ଡକୁ ହରାଇଛି ଟିମ୍ ଇଣ୍ଡିଆ । ୩-୧ରେ ଟେଷ୍ଟ ସିରିଜରେ ଜିତିଛି ଭାରତ । ଇଂଲଣ୍ଡ ପ୍ରଥମ ଇନିଂସରେ ୨୦୫…

ଆସ୍ଥା ଭୋଟରେ ଜିତିଲେ ଇମ୍ରାନ

ଇସଲାମବାଦ: ପାକିସ୍ତାନ ସଂସଦରେ ଆସ୍ଥା ଭୋଟରେ ଜିତିଛନ୍ତି ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ । ଇମ୍ରାନଙ୍କ ସପକ୍ଷରେ ୧୭୮ ଜଣ ମତ ଦେଇଥିବା ସୂଚନା ମିଳିଛି । ୩୪୨ ଆସନ ବିଶିଷ୍ଟ ନିମ୍ନ ସଦନରେ ମ୍ୟାଜିକ ନମ୍ବର ୧୭୨…