Browsing Category

Breaking News

ଏୟାରପୋର୍ଟରେ ଅଭିଷେକ, ECMO ଚିକିତ୍ସା ପାଇଁ ଯିବେ କୋଲକାତା

ଭୁବନେଶ୍ୱର (ଓଡିଶା ଭାସ୍କର): କରୋନାରେ ସଂକ୍ରମିତ ହୋଇ ଏବେ ମୃତ୍ୟୁ ସହ ଲଢେଇ କରୁଥିବା ଅଭିଷେକ ମହାପାତ୍ରଙ୍କୁ ଚିକିତ୍ସା ପାଇଁ ଆଜି କୋଲକାତା ନିଆଯାଉଛି । ଘରୋଇ ହସ୍ପିଟାଲରୁ ଲାଇଫ୍ ସପୋର୍ଟ ଆମ୍ବୁଲାନ୍ସରେ ତାଙ୍କୁ…

ପାଠକ ବାପ-ପୁଅଙ୍କୁ ମିଳିଲା ଜାମିନ୍

ଭୁବନେଶ୍ୱର, (ଓଡିଶା ଭାସ୍କର): ଆୟବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଗିରଫ ହୋଇ ଜେଲରେ ଥିବା ପାଠକ ବାପ-ପୁଅଙ୍କୁ ମିଳିଛି ଜାମିନ୍ । ଟାଟା କମ୍ପାନୀରେ ଚାକିରି କରାଇଦେବା ନେଇ ହୋଇଥିବା ଅଭିଯୋଗରେ ପୂର୍ବତନ ଆଇଏଫଏସ…

ପାଟଣାଗଡର ପୂର୍ବତନ SDMOଙ୍କୁ ଚାକିରିରୁ ବହିଷ୍କାର

ବଲାଙ୍ଗିର(ଓଡିଶା ଭାସ୍କର): ବଲାଙ୍ଗିର ପାଟଣାଗଡର ପୂର୍ବତନ ଏସଡିଏମଓଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି । ଦୁର୍ନୀତି ଓ ବେଆଇନ କାର୍ଯ୍ୟ ଅଭିଯୋଗରେ ବାଚସ୍ପତି ଦାସ ବହିଷ୍କୃତ ହୋଇଛନ୍ତି । ଖବର ଅନୁସାରେ, ପୁରୀ…

ପୁରୁଷଙ୍କ ଯୌନ ହରମୋନ୍ ହ୍ରାସ କରୁଛି କରୋନା ଭାଇରସ୍, ଜାଣନ୍ତୁ ଏନେଇ କ’ଣ କହୁଛି ଅଧ୍ୟୟନ

ଦେଶରେ ବର୍ତ୍ତମାନ କରୋନାର ଦ୍ୱିତୀୟ ଲହର ଜାରି ରହିଛି । ପ୍ରାୟ ରାଜ୍ୟରେ କଟକଣା ଲାଗୁ ହେବା ପରେ ଏବେ ସଂକ୍ରମଣରେ ସୁଧାର ଆସିଥିବା ଦେଖାଯାଇଛି । ଆଗକୁ ତୃତୀୟ ଲହର ଆସିବା ନେଇ ସରକାର ସମସ୍ତ ପ୍ରସ୍ତୁତି ଚଳାଇଛନ୍ତି ।…

ବିଜେପିରେ ଯୋଗଦେଲେ ଜିତିନ୍ ପ୍ରସାଦ

ନୂଆଦିଲ୍ଲୀ: ପୂର୍ବ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଜିତିନ ପ୍ରସାଦ ଆଜି ଭାରତୀୟ ଜନତା ପାଟି(ବିଜେପି)ରେ ସାମିଲ ହୋଇଛନ୍ତି । ନୂଆଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟାଳୟରେ ପଦ୍ମ ଧରିଛନ୍ତି ଜିତିନ୍ ।…

ସୋରିଷ ତେଲର ଦରବୃଦ୍ଧି ନେଇ କ’ଣ କହିଲେ କେନ୍ଦ୍ର କୃଷିମନ୍ତ୍ରୀ?

ନୂଆଦିଲ୍ଲୀ: ରୋଷେଇ ଘରେ ମହଙ୍ଗା ମାଡ଼ । କରୋନା କାଳରେ ବି ଖାଇବା ତେଲର ଦର ଆକାଶଛୁଆଁ ହୋଇଛି । ଏହାରି ମଧ୍ୟରେ ସୋରିଷ ତେଲର ଦରବୃଦ୍ଧି ନେଇ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର…

ବିଗିଡିଲା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା, ମେଡିକାଲରେ ଭର୍ତ୍ତି

ଗୁରୁଗ୍ରାମ: କଂଗ୍ରେସର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡିଯାଇଛି । ଫଳରେ ତାଙ୍କୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।…

ଜୀବନରେ ୩୭ ଥର ବିବାହ କଲେ ବୃଦ୍ଧ: ଉପସ୍ଥିତ ଥିଲେ ୨୮ ପତ୍ନୀ, ୧୩୫ ସନ୍ତାନ ଓ ୧୨୬ ନାତୁନାତୁଣୀ, ଦେଖନ୍ତୁ ଭିଡିଓ…

ଆମ ଭାରତୀୟ ସମାଜରେ ଜଣେ ପୁରୁଷ ଜଣେ ନାରୀଙ୍କୁ ବିବାହ କରିଥାନ୍ତି । ଅନେକ କ୍ଷେତ୍ରରେ କିଛି ଲୋକ ଦୁଇ ବା ତିନି ଜଣଙ୍କୁ ବିବାହ କରୁଥିବାର ଦେଖାଯାଉଛି । ଜଣେ ବୃଦ୍ଧ ବ୍ୟକ୍ତି ତାଙ୍କ ଜୀବନରେ ୩୭ ଥର ବିବାହ କରିଛନ୍ତି…

କେସିଙ୍ଗା ଷ୍ଟେସନ ନିକଟରେ ଅକ୍ସିଜେନ୍ ଲିକ୍

କଳାହାଣ୍ଡି (ଓଡିଶା ଭାସ୍କର): କଳାହାଣ୍ଡି ଜିଲ୍ଲା କେସିଙ୍ଗା ରେଳ ଷ୍ଟେସନ ନିକଟରେ ଅକ୍ସିଜେନ୍ ଲିକ୍ ହୋଇଛି । ରେଳ ଯୋଗେ ଅକ୍ସିଜେନ୍ ଟ୍ୟାଙ୍କର ପରିବହନ ବେଳେ ଲିକ୍ ହୋଇଥିବା ଜଣାପଡିଛି । ଗ୍ୟାସ୍ ଲିକ୍ ବନ୍ଦ…

ସେପ୍ଟେମ୍ବରରେ ଆସିବ ତୃତୀୟ ଲହର! ଭୟ ନ କରି ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ ବର୍ତ୍ତମାନ କରୋନାର ଦ୍ୱିତୀୟ ଲହର ସାମାନ୍ୟ ଶିଥିଳ ପଡ଼ିଥିବା ଦେଖିବାକୁ ମିଳିଛି । ତେବେ କଟକଣା ଲାଗୁ ହେବା ପରେ ରାଜ୍ୟରେ ସଂକ୍ରମଣ ହ୍ରାସ ପାଇଥିଲେ ମଧ୍ୟ ଏହାକୁ ହାଲୁକା…