Browsing Category
Breaking News
ପ୍ରଥମ ଓଡ଼ିଶୀ ନୃତ୍ୟଶିଳ୍ପୀ ଲକ୍ଷ୍ମୀପ୍ରିୟାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
ଭୁବନେଶ୍ୱର, ୨୧ା୩ (ଓଡିଶା ଭାସ୍କର): ପ୍ରଥମ ଓଡ଼ିଶୀ ନୃତ୍ୟଶିଳ୍ପୀ ଲକ୍ଷ୍ମୀପ୍ରିୟା ମହାପାତ୍ରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକବ୍ୟକ୍ତ କରିଛନ୍ତି । ଲକ୍ଷ୍ମୀପ୍ରିୟା ହେଉଛନ୍ତି ସ୍ୱର୍ଗତ ଗୁରୁ…
ରାଜ୍ୟରେ ପୁଣି ଲକଡାଉନ୍ ହେବ ନା ନାହିଁ, ଜାଣନ୍ତୁ ଏନେଇ କଣ କହିଲେ ମୁଖ୍ୟମନ୍ତ୍ରୀ
ଗାନ୍ଧିନଗର, ୨୧ା୩: ରାଜ୍ୟରେ ପୁଣି ଲକଡାଉନ ଲାଗୁ ହେବ ନାହିଁ ବୋଲି ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଘୋଷଣା କରିଛନ୍ତି । କରୋନାକୁ ନେଇ ଲୋକଙ୍କ ମଧ୍ୟରେ ଉପୁଜିଥିବା ଭୟକୁ ଦୂର କରିବା ପାଇଁ ମୁଖ୍ୟମନ୍ତ୍ରୀ ଏହି…
ପୁଣି ୧୯୭ ଜଣଙ୍କ ମୃତ୍ୟୁ, ଚିହ୍ନଟ ହେଲେ ୪୩ ହଜାର ପଜିଟିଭ
ନୂଆଦିଲ୍ଲୀ, ୨୧ା୩ : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୧୯୭ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୯ ହଜାର ୭୫୫କୁ ବୃଦ୍ଧି…
ରାଜଭବନରୁ ରାଉରକେଲା ଅଭିମୁଖେ ଯାତ୍ରା କଲେ ରାଷ୍ଟ୍ରପତି
ଭୁବନେଶ୍ୱର, ୨୧ା୩ (ଓଡିଶା ଭାସ୍କର): ଆଜି ସକାଳୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଜଭବନରୁ ରାଉରକେଲା ଅଭିମୁଖେ ଯାତ୍ରା କରିଛନ୍ତି । ରାଷ୍ଟ୍ରପତି ଭୁବନେଶ୍ୱର ବିମାନବନ୍ଦରରୁ ଯାଇ ରାଉରକେଲା ଏନଆଇଟି ସମାବର୍ତ୍ତନ…
ଆମ୍ବୁଲାନ୍ସକୁ ଧକ୍କାଦେଲା ଗ୍ୟାସ୍ ଟ୍ୟାଙ୍କର: ୪ ମୃତ, ୪ ଗୁରୁତର
ଅନୁଗୁଳ, ୨୧ା୩ (ଓଡିଶା ଭାସ୍କର): ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥରେ ଜରପଡ଼ା ଛକରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ଘଟିବା ସହ ୪ ଜଣ ଗୁରୁତର ହୋଇଛନ୍ତି ।…
ଲକଡାଉନ୍ ପୂର୍ବରୁ ମୁଖ୍ୟମନ୍ତ୍ରୀ ସହରରେ ବାଣ୍ଟିଲେ ମାସ୍କ, ଜାଣନ୍ତୁ କାହିଁକି
ଭୋପାଳ, ୨୧ା୩: ଦେଶରେ କରୋନା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ତେବେ ଏହି ପରିପ୍ରେକ୍ଷୀରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ କରୋନାକୁ ଦୃଷ୍ଟିରେ ରଖି ଏକ ଅଭିନବ ପଦକ୍ଷେପ ଗ୍ରହଣ କରିଛନ୍ତି ।…
ନିଆଁ ଲିଭାଇବାକୁ ଯାଇ ନିଜେ ଲିଭିଗଲେ: ବିଦ୍ୟୁତ ତାର ନେଲା ମା’ ଓ ପୁଅଙ୍କ ଜୀବନ
ଯାଜପୁର, ୨୧ା୩ (ଓଡିଶା ଭାସ୍କର): ବିଦ୍ୟୁତ ତାରରେ ଲାଗି ମାଆ ଓ ପୁଅଙ୍କ ମୃତ୍ୟୁ ଘଟିଛି । ବିଳମ୍ବିତ ରାତ୍ରିରେ ପଡ଼ୋଶୀଙ୍କ ଘରେ ନିଆଁ ଲାଗିଥିଲା । ମା’ ଓ ପୁଅ ପଡ଼ୋଶୀଙ୍କ ଘରକୁ ନିଆଁ ଲିଭାଇବାକୁ ଯାଇଥିଲେ । ନିଆଁ…
ବାଜିମାରିଲା ଭାରତ, ହାତେଇଲା ଟି-୨୦ ସିରିଜ୍
ଅହମଦାବାଦ: ପଞ୍ଚମ ଟି-୨୦ ଦମଦାର ବିଜୟଲାଭ କରିଛି ବିରାଟ ବାହିନୀ । ୩-୨ରେ ଆଗୁଆ ରହି ଟି-୨୦ ସିରିଜ୍ କବଜା କରିଛି ଟିମ୍ ଇଣ୍ଡିଆ । ନରେନ୍ଦ୍ର ମୋଦୀ ଷ୍ଟାଡିୟମଠାରେ ଶନିବାର ଅନୁଷ୍ଠିତ ଟି-୨୦ ସିରିଜର ଅନ୍ତିମ ମ୍ୟାଚରେ…
୮ ବର୍ଷର ବାଳକ ହେଲେ କୋଟି କୋଟି ଟଙ୍କାର ମାଲିକ, ଜାଣନ୍ତୁ କିପରି
ଆଜିକାଲି କମ୍ ସମୟ ମଧ୍ୟରେ ଅର୍ଥ ରୋଜଗାର କରି ଆଗକୁ ବଢ଼ିବା ପାଇଁ ସମସ୍ତେ ଚାହାନ୍ତି । ହେଲେ ଏହା ସମସ୍ତଙ୍କ ପାଇଁ ଏତେ ସହଜ ହୋଇନଥାଏ । କିନ୍ତୁ ଗୋଟିଏ ୮ ବର୍ଷର ବାଳକ ଏହା କରି ଦେଖାଇଛି । ଉକ୍ତ ବାଳକଟି କମ୍ ସମୟରେ…
ସ୍କୁଲରେ ପିଲାଙ୍କ ସହିତ ବସି ପାଠ ପଢ଼ୁଛି ମାଙ୍କଡ଼, ଜାଣନ୍ତୁ କେଉଁଠି
ଦେଶର ସମସ୍ତ ନାଗରିକଙ୍କୁ ଶିକ୍ଷିତ କରିବା ପାଇଁ ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ନେଉଛନ୍ତି । ସରକାରଙ୍କର ଏହି ଯୋଜନାରେ ପଶୁପକ୍ଷୀମାନେ ମଧ୍ୟ ସାମିଲ ହେଉଛନ୍ତି । ଆନ୍ଧ୍ରପ୍ରଦେଶର ଏକ ସରକାରୀ ସ୍କୁଲରେ ଏପରି ଏକ…