Browsing Category
Breaking News
୨୪ ଘଣ୍ଟାରେ ଚାଲିଗଲା ୭୦୪ ଜଣଙ୍କ ଜୀବନ
ନୂଆଦିଲ୍ଲୀ,୫।୧୧: ଦେଶରେ ଗତ ୨୪ ଘଣ୍ଟାରେ କରୋନା ଆକ୍ରାନ୍ତ ସଂଖ୍ୟା କମିଛି । ଏହାରି ମଧ୍ୟରେ ଦେଶରେ କୋରୋନା ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୨୪ ହଜାର ୩୧୫ କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୫୦ ହଜାର ୨୦୯ ନୂଆ…
ଖୁସି ଖବର: ରାଜ୍ୟରେ ଆଜି ୧୫୨୦ ଆକ୍ରାନ୍ତ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?
ଭୁବନେଶ୍ୱର,୪।୧୧(ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୧୫୨୦କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ…
ଜାନୁଆରିରେ ସ୍ଥିତି ଆହୁରି ସାଙ୍ଘାତିକ ହେବ!
ଭୁବନେଶ୍ୱର,୪ ।୧୧(ଓଡିଶା ଭାସ୍କର): ରାଜ୍ୟରେ କୋରୋନା ସ୍ଥିତି ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରେସମିଟ ଆୟୋଜିତ ହୋଇଯାଇଛି । କୋରୋନା ସ୍ଥିତି ନେଇ ଡାକ୍ତର ନୀରଜ ମିଶ୍ର କହିଛନ୍ତି ଯେ, ‘କଟକଣା କୋହଳ କାରଣରୁ ଆଉ ଥରେ…
ରାସ୍ତାକଡରେ ଦୀପ ଦୋକାନ ଖୋଲିବା ମନା
ଭୁବନେଶ୍ୱର, ୪ ।୧୧(ଓଡିଶା ଭାସ୍କର): ରାଜ୍ୟରେ କରୋନା ଲହରୀ ଥିବାରୁ ଅନେକ କଟକଣା ଲାଗୁ ହେଉଛି । ଏହାରି ମଧ୍ୟରେ ଭୁବନେଶ୍ୱରରେ ରାସ୍ତାକଡରେ ଦୀପ ଦୋକାନ ଖୋଲିବାକୁ ମନା ହୋଇଛି । ନିର୍ଦ୍ଧାରିତ ସ୍ଥାନରେ ଦୀପ ଦୋକାନ…
ଭୁବନେଶ୍ୱରରୁ ଆଜି ୭୫ ପଜିଟିଭ ଚିହ୍ନଟ
ଭୁବନେଶ୍ୱର,୪।୧୧(ଓଡିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ ଏବେ କରୋନା ସଂକ୍ରମଣ କମିବାରେ ଲାଗିଛି । ଏହାରି ମଧ୍ୟରେ ଆଜି ଭୁବନେଶ୍ୱରରୁ ମାତ୍ର ୭୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ…
୫୦ ବର୍ଷରେ ଆଖି ବୁଜିଲେ ବଲିଉଡର ଏହି ଅଭିନେତା
ବେଙ୍ଗାଲୁରୁ, ୪ ।୧୧ : ୨୦୨୦ ହିନ୍ଦୀ ଚଳଚ୍ଚିତ୍ର ଶିଳ୍ପ ପାଇଁ ଅତ୍ୟନ୍ତ କଷ୍ଟସାଧ୍ୟ ଏବଂ ଦୁଃଖଦାୟକ ସାବ୍ୟସ୍ତ ହୋଇଛି । ଚଳିତ ବର୍ଷ ବଲିଉଡର ଅନେକ ସେଲିବ୍ରିଟି ଏହି ଦୁନିଆକୁ ବିଦାୟ ଦେଇଛନ୍ତି । ବଲିଉଡ୍ ଅଭିନେତା…
ସ୍ୱାଭିମାନ ଅଞ୍ଚଳରୁ ବିପୁଳ ମାଓ ସାମଗ୍ରୀ ଜବତ
ମାଲକାନଗିରି, ୪ ।୧୧(ଓଡିଶା ଭାସ୍କର): ମାଲକାନଗିରି ସ୍ୱାଭିମାନ ଅଞ୍ଚଳ ସିନ୍ଦିପୁଟ ପାଖରେ ପୋଲିସକୁ ମିଳିଛି ବଡ ସଫଳତା । ମାଓବାଦୀଙ୍କ ଦ୍ୱାରା ଲୁଚା ଯାଇଥିବା ଲ୍ୟାଣ୍ଡଲାଇନ୍ ଠାବ କରି ନିଷ୍କ୍ରିୟ କରିବା ସହ ବିପୁଳ…
ବାଣ ଦୋକାନ ସିଲ୍: ଲାଗିଗଲା ୨୦ ହଜାର ଫାଇନ୍
ପାଲଲହଡା, ୪ ।୧୧(ଓଡିଶା ଭାସ୍କର): କରୋନା ମହାମାରୀ ପାଇଁ ଚଳିତବର୍ଷ ରାଜ୍ୟରେ ବାଣ ବିକ୍ରି ଓ ଫୁଟାଇବା ଉପରେ କଟକଣା ଲଗାଇଛନ୍ତି ରାଜ୍ୟ ସରକାର । ଏହାରି ମଧ୍ୟରେ ପାଲଲହଡା ମୁଖ୍ୟ ବଜାରରେ ଖୋଲାଥିବା ୨ଟି ବାଣ ଦୋକାନ…
ଶ୍ରୀମନ୍ଦିରରେ ASI ଟିମ୍
ପୁରୀ, ୪ ।୧୧(ଓଡିଶା ଭାସ୍କର): ଶ୍ରୀମନ୍ଦିରରେ ଅନୁଧ୍ୟାନ ପାଇଁ ଏଏସଆଇର ୫ ଜଣିଆ ଟିମ୍ ପହଞ୍ଚିଛନ୍ତି । ବାଇଶି ପାହାଚ,ଲକ୍ଷ୍ମୀ ମନ୍ଦିରର କରୁଛନ୍ତି ଅନୁଧ୍ୟାନ । ନୂଆ କବାଟ ଓ ରୂପା ଛାଉଣୀ ନେଇ ୭ ପାହାଚ ଦ୍ବାରର…
ଉପ-ନିର୍ବାଚନ ମତଦାନକୁ ନେଇ କ’ଣ କହିଲେ ସିଇଓ?
ବାଲେଶ୍ୱର, ୪ ।୧୧(ଓଡିଶା ଭାସ୍କର): ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ ମତଦାନକୁ ନେଇ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ । ସିଇଓ…