CHARIDHAM
Browsing Category

Breaking News

ଲକଡାଉନରେ ଖୋଲା ରହିବ ଆହାର କେନ୍ଦ୍ର

ଭୁବନେଶ୍ୱର,୩ ।୫(ଓଡିଶା ଭାସ୍କର): ରାଜ୍ୟରେ ବଢୁଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ଲକଡାଉନ ଲାଗୁ କରିଛନ୍ତି ସରକାର । କିନ୍ତୁ ଲକଡାଉନ ସମୟରେ ରାଜ୍ୟର ସମସ୍ତ ଆହାର କେନ୍ଦ୍ର ଖୋଲା ରହିବ । ଏନେଇ ଆଜି ଲକଡାଉନ…

ମେ ୫ରେ ଶପଥ ଗ୍ରହଣ କରିବେ ଦିଦି

କୋଲକାତା, ୦୩ ।୦୫ (ଓଡ଼ିଶା ଭାସ୍କର): ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସକୁ ମିଳିଛି ପ୍ରଚଣ୍ଡ ବହୁମତ । ଟିଏମସି କ୍ରମାଗତ ତୃତୀୟ ଥର ପାଇଁ ସରକାର ଗଠନ କରିବାକୁ ଯାଉଛି ଏବଂ ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବେ ଗାଦି ମଣ୍ଡନ…

ଏହି ରାଜ୍ୟମାନଙ୍କରେ ବଢ଼ିଛି କରୋନା ସଂକ୍ରମଣ

ନୂଆଦିଲ୍ଲୀ, ୦୩ ।୦୫ (ଓଡ଼ିଶା ଭାସ୍କର) : ଆଜି କୋଭିଡ୍ ସ୍ଥିତି ସମୀକ୍ଷା ନେଇ ସ୍ୱାସ୍ଥ୍ୟ ଓ ଗୃହ ମନ୍ତ୍ରାଳୟ ପକ୍ଷରୁ ପ୍ରେସମିଟ୍ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ସେ କହିଛନ୍ତି ଯେ, ଦେଶରେ ବର୍ତ୍ତମାନ ୧୨…

କୋଭିଡ୍ ସମୟରେ ସିଟି ସ୍କାନ୍ କ୍ଷତିକାରକ ସାବ୍ୟସ୍ତ ହୋଇପାରେ: ଏମସ୍ ନିର୍ଦ୍ଦେଶକ ଡକ୍ଟର ରଣଦୀପ ଗୁଲେରିଆ

ନୂଆଦିଲ୍ଲୀ, ୦୩ ।୦୫ (ଓଡ଼ିଶା ଭାସ୍କର) : କୋଭିଡ୍ ସମୟର ଚିକିତ୍ସାକୁ ନେଇ ଏମସି୍ ନିର୍ଦ୍ଦେଶକ ଡକ୍ଟର ରଣଦୀପ ଗୁଲେରିଆ ଆଜି ଗୋଟିଏ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ଯେ, ନିହାତି ଭାବରେ ଆବଶ୍ୟକ…

ସ୍ଥଗିତ ହେଲା OCS ପରୀକ୍ଷା

କଟକ ୦୩ ।୦୫ (ଓଡ଼ିଶା ଭାସ୍କର) : ସ୍ଥଗିତ ହେଲା ଓସିଏସ୍-୨୦୨୦ ପରୀକ୍ଷା । ମେ’ ୨୨ ତାରିଖରେ ହେବାକୁ ଥିବା ପରୀକ୍ଷାକୁ ରାଜ୍ୟ ସରକାର ପକ୍ଷରୁ ସ୍ଥଗିତ କରାଯାଇଛି । ରାଜ୍ୟ ଲକଡାଉନ୍ ଘୋଷଣା ଯୋଗୁ ପରୀକ୍ଷା ବାତିଲ୍…

