Browsing Category
Breaking News
କୋଭିଡ୍ ଗାଇଡଲାଇନ ଅନୁଯାୟୀ ରାଜ୍ୟରେ ଖୋଲିବ କ୍ୟାମ୍ପସ
ଭୁବନେଶ୍ୱର,୧୯ ।୧୧(ଓଡିଶା ଭାସ୍କର): କୋଭିଡ୍ ଗାଇଡଲାଇନ ଅନୁଯାୟୀ ରାଜ୍ୟରେ ଖୋଲିବ କ୍ୟାମ୍ପସ । ବିଶ୍ବବିଦ୍ୟାଳୟ କ୍ୟାମ୍ପସ ଖୋଲିବା ନେଇ ଆଜି ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ । ସେ କହିଛନ୍ତି ଯେ,…
ବିନା ଗ୍ୟାରେଣ୍ଟିରେ ସରକାର ଦେଉଛନ୍ତି ଲୋନ୍, ୨୫ ଲକ୍ଷରୁ ଅଧିକ ଲୋକ କରିଛନ୍ତି ଆବେଦନ
କରୋନା ଯୋଗୁଁ ସାଧାରଣ ଲୋକଙ୍କ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ରାସ୍ତାଘାଟରେ ବିକ୍ରି କରୁଥିବା ଲୋକଙ୍କ ନିକଟରେ ଆର୍ଥିକ ସମସ୍ୟା ଦେଖାଯାଉଛି । ସେହି ଲୋକମାନଙ୍କୁ ସାହାଯ୍ୟ କରିବାକୁ କେନ୍ଦ୍ର ସରକାର ସ୍ୱନିଧି ଯୋଜନାର…
ମାସ୍କ ନପିନ୍ଧିଲେ ୨ ହଜାର ଟଙ୍କା ଜୋରିମାନା
ନୂଆଦିଲ୍ଲୀ,୧୯ ।୧୧: ଦେଶର ଅନେକ ସ୍ଥାନରେ କରୋନାର ଦ୍ୱିତୀୟ ଲହରୀ ଆରମ୍ଭ ହେବାରେ ଲାଗିଲାଣି । ଏହାରି ମଧ୍ୟରେ ଦିଲ୍ଲୀରେ ମଧ୍ୟ କରୋନା ସଂକ୍ରମଣ ଓ ମୃତ୍ୟୁ ହାର ବଢିଚାଲିଛି । ଦିଲ୍ଲୀରେ ଏଣିକି ମାସ୍କ ନପିନ୍ଧିଲେ…
ରାଉରକେଲାରେ ଭୟଙ୍କର ଅଗ୍ନିକାଣ୍ଡ
ରାଉରକେଲା,୧୯ ।୧୧(ଓଡିଶା ଭାସ୍କର): ରାଉରକେଲା ଉଦିତନଗର ହାଇସ୍କୁଲ ପଡିଆରେ ଘଟିଛି ଭୟଙ୍କର ଅଗ୍ନିକାଣ୍ଡ । ପଡିଆରେ ଥିବା ହଜାର ହଜାର ପ୍ଲାଷ୍ଟିକ ପାଇପରେ ଅଗ୍ନିକାଣ୍ଡ ଘଟିଛି । ସହରର ସ୍ୱେରେଜ କାମ ପାଇଁ ଏହି…
Delhi High Court slams Government over COVID-19
New Delhi, 19/11: The High Court of New Delhi slammed the Government of Delhi over its poor handling and decision making skills regarding COVID-19. The High Court reportedly…
ରାଜ୍ୟରେ କମୁନି ମୃତ୍ୟୁ ସଂଖ୍ୟା, ଆଜି ପୁଣି ୧୭ ଜୀବନ ନେଲା କରୋନା
ଭୁବନେଶ୍ୱର,୧୯ ।୧୧(ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିଲେ ବି ମୃତ୍ୟୁ ସଂଖ୍ୟା କମୁନାହିଁ । ଆଜି ୮୬୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୧୭ ଜଣଙ୍କର ମୃତ୍ୟୁ ହୋଇଛି । ଏହି…
ରାଜ୍ୟରେ ଆଜି ୮୬୮ ସଂକ୍ରମିତ, ଜାଣନ୍ତୁ କେଉଁଠୁ କେତେ ?
ଭୁବନେଶ୍ୱର,୧୯।୧୧(ଓଡିଶା ଭାସ୍କର): ରାଜ୍ୟରେ ଧୀରେ ଧୀରେ କରୋନା ସଂକ୍ରମଣ କମିବାରେ ଲାଗିଛିି । ଏହାରି ମଧ୍ୟରେ ଆଜି ପୁଣି ୩୦ ଜିଲ୍ଲାରୁ ୮୬୮ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ…
ହାଜତ ମୃତ୍ୟୁ ହୋଇଥିବା ମାନିଲେ ଏସପି
ପୁରୀ,୧୯ ।୧୧(ଓଡିଶା ଭାସ୍କର): ପୁରୀ ବାସେଳୀସାହି ଥାନାରେ ହାଜତ ମୃତ୍ୟୁ ହୋଇଥିବା ମାନିଲେ ଏସପି । ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି ଏସପି ଅଖିଳେଶ୍ୱର ସିଂ । ସେ କହିଛନ୍ତି ଯେ, ‘ପୋଲିସ ସହ…
କଟକରେ ବ୍ୟାଙ୍କରୁ ୧୨ କୋଟିର ଡକାୟତି
କଟକ,୧୯ ।୧୧(ଓଡିଶା ଭାସ୍କର): କଟକରେ ଏକ ବ୍ୟାଙ୍କରୁ ୧୨ କୋଟି ଟଙ୍କାର ଡକାୟତି । ନୟାସଡକ ସ୍ଥିତ ଆଇଆଇଏଫଏଲ ବ୍ୟାଙ୍କରୁ ସଶସ୍ତ୍ର ଡକାୟତି ହୋଇଥିବା ସୂଚନା ମିଳିଛି । ଆଇଆଇଏଫଏଲ ବ୍ୟାଙ୍କରୁ ଆଜି ସକାଳେ ଡକାୟତି…
କାଶ୍ମୀର ଘାଟିରେ ଟଳିଲେ ୪ ଜୈଶ ଆତଙ୍କବାଦୀ
କାଶ୍ମୀର,୧୯ ।୧୧: ଜମ୍ମୁ-କାଶ୍ମୀର ନାଗ୍ରୋଟାରେ ଏନକାଉଣ୍ଟରରେ ଟଳିଲେ ୪ ଆତଙ୍କବାଦୀ । ସୁରକ୍ଷାକର୍ମୀଙ୍କ ଗୁଳିରେ ୪ ଜୈଶ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି । ସେମାନେ ଟ୍ର୍ରକରେ ଲୁଚି ଆସୁଥିବା ଗୁପ୍ତ ସୂଚନା…