Browsing Category
Breaking News
ଏନକାଉଣ୍ଟରରେ ଟଳିଲେ୨ ଆତଙ୍କବାଦୀ
ଶ୍ରୀନଗର,୨୮ ।୧୦ : ଏନକାଉଣ୍ଟରରେ ନିହତ ହେଲେ ୨ ଆତଙ୍କବାଦୀ । କାଶ୍ମୀରର ବଡଗାମ ଜିଲ୍ଲାର ଆରିବାଗ ମାଚାମା ଅଞ୍ଚଳରେ ହୋଇଛି ଏହି ଏନକାଉଣ୍ଟର । ଏହି ସମୟରେ ଉଭୟ ସୁରକ୍ଷା କର୍ମୀ ଓ ଆତଙ୍କବାଦୀଙ୍କ ପକ୍ଷରୁ ମଧ୍ୟ…
ରାଜ୍ୟରେ ଆଖି ବୁଜିଲେ ୧୨ କରୋନା ଆକ୍ରାନ୍ତ, ଜାଣନ୍ତୁ କେଉଁଠୁ କେତେ?
ଭୁବନେଶ୍ୱର,୨୮ ।୧୦(ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ କମୁଥିଲେ ବି ମୃତ୍ୟୁ ସଂଖ୍ୟା କମୁନାହିଁ । ଆଜି ୧୫୪୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୧୨ ଜଣଙ୍କର ମୃତ୍ୟୁ ହୋଇଛି । ଏହି କ୍ରମରେ…
ରାଜ୍ୟର ୩୦ ଜିଲ୍ଲାରୁ ୧୫୪୦ ପଜିଟିଭ ଚିହ୍ନଟ, ଜାଣନ୍ତୁ ଆପଣଙ୍କ ଅଞ୍ଚଳରୁ କେତେ ?
ଭୁବନେଶ୍ୱର,୨୮।୧୦(ଓଡିଶା ଭାସ୍କର): ରାଜ୍ୟରେ ଧୀରେ ଧୀରେ କରୋନା ସଂକ୍ରମଣ କମିବାରେ ଲାଗିଛିି । ଏହାରି ମଧ୍ୟରେ ଆଜି ପୁଣି ୩୦ ଜିଲ୍ଲାରୁ ୧୫୪୦ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ…
ଆଜି ପ୍ରଚାର ମଇଦାନକୁ ଓହ୍ଲାଇବେ ନବୀନ
ବାଲେଶ୍ୱର,୨୮ ।୧୦(ଓଡିଶା ଭାସ୍କର): ଆଜି ଉପନିର୍ବାଚନ ମଇଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଆଜିଠୁ ୨ ଦିନିଆ ଭର୍ଚୁଆଲ ପ୍ରଚାର ଆରମ୍ଭ କରିବେ ନବୀନ । ଆଜି ତିର୍ତ୍ତୋଲରେ ଓ କାଲି ବାଲେଶ୍ୱରରେ…
ବିହାରର ପ୍ରଥମ ପର୍ଯ୍ୟାୟ ଭୋଟ୍, ୧୦ଟା ସୁଦ୍ଧା ୭.୩୫% ମତଦାନ
ପାଟଣା,୨୮ ।୧୦ : କରୋନା ସଙ୍କଟ ମଧ୍ୟରେ ଆଜି ବିହାର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ୧୬ ଟି ଜିଲ୍ଲାର ୭୧ ଟି ଆସନରେ ଭୋଟିଂ ଚାଲିଛି । କରୋନା ନିୟମ ସହିତ ନିର୍ବାଚନ…
ଦିନକରେ ୪୩,୮୯୩ ପଜିଟିଭ୍ ଚିହ୍ନଟ
ନୂଆଦିଲ୍ଲୀ,୨୮ ।୧୦: ଦେଶରେ ଗତ ୨୪ ଘଣ୍ଟାରେ କରୋନା ଆକ୍ରାନ୍ତ ସଂଖ୍ୟା କମିଛି । ଦେଶରେ କୋରୋନା ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୨୦ ହଜାର ୧୦ କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୪୩ ହଜାର ୮୯୩ ନୂଆ ଆକ୍ରାନ୍ତ…
ଖୁସି ଖବର: ରାଜ୍ୟରେ ଆଜି ୨୦୧୦ ଆକ୍ରାନ୍ତ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?
ଭୁବନେଶ୍ୱର,୨୭ ।୧୦(ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୨୦୧୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ…
ଆଇଏଏସ ସ୍ତରରେ ଅଦଳବଦଳ
ଭୁବନେଶ୍ୱର, ୨୭ ।୧୦(ଓଡିଶା ଭାସ୍କର): ରାଜ୍ୟରେ ବରିଷ୍ଠ ଆଇଏଏସ ଅଫିସର ସ୍ତରରେ ଆଜି ଅଦଳବଦଳ ହୋଇଛି । ପରାଗ ଗୁପ୍ତା ହୋଇଛନ୍ତି ରାଜ୍ୟ ଜଙ୍ଗଲ ଉନ୍ନୟନ ନିଗମର ଅଧ୍ୟକ୍ଷ । ୧୯୮୮ ବ୍ୟାଚର ଗୁପ୍ତା ନିକଟରେ କେନ୍ଦ୍ରୀୟ…
କଟକରେ ଭସାଣ ଉତ୍ସବ ଶେଷ
କଟକ, ୨୭ ।୧୦(ଓଡିଶା ଭାସ୍କର): କରୋନା କଟକଣାରେ କଟକର ଦୁର୍ଗା ଭସାଣ ଉତ୍ସବ ଶେଷ ହୋଇଛି । କଟକର ୧୬୭ ମଣ୍ଡପରେ ଏଥର ହୋଇଥିଲା ମାଆ ଦୁର୍ଗାଙ୍କ ପୂଜା । ବିନା ଶୋଭାଯାତ୍ରାରେ ୭-୭ କର୍ମମର୍ତ୍ତାଙ୍କୁ ନେଇ ଭସାଣ…
ଅନଲକ ୫ର ଗାଇଡଲାଇନ୍ ନଭେମ୍ବର ୩୦ ଯାଏଁ ବଳବତ୍ତର
ନୂଆଦିଲ୍ଲୀ,୨୭ ।୧୦: ଦେଶରେ ଆଉ ମାସେ ବଢିଛି କରୋନା କଟକଣା ଅବଧି । କରୋନା ପାଇଁ ଦେଶରେ ରି-ଓପନିଂ ନିୟମାବଳୀର ଅବଧି ବୃଦ୍ଧି ହୋଇଛି । ଅନଲକ୍ ୫ର ଗାଇଡଲାଇନ୍ ନଭେମ୍ବର ୩୦ ଯାଏଁ ବଳବତ୍ତର ରହିବ ବୋଲି ଆଜି…