ଡିଏମକେ ପ୍ରତି ମହିଳାଙ୍କ ଅହେତୁକ ପ୍ରେମ, ନିର୍ବାଚନ ଜିତିବ ବୋଲି ମନ୍ଦିରରେ ବଳି ପକାଇଲେ ଜିଭ

ଚେନ୍ନାଇ, ୦୩ ।୦୫ (ଓଡ଼ିଶା ଭାସ୍କର) : ଦୁନିଆରେ ଅନେକ ଲୋକ ରହିଛନ୍ତି ଯେଉଁ ମାନେ ସେମାନଙ୍କ ଇଚ୍ଛା ପୁରଣ ହେବା ଲକ୍ଷ୍ୟ ନେଇ ଭଗବାନଙ୍କ ପାଖରେ ମାନସିକ ରଖନ୍ତି । ଆଉ ମାନସିକ ପୂରଣ ପରେ ଭଗବାନଙ୍କ ପାଖରେ ତାଙ୍କ…

କୋଭିଡ୍ ରିଲିଫ ସାମଗ୍ରୀ ଉପରୁ ଛାଡ ହେବ ଶୁଳ୍କ: କେନ୍ଦ୍ର ଅର୍ଥ ବିଭାଗର ନିଷ୍ପତ୍ତି

ନୂଆଦିଲ୍ଲୀ ୦୩ ।୦୫ (ଓଡ଼ିଶା ଭାସ୍କର) : କୋଭିଡ୍ ସଂପର୍କିତ ରିଲିଫ ସାମଗ୍ରୀ ଉପରୁ ଛାଡ ହେବ ସମସ୍ତ ଶୁଳ୍କ । କରୋନାର ଏଭଳି ପରିସ୍ଥିତିରେ କେନ୍ଦ୍ର ଅର୍ଥ ବିଭାଗ ପକ୍ଷରୁ ଏକ ଗୁରୁତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି…

କଟକ ମହାନଗର ନିଗମକୁ ମୁଖ୍ୟମନ୍ତ୍ରୀ ମଞ୍ଜୁରୀ କଲେ ୧୦ କୋଟି ଟଙ୍କା

କଟକ ୦୩ ।୦୫ (ଓଡ଼ିଶା ଭାସ୍କର) : କଟକ ମହାନଗର ନିଗମକୁ ମଞ୍ଜୁରୀ ହେଲା୧୦ କୋଟି ଟଙ୍କା । କୋଭିଡ୍ ପରିଚାଲନା ପାଇଁ କଟକ ମହାନଗର ନିଗମକୁ ୧୦ କୋଟି ଟଙ୍କା ମଞ୍ଜୁରୀ ହୋଇଛି । ଏହି ଟଙ୍କାକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ…

ସ୍ଥଗିତ ହେଲା ନିଟ୍ ପିଜି ପରୀକ୍ଷା

ନୂଆଦିଲ୍ଲୀ,୦୩ ।୦୫ (ଓଡ଼ିଶା ଭାସ୍କର) : କୋଭିଡ୍ ସଂକ୍ରମଣକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଉ ଏକ ବଡ ଘୋଷଣା କରିଛନ୍ତି । ଆଜି ପ୍ରଧାନମନ୍ତ୍ରୀ କୋଭିଡ୍ ସମୀକ୍ଷା ବୈଠକରେ ଏନେଇ ନିଷ୍ପତି ନେଇଛନ୍ତି । ଅତିକମ୍…

ଲକଡାଉନକୁ ନେଇ ବ୍ୟସ୍ତ ହୁଅନ୍ତୁ ନାହିଁ କି ଅଯଥା କିଣାକିଣି କରନ୍ତୁ ନାହିଁ: ସିପି

ଭୁବନେଶ୍ୱର, ୦୩ ।୦୫ (ଓଡ଼ିଶା ଭାସ୍କର) : ମେ' ୫ ତାରିଖରୁ ଓଡିଶାରେ ଲାଗୁ ହେବାକୁ ଯାଉଛି ଲକଡାଉନ୍ । ଏହା ମେ' ୫ ତାରିଖଠାରୁ ଆରମ୍ଭ ହୋଇ ୧୯ ତାରିଖ ଯାଏଁ ବଳବତ୍ତର ରହିବ । ତେବେ ଏହା ପୁର୍ବରୁ ଟ୍ୱିନ୍ ସିଟି ପୋଲିସ୍…