Browsing Category
Breaking News
ଆମ୍ ଆଦମୀ ପାର୍ଟିରେ ମିଶିଲେ ମିସ୍ ଇଣ୍ଡିଆ ମାନ୍ସି ସେହଗଲ
ନୂଆଦିଲ୍ଲୀ, ୧ା୩: ଆମ୍ ଆଦମୀ ପାର୍ଟି(ଏଏପି)ରେ ସାମିଲ ହୋଇଛନ୍ତି ମିସ୍ ଇଣ୍ଡିଆ ଦିଲ୍ଲୀ-୨୦୧୯ ମାନ୍ସି ସେହଗଲ । ଏଏପି ନେତା ତଥା ରାଜେନ୍ଦ୍ର ନଗର ବିଧାୟକ ରାଘବ ଚଢ଼ାଙ୍କ ଉପସ୍ଥିତିରେ ସେ ଦଳରେ ଯୋଗଦେଇଛନ୍ତି ।…
ଅଞ୍ଜନା ମାମଲରେ ପଡିଲା ପୂର୍ଣ୍ଣଚ୍ଛେଦ
କଟକ, ୧ା୩(ଓଡିଶା ଭାସ୍କର):ବହୁଚର୍ଚ୍ଚିତ ଅଞ୍ଜନା ଗଣଦୁଷ୍କର୍ମ ମାମଲାରେ ଆଜି ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ହାଇକୋର୍ଟ । ରାଜ୍ୟ ସରକାର ଓ ସିବିଆଇର ସତ୍ୟପାଠ ଦାଖଲ ପରେ ଏହି ମାମଲାରେ ପୂର୍ଣ୍ଣଚ୍ଛେଦ ପଡିଛି । ମାମଲାର…
ଦେଖନ୍ତୁ ସବ୍ୟ-ଅର୍ଚ୍ଚିତାଙ୍କ ହଳଦୀମାଖା ଫଟୋ, ଆଉ କିଛି ମୁହୂର୍ତ୍ତ ପରେ ବିବାହ ବନ୍ଧନରେ ବାନ୍ଧିହେବେ ଦୁଇ ତାରକା
ଭୁବନେଶ୍ୱର, ୧ା୩ (ଓଡିଶା ଭାସ୍କର): ବର୍ତ୍ତମାନ ସମୟରେ ଓଲିଉଡର ଦୁଇ ହିଟ୍ ତାରକା ସବ୍ୟସାଚୀ ଓ ଅର୍ଚ୍ଚିତାକୁ ନେଇ ସୋସିଆଲ ମିଡ଼ିଆଠାରୁ ଆରମ୍ଭ କରି ସବୁଆଡ଼େ ବେଶ ଚର୍ଚ୍ଚା । ବିବାହ ପୂର୍ବରୁ ଏହି ତାରକା ଦ୍ୱୟ…
ଅଫଲାଇନରେ ହୋଇପାରିବ ପଞ୍ଜୀକରଣ
ଭୁବନେଶ୍ୱର, ୧ା୩(ଓଡିଶା ଭାସ୍କର): ଆଜିଠାରୁ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହୋଇଛି । କୋୱିନ ଆପରେ ସମସ୍ୟା ଥିଲେ ଅଫଲାଇନରେ ପଞ୍ଜିକରଣ ହୋଇପାରିବ । ଲୋକମାନେ ଅଫଲାଇନରେ ପଞ୍ଜୀକରଣ କରି କରୋନା ଟିକା ନେଇପାରିବେ…
କୋଭାକ୍ସିନ ଟିକା ନେଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ୧ା୩ (ଓଡିଶା ଭାସ୍କର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନା ଟିକା ନେଇଛନ୍ତି । ବିଧାନସଭା ପରିସରରେ ଥିବା ଡିସପେନସାରୀରେ ମୁଖ୍ୟମନ୍ତ୍ରୀ କୋଭାକ୍ସିନ ଟିକା ନେଇଥିବା ଜଣାପଡ଼ିଛି । ସୂଚନାଯୋଗ୍ୟ ଯେ,…
ଦାୟିତ୍ୱ ନେଲେ ନୂଆ ଓପିଏସସି ଅଧ୍ୟକ୍ଷ
କଟକ, ୧ା୩ (ଓଡିଶା ଭାସ୍କର): ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି)ର ନୂଆ ଅଧ୍ୟକ୍ଷ ଭାବେ ବରିଷ୍ଠ ଆଇପିଏସ ସତ୍ୟଜିତ ମହାନ୍ତି ଦାୟିତ୍ୱ ଗ୍ରହଣ କରିଛନ୍ତି । ଗତକାଲି ଶ୍ରୀ ମହାନ୍ତି ଅଗ୍ନିଶମ ଡିଜି ପଦବୀରୁ ଅବସର ନେଇଥିଲେ…
ନିଆଁରେ ପୋଡ଼ିହୋଇ ଯୁବତୀ ଜୀବନ୍ତ ଦଗ୍ଧ
କଳାହାଣ୍ଡି, ୧ା୩ (ଓଡିଶା ଭାସ୍କର): କଳାହାଣ୍ଡି ଜିଲ୍ଲା କୋକସରା ଥାନା ଖପ୍ରାଖୋଲ ଗାଁରେ ଅଗ୍ନିକାଣ୍ଡରେ ଜଣେ ଯୁବତୀ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ନିଆଁରେ ପୋଡ଼ିହୋଇ ଟ୍ୱିଙ୍କଲ କନ୍ଦମାନ ନାମକ ଜଣେ ଯୁବତୀଙ୍କ ମୃତ୍ୟୁ…
ଜୁଏଲାରୀ ମାଲିକଙ୍କୁ ଗୁଳିମାଡ଼: ୨ ଗୁରୁତର
ସୁନ୍ଦରଗଡ଼, ୧ା୩ (ଓଡିଶା ଭାସ୍କର): ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଥାନା ଅଞ୍ଚଳରେ ଏକ ଗୁଳିମାଡ଼ ହୋଇଛି । ଏହି ଘଟଣାରେ ୨ ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି । ଗୁଳିକାଣ୍ଡ ସମୟରେ ବଞ୍ଚାଇବାକୁ ଆସିଥିବା ଜଣଙ୍କୁ ମଧ୍ୟ…
ଅବୈଧ ସମ୍ପର୍କ ସନ୍ଦେହ: ରାସ୍ତା ଉପରେ ପତ୍ନୀଙ୍କୁ ହତ୍ୟା କଲେ ପତି, ଲୋକେ ବନାଇଲେ ଭିଡିଓ
ନୂଆଦିଲ୍ଲୀ, ୧ା୩: ଉତ୍ତରପ୍ରଦେଶର ପ୍ରୀତିନଗର ଅଞ୍ଚଳରେ ଅବୈଧ ସମ୍ପର୍କ ସନ୍ଦେହରେ ପତ୍ନୀଙ୍କୁ ହତ୍ୟା କରିଛନ୍ତି ପତି । ଉକ୍ତ ମହିଳା ଜଣକ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ରାସ୍ତାରେ ପଡ଼ିରହିଥିଲେ ମଧ୍ୟ ଦେଖଣାହାରୀମାନେ ଏହି…
ଆଜିଠାରୁ ସକାଳୁଆ ସ୍କୁଲ: ସକାଳ ୭ଟାରୁ ୧ଟା ହେବ ପାଠପଢ଼ା
ଭୁବନେଶ୍ୱର, ୧ା୩ (ଓଡିଶା ଭାସ୍କର): ଖରାର ତାତି କ୍ରମଶଃ ବଢ଼ୁଥିବାରୁ ଏହାକୁ ଦୃଷ୍ଟିରେ ରଖି ସ୍କୁଲ ସକାଳୁଆ ଖୋଲିବ । ଆଜିଠାରୁ ସକାଳ ୭ଟାରୁ ମଧ୍ୟାହ୍ନ ୧ଟା ପର୍ଯ୍ୟନ୍ତ ପାଠପଢ଼ା ଚାଲିବ । ନବମ, ଏକାଦଶ ୭ଟାରୁ ୯ଟା